Breaking

୧୦୮ ଆମ୍ବୁଲାନ୍ସକୁ ପିଟିଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ

କେନ୍ଦୁଝର : ନୟାକୋଟ ଥାନା ଅନ୍ତର୍ଗତ କୁମୁଣ୍ଡି ନିକଟରେ ଏକ ୧୦୮ ଆମ୍ବୁଲାନ୍ସକୁ ପିଟିଲା ଟ୍ରକ। ଖୁବ ଦ୍ରୁତ ଗତିରେ ଟ୍ରକଟି ଆସୁଥିବା ଦେଖି ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ରାସ୍ତାକଡରେ ଗାଡିଟିକୁ ଛିଡାକରି ଦେଇଥିଲେ। ଏହାସତ୍ତ୍ବେ ମଧ୍ୟ ଟ୍ରକ ଡ୍ରାଇଭର ଗାଡିଟିକୁ ଆଣି ପିଟି ଦେଇଥିଲା। ଫଳରେ…
Read More...

କରୁଣାନିଧିଙ୍କ ଶେଷ କୃତ୍ୟ ସଂପନ୍ନ ! ମେରିନା ବିଚ୍‌ରେ ଦିଆଗଲା ସମାଧି

ଚେନ୍ନାଇ: ଦ୍ରାବିଡ଼ କିମ୍ବଦନ୍ତୀ ପୁରୁଷ ତଥା ତାମିଲ୍‌ ରାଜନୀତିର ଭୀଷ୍ମ ପିତାମହ ଏମ. କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଚେନ୍ନାଇର ମେରିନା ବିଚ୍‌ରେ ସମାଧୀ ଦିଆଯାଇଛି କରୁଣାନିଧିଙ୍କୁ। ମାଟିର ମଣିଷ ମାଟି କୋଳରେ ନେଇଛନ୍ତି ଶେଷ ବିଶ୍ରାମ।…
Read More...

ସ୍ୱାଧୀନତା ଦିବସ ଉପଲକ୍ଷେ ଆମାଜନ୍‌ ଇଣ୍ଡିଆ ଘୋଷଣା କଲା ‘ଆମାଜନ୍‌ ଫ୍ରିଡମ୍‌ ସେଲ୍‌’

ନୂଆଦିଲ୍ଲୀ : ଇ-କମର୍ସ କମ୍ପାନି ଆମାଜନ୍‌ ଇଣ୍ଡିଆ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ଆମାଜନ ଫ୍ରିଡମ୍‌ ସେଲ୍‌’ ଯୋଜନା ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଅନେକ ସାମଗ୍ରୀ ଯୋଗାଇ ଦିଆଯିବ। ଏହି ଯୋଜନା ୨୦୧୮ ଅଗଷ୍ଟ ୯ ତାରିଖ ରାତି ୧୨ଟାରୁ…
Read More...

ପିଏନ୍‌ବି ଶାଖାର ନୂତନ ପରିସର ଉଦ୍‌ଘାଟିତ

ଭୁବନେଶ୍ୱର:ଭୁବନେଶ୍ୱର ପିଏନ୍‌ବି ଆର୍‌ପିଆର୍‌ସି ଶାଖାର ନୂତନ ପରିସର ଉଦ୍‌ଘାଟିତ ହୋଇଯାଇଛି। ବ୍ୟାଙ୍କର କୋଲକାତା ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଏଲ୍‌ କେ ମାଲ୍‌ହୋତ ଓ ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ଗଣପତ ଲାଲ୍‌ଙ୍କ ଉପସ୍ଥିତିରେ ଏହି ପରିସରକୁ ଉଦ୍‌ଘାଟନ କରାଯାଇଛି। ଏହି ଅବସରରେ ଆର୍‌ପିଆର୍‌ସି…
Read More...

ପରଲୋକରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ୍.କରୁଣାନିଧି, ତାମିଲନାଡୁରେ ଶୋକର ଛାୟା

ଚେନ୍ନାଇ: ଦକ୍ଷିଣ ଭାରତୀୟ ରାଜନୀତିର ଭୀଷ୍ମ ପିତାମହ ଯଥା ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କର ୯୪ ବର୍ଷ ବୟସରେ ମଙ୍ଗଳବାର ବିୟୋଗ ଘଟିଛି। ଚେନ୍ନାଇର କାବେରୀ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଦେଶର ଜଣେ ବର୍ଷିୟାନ୍‌ ରାଜନେତା ଏମ୍‌.କରୁଣାନିଧି ମାତ୍ର…
Read More...

ପୁଲିସ୍ ନାକ ତଳେ ଏମିତି ଚାଲିଥିଲା ସେକ୍ସ ରାକେଟ୍…ବାହାରୁ ଆସୁଥିଲେ ସୁନ୍ଦରୀ ତରୁଣୀ

ଗୁଣପୁର: ଭୁବନେଶ୍ୱରରେ କମିଶନରେଟ୍‌ ପୁଲିସ୍‌ର ନିଦ ହଜାଇ ଦେଇଥିବା ସୁନୀଲ ଭଳି ଗୁଣପୁରରେ ଧରାପଡ଼ିଛି ଆଉ ଏକ ଦେହ ଦଲାଲ ସୁନୀଲ ରେଡ୍ଡୀ। ରାୟଗଡ଼ା ଜିଲ୍ଲା ଗୁଣପୁର ଶେଖର ନଗରର ଏକ ଭଡ଼ା ଘରୁ ପୁଲିସ୍‌ ଏକ ସେକ୍ସ ରାକେଟ୍‌ ଠାବ କରିଛି। ଗତକାଲି ସନ୍ଧ୍ୟାରେ ଏହି ଭଡ଼ା ଘର ଉପରେ ପୁଲିସ୍‌ ଚଢ଼ଉ…
Read More...

ଆଗାମୀ ୨୪ଘଣ୍ଟା ମଧ୍ୟରେ ୯ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ହେତୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଙ୍ଗଳବାର ପୂର୍ବାନୁମାନ କରିଛି। ତେବେ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ…
Read More...

ବୁଦ୍ଧ ମନ୍ଦିରରେ ମୁଣ୍ଡନ ହେଲେ ଗୁମ୍ଫାରୁ ଉଦ୍ଧାର ୧୧ ଫୁଟ୍‌ବଲ୍‌ ଖେଳାଳି

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରୁ ଉଦ୍ଧାର ହୋଇ ପୁନର୍ଜୀବନ ପାଇଥିବା ୧୨ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ୧୧ ଜଣ ବୁଦ୍ଧ ମନ୍ଦିରରେ ମୁଣ୍ଡନ ହୋଇଛନ୍ତି। ସେମାନଙ୍କ କୋଚ୍ ମଧ୍ୟ ମୁଣ୍ଡନ ହୋଇଛନ୍ତି । ଅନ୍ୟ ଜଣେ ଖେଳାଳି ଖ୍ରୀଷ୍ଟ ଧର୍ମର ହୋଇଥିବାରୁ ତାଙ୍କର ମୁଣ୍ଡନ କରାଯାଇନାହିଁ। ଏଥି…
Read More...

କିଛି କହିବାର ଯଦି ଅଛି ମୋତେ କୁହନ୍ତୁ, ଦେଶର ସେନାକୁ ନୁହେଁ: ମୋଦି

ନୂଆଦିଲ୍ଲୀ: ଯଦି କିଛି କହିବାର ଅଛି ମୋତେ କୁହନ୍ତି, ଦେଶର ସେନାକୁ ନୁହେଁ। ସର୍ଜିକାଲ ଷ୍ଟ୍ରାଇକକୁ ମିଛ କହୁଥିବା ଲୋକଙ୍କୁ ଦେଶ ସହଜରେ ଛାଡ଼ିବ ନାହିଁ। ଲୋକସଭାରେ ଶୁକ୍ରବାର ବିରୋଧୀ ଦଳ ଓ ତେଲୁଗୁ ଦେଶମ୍‌ ପାର୍ଟି ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ମୋଦି ଏହି ଜବାବ…
Read More...

ଡିସ୍‌ଚାର୍ଜ ହେବେନି ଜଗା ! କାଳିଅା ଜଗା ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି, କାଳିଅା ଠିକ୍ ହୋଇନି

ଭୁବନେଶ୍ୱର : ଏବେ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେବେନି ଜଗା, କାଳିଅା। ଅାଜି ଦିଲ୍ଲୀରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ୫ ଜଣିଅା ବିଶେଷଜ୍ଞଙ୍କ ଟିମ୍ ଜଗା, କାଳିଅାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ…
Read More...