Breaking News
Browsing Category

ଦେଶ ବିଦେଶ

ଚିରନିଦ୍ରାରେ ୮୦ ଓ ୯୦ ଦଶନ୍ଧିର କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍

ମୁମ୍ବାଇ: ଭାରତୀୟ ସଂଗୀତ ଦୁନିଆ ମଙ୍ଗଳବାର ଦକ୍ଷ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ଙ୍କୁ ହରାଇଛି। ୬୪ ବର୍ଷିଅ ଏହି ବଲିଉଡ୍‌ ଗାୟକ ଜଣକ ମୁମ୍ବାଇଠାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଅଜିଜ ସୋମବାର ରାତିରେ କୋଲକାତାରେ ଥିଲେ, ମଙ୍ଗଳବାର ସେ ମୁମ୍ବାଇ ପହଞ୍ଚିଥିଲେ। ମାତ୍ର ଅପରାହ୍ନ…
Read More...

ବିଜେପିରେ ଯୋଗ ଦେଲେ ପୂର୍ବତନ ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର/ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ପୂର୍ବତନ ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଆଜି ସେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା,…
Read More...

ବସ-ସ୍କୁଲ ଭ୍ୟାନ ଧକ୍କା : ୬ ସ୍କୁଲ ପିଲାଙ୍କ ସମେତ ୭ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ : ଏକ ସ୍କୁଲ ଭ୍ୟାନକୁ ଯାତ୍ରୀବାହୀ ବାସ ଧକ୍କା ଦେବା ଫଳରେ ୬ ଜଣ ସ୍କୁଲ ପିଲାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି | ଏହି ଦୁର୍ଘଟଣା ମଧ୍ୟପ୍ରଦେଶରେ ଘଟିଛି | ଆଜି ସକାଳେ ଏକ ସ୍କୁଲ ଭ୍ୟାନ ସ୍କୁଲ ପିଲାଙ୍କୁ ନେଇ ସ୍କୁଲକୁ ଯାଉଥିଲା | ଏତିକିବେଳେ…
Read More...

ଭାରତୀୟ ବୋହୁ ବେଶରେ ମଥାରେ ସିନ୍ଦୁର, ମଙ୍ଗଳ ସୂତ୍ରରେ ସଜେଇ ହୋଇ ଭାରତ ଫେରିଲେ ଦୀପିକା

ମୁମ୍ବାଇ: ବିବାହ ସାରି ଆଜି ସକାଳେ ଦୀପବୀର ମୁମ୍ବାଇରେ ପହଁଞ୍ଚିଛନ୍ତି । ଉଭୟଙ୍କୁ ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଦୁହେଁ ସକାଳ ୮ଟାରେ ବିମାନରୁ ଓହ୍ଲାଇବାର ଥିଲା । କିନ୍ତୁ ଫ୍ୟାନ୍‌ମାନେ ଏହି ନବ ବିବାହିତ ସେଲିବ୍ରିଟି ଦମ୍ପତିଙ୍କୁ ଦେଖିବାକୁ ଉତ୍ସାହୀ ହୋଇ…
Read More...

ମହିଳାଙ୍କ ପେଟରୁ ବାହାରିଲା ଦେଢକିଲୋ ଓଜନର ଲୁହାକଣ୍ଟା, ମଙ୍ଗଳସୂତ୍ର ଓ ଚୁଡି

ଅହମ୍ମଦାବାଦ:ମହିଳାଙ୍କ ପେଟରୁ ବାହରିଲା ଦେଢକିଲୋ ଓଜନର ଲୁହାକଣ୍ଟା, ମଙ୍ଗଳସୂତ୍ର ମୁଦି, ଚୁଡି, ନଟ୍-ବୋଲ୍ଟ, ସେଫ୍ଟିପିନ୍, ହେୟାର ପିନ୍, ବ୍ରେସ୍ଲେଟ୍ ଏବଂ ଚେନ୍ । ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲରେ । ଅପରେସନ୍ ପରେ ଡାକ୍ତରମାନେ ମହିଳାଙ୍କ…
Read More...

ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବାଜିରାଓ-ମସ୍ତାନି

ମୁମ୍ବାଇ: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବି-ଟାଉନର ଚର୍ଚ୍ଚିତ ପ୍ରେମୀ ଯୁଗଳ ରଣବୀର ସିଂ ଓ ଦୀପିକା ପାଦୁକୋନ୍। ଟ୍ରାଡିସିନାଲ୍‌ ବିୟୁଟି ଦୀପିକା ପାଦୁକୋନଙ୍କ ହାତ ଧରିବେ ରଣବୀର ସିଂ ।ଏଥିପାଇଁ ଇଟାଲୀର ପ୍ରସିଦ୍ଧ କୋମୋ ହ୍ରଦରେ ଥିବା ଡେଲ୍‌ ବାଲବିଆନେଲୋ ରିସୋର୍ଟ ଚଳଚଞ୍ଚଳ ହୋଇଉଠିଛି।…
Read More...

ଫ୍ଲିପକାର୍ଟ ର ସିଇଓ ପଦରୁ ଇସ୍ତଫା ଦେଲେ ବିନ୍ନି ବଂଶଲ

ବାଙ୍ଗାଲୁରୁ : ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ସହପ୍ରତିଷ୍ଠାତା ତଥା ଗ୍ରୁପ ସିଇଓ ବିନ୍ନି ବନସଲ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ ସ୍ତରରେ ଦୁର୍ବ୍ୟବହାର ପାଇଁ ସେ ଇସ୍ତଫା ଦେଇଥିବା କୁହାଯାଉଛି ।ବିନ୍ନିଙ୍କ ଉପରେ ଲାଗିଥିବା ଦୁର୍ବ୍ୟବହାର ଅଭିଯୋଗର ଯାହାର ଯାଞ୍ଚ ଜାରି…
Read More...

ବିମୁଦ୍ରିକରଣକୁ ପୂରିଲା ଦୁଇବର୍ଷ

ନୂଆଦିଲ୍ଲୀ: ଆଜିକୁ ପ୍ରାୟ ଦୁଇବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୬ ନଭେମ୍ବର ୮ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କଲେ। ମୋଦି ବିମୁଦ୍ରାକରଣ ଘୋଷଣା କରି ଦୁର୍ନୀତି ବିରୋଧରେ ଏହା ଏକ ଲଢେଇ ବୋଲି କହିଥିଲେ। ଏହାପରେ ସ୍ତବ୍ଧ ହୋଇପଡିଲା ସାରା ଦେଶ। ୫ ଶହ ଓ ୧୦୦୦…
Read More...

ଦିପାବଳୀ ବୋନସ ନ ମିଳିବରୁ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଧାରଣା

ମୁମ୍ବାଇ : ଆଜି ସକାଳେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଦ୍ବାରା କରାଯାଇଥିବା ଅନ୍ଦୋଳନ ହେତୁ ଅନେକ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଛି। ଏଣୁ ଗୁରୁବାର ଅର୍ଥାତ ଆଜି ମୁମ୍ବାଇରୁ ଅନେକ ବିମାନ ବିଳମ୍ବରେ ଛାଡ଼ୁଥିବା ଜଣାପଡ଼ିଛି। କାରଣ ନିକଟରେ ଦୀପାବଳି ଉତ୍ସବ ଯାଇଥିବା ବେଳେ ଏୟାର…
Read More...