Breaking

ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ମାତୃ-ପିତୃ ପୂଜନ ଦିବସ ପାଳିତ

ଭୁବନେଶ୍ୱର : ଭାରତୀୟ ସଂସ୍କୃତିର ’ମାତୃ-ପିତୃ ଭକ୍ତି’ର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ଧଉଳୀ ପକ୍ଷରୁ ’ମାତୃ-ପିତୃ ପୂଜନ’ ଦିବସ ସ୍ଥାନୀୟ ଭୀମପୁର ଆଦର୍ଶ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ଏଥିରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ…
Read More...

ଭାଲେଣ୍ଟାଇନ୍ ଡେ କୁ ବିରୋଧ

ଭୁବନେଶ୍ୱର : ‘ଭାଲେଣ୍ଟାଇନ୍ ଡେ’କୁ ବିରୋଧ କରୁଥିବା ବଜରଙ୍ଗ ଦଳ ରାଜଧାନୀରେ ଗୁରୁବାର ଦିନ ସମାଲୋଚନା କରିବା ସହ ଏକ ର‌୍ୟାଲି ଆୟୋଜନ କରିଛନ୍ତି । ଆଜିର ଏହି ଦିନଟିକୁ ଅଧିକାଂଶ ଯୁବବର୍ଗର ପ୍ରେମୀ ଯୁଗଳ ‘ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସ ଭାବେ ପାଳନ କରୁଛନ୍ତି । ତେବେ ରାଜଧାନୀର…
Read More...

ଆଜି ଭାଲେଣ୍ଟାଇନ୍ ଡେ ! ପ୍ରେମ ପାଇଁ ଦିନଟିଏ

ଭୁବନେଶ୍ବର(ସତ୍ୟଜିତ୍ ରାଉତ୍):ଆଜି ସାରା ବିଶ୍ୱ ପାଳନ କରୁଛି ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସ। ପ୍ରେମ ଆକାଶରେ ଉଡ଼ି ବୁଲୁଛନ୍ତି ପୁଞ୍ଜାପୁଞ୍ଜା ଲଭ୍‌ ବାର୍ଡ୍‌ସ। କିଏ ଉପହାର ଦେଇ ନିଜ ପ୍ରେମକୁ ବ୍ୟକ୍ତ କରୁଛିି ତ ଆଉ କିଏ ପ୍ରେମର ପୂରା ସପ୍ତାହକୁ ମନଭରି ଉପଭୋଗ କରୁଛି। ଜୀବନରେ ପ୍ରେମ…
Read More...

ସ୍ତ୍ରୀ ର ପରପ୍ରୀତି ହତ୍ୟା କଲା ସ୍ବାମୀ

ଭୁବନେଶ୍ବର : ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଅନ୍ୟ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ମୃତ ମହିଳାଙ୍କ ନାମ ଲକ୍ଷ୍ମୀପ୍ରିୟା ସାହୁ ଏବଂ ଅନ୍ୟ ଜଣେ ମୃତକଙ୍କ ନାମ ପ୍ରଦୀପ କୁମାର ଦେ ବୋଲି ଜଣାପଡିଛି ।…
Read More...

ଦିଲ୍ଲୀ : କରୋଲବାଗର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୧୭ ମୃତ :୨ ଗୁରୁତର

ଦିଲ୍ଲୀ : ଦିଲ୍ଲୀର କରୋଲବାଗସ୍ଥିତ ହୋଟେଲ ଅର୍ପିତ ପ୍ୟାଲେସରେ ଅଗ୍ନିକାଣ୍ଡ । ୧୭ ଜଣ ମୃତ, ୨ ଗୁରୁତର । ୩୪ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସୂଚନା ଅନୁଯାୟୀ, ଆଜି ଭୋର ୪ଟା ସମୟରେ ଦିଲ୍ଲୀ କରୋଲବାଗରେ ଥିବା ହୋଟେଲ ଅର୍ପିତା ପ୍ୟାଲେସର ଉପର ମହଲାରେ ନିଆଁ ଲାଗିଯାଇଥିଲା । ନିଆଁ…
Read More...

ଆଜିଠୁ ଖଣ୍ଡଗିରି କୁମ୍ଭମେଳା : ଆଧ୍ୟାତ୍ମିକତା ଓ ଆଧୁନିକତାର ମହାମିଳନ

ଖଣ୍ଡଗିରି:ପବିତ୍ର ମାଘ ସପ୍ତମୀ ଅବସରରେ ଖଣ୍ଡଗିରିରେ ଆରମ୍ଭ ହେଉଛି ମହାପ୍ରସିଦ୍ଧ କୁମ୍ଭମେଳା। ତେଣୁ ତପ ସାଧନ ପାଇଁ ସୋମବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଲେଣି ସାଧୁସନ୍ଥମାନେ। ସେମାନେ ନିଜ ନିଜ ଅସ୍ଥାୟୀ ମଠରେ ହୋମ ଯଜ୍ଞ କରିବା ପାଇଁ ସଜବାଜ ହୋଇ…
Read More...

ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମୀ ଯୁଗଳ ଧରାପଡ଼ିଲେ ବିଛୁଆତି ବୋଳିବ କଳିଙ୍ଗ ସେନା

ଭୁବନେଶ୍ବର : ଭାଲେଣ୍ଟାଇନ ଡେରେ ଯୁବକ ଯୁବତୀଙ୍କୁ ଅଶ୍ଲୀଳ ଅବସ୍ଥାରେ ଦେଖିଲେ ସେମାନଙ୍କ ଦେହରେ ବିଛୁଆତି ଲଗାଇଦିଆଯିବ । କଳିଙ୍ଗ ସେନା ପକ୍ଷରୁ ଏହିପରି କଡା ଚେତାବନୀ ଦିଆଯାଇଛି ।ହାତରେ ବିଛୁଆତି ଧରି ପ୍ରେମ ଦିବସକୁ ହେବ ବିରୋଧ । ପ୍ରେମ ଦିବସରେ ଏକାଠି ହେଉଥିବା ପ୍ରେମୀଯୁଗଳଙ୍କ ଦେହରେ…
Read More...

କମିଶନରେଟ୍ ପୋଲିସ ପକ୍ଷରୁ ଆପୋଷ ଯୋଜନା ଉଦଘାଟିତ

ଭୁବନେଶ୍ବର: ଆପୋଷ ର ଶୁଭ ଉଦଘାଟନ ଉତ୍ସବ କମିଶନରେଟ୍ କାର୍ଯାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଗୃହ ବିଭାଗର ଅତିରିକ୍ତ ମୂଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅସିତ୍ ତ୍ରିପାଠୀ ପୋଲିସ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ସୁସମ୍ପର୍କ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୩୮ଟି ଆହାର କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ରାଜ୍ୟବ୍ୟାପୀ ସୁଲଭ ଭୋଜନ ନିମନ୍ତେ ସହରମାନଙ୍କରେ ୩୮ଟି ନୂତନ ଆହାର କେନ୍ଦ୍ର ଉଦଘାଟନ କରିଛନ୍ତି । ଏହାକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକମାନଙ୍କୁ ଏକ ସ୍ୱଚ୍ଛ ତଥା…
Read More...

ଅବକାରୀ ବିଭାଗ ଧରିଲା ୧୦ ଲକ୍ଷର ଧଳା ଜହର

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ଅଞ୍ଚଳରୁ ଅବକାରୀ ବିଭାଗ ସୋମବାର ଦିନ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି ।ଏହି ଘଟଣାରେ ସମ୍ପୃକ୍ତିକୁ ନେଇ ଅବକାରୀ ବିଭାଗ କ୍ଷୀରୋଦ ସାହୁ ନାମକ ଜଣେ ନିଶା ବେପାରୀକୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା…
Read More...