Breaking

ରେଭେନ୍ସାରେ ରୁଦ୍ର-୯୧ର ଦ୍ବିତୀୟ ବନ୍ଧୁମିଳନ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୯୯୧ ମସିହା ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ସଂଘ ରୁଦ୍ର-୯୧ (Ravenshawvian PG 91 Urge Driven Relationship Advancement- RUDRA 91) ଆନୁକୂଲ୍ୟରେ ରବିବାର ଦ୍ବିତୀୟ ବନ୍ଧୁ ମିଳନ ରେଭେନ୍ସ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ସମ୍ମିଳନୀ କକ୍ଷରେ…
Read More...

ଭିଏସ୍ଏସ୍ ନଗର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ

ଭୂବନେଶ୍ବର- ଭି.ଏସ୍‌.ଏସ୍‌. ନଗର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ୨୩ତମ ବାର୍ଷିକ ଉତ୍ସବ ଏବଂ ୨୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଇଛି। ଏହି ଉତ୍ସବରେ ମଞ୍ଚର ପ୍ରାୟ ପ୍ରତ୍ୟେକ ସଭ୍ୟା/ସଭ୍ୟ ଉପସ୍ଥିତ ଥିଲେ । ମଞ୍ଚର ସଭାପତି ଶ୍ରଯୁକ୍ତ କୃପାସିନ୍ଧୁ ସାହୁ ସଭାକାର୍ଯ୍ୟ…
Read More...

୨୯ରେ ମୁକ୍ତି ଲାଭ କରିବ ଚଳଚିତ୍ର “ସପନଟିଏ-ଏ ଡ଼୍ରିମ୍‌”

ଭୁବନେଶ୍ୱର : ଇଚ୍ଛାରାମ ଫାଉଣ୍ଡେସନ ପ୍ରଯୋଜିତ ଦିବ୍ୟାଙ୍ଗମାନଙ୍କ ଉପରେ ଆଧାରିତ ଓଡ଼ିଆ ଚଳଚିତ୍ର ସପନଟିଏ-ଏ ଡ୍ରିମ୍ ଆସନ୍ତା ନଭେମ୍ବର ୨୯ ତାରିଖରେ ଓଡିଶାର ସମସ୍ତ ମଲ୍ଟିପ୍ଳେକ୍ସ ସିନେମା ହଲ୍‌ରେ ମୁକ୍ତିଲାଭ କରିବ । ଆଇନଜୀବି ମିଲନ ଦାଶଙ୍କ ପ୍ରଯୋଜନା ଓ ନର୍ଦ୍ଦେଶନାରେ ନିର୍ମିତ ଏହି…
Read More...

ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ‘ଖୁସିୟୋଁ କା ତ୍ୟୋହାର ‘ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ୱର : ପାର୍ବଣ ଅବସରରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ,ସଲଫେଜ୍, ଇଥସ୍ ଓ୍ବାଚେସ୍, ଓଣ୍ଡରେଲା ଓ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ମିଳିତ ସହଯୋଗରେ ମଲ୍ ପରିସରରେ ଆରମ୍ଭ ହୋଇଥିବା ‘ଖୁସିୟୋଁ କା ତ୍ୟୋହାର’ ଶେଷ ହୋଇଛି । ‘ଖୁସିୟୋଁ କା…
Read More...

ବିଦେଶରେ ଡ଼ାକ୍ତରୀ ଶିକ୍ଷା ନିମନ୍ତେ ବାଟ ଦେଖାଉଛି ଏଡ଼ୁନମ୍‌

ଭୁବନେଶ୍ୱର: ଏଡ଼ୁନମ୍‌– ଗାଇଡ଼ିଂ କ୍ୟାରିୟର୍ ଏକ ଅନୁଷ୍ଠାନ ଯାହା ଶିକ୍ଷାବିତ୍ ତଥା କ୍ୟାରିୟର ପରାମର୍ଶଦାତା ଶ୍ରୀ ଲମ୍ବୋଦର ରାଉତଙ୍କ ଦ୍ୱାରା ୨୦୦୭ ରେ ପ୍ରତିଷ୍ଠିତ ହୋଇଥିଲା । ଏହା ଏକ ପ୍ରାଥମିକ ଶିକ୍ଷା ପରାମର୍ଶଦାତା ସଂଗଠନ ଯାହାକି ଛାତ୍ରଛାତ୍ରୀମାନଙ୍କର ବଜେଟ୍ ଏବଂ ଆଶା ଅନୁଯାୟୀ…
Read More...