Breaking News
Browsing Category

ବାଣିଜ୍ୟ

ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ୍‌

ଭୁବନେଶ୍ୱର:ମିଶନ ଶକ୍ତି ସଦସ୍ୟାଙ୍କୁ ସ୍ମାର୍ଟ ଫୋନ ଦେବେ ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟରେ ଥିବା ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହେବେ । ମେକ୍ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା…
Read More...

ଫ୍ଲିପକାର୍ଟ ର ସିଇଓ ପଦରୁ ଇସ୍ତଫା ଦେଲେ ବିନ୍ନି ବଂଶଲ

ବାଙ୍ଗାଲୁରୁ : ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ସହପ୍ରତିଷ୍ଠାତା ତଥା ଗ୍ରୁପ ସିଇଓ ବିନ୍ନି ବନସଲ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ ସ୍ତରରେ ଦୁର୍ବ୍ୟବହାର ପାଇଁ ସେ ଇସ୍ତଫା ଦେଇଥିବା କୁହାଯାଉଛି ।ବିନ୍ନିଙ୍କ ଉପରେ ଲାଗିଥିବା ଦୁର୍ବ୍ୟବହାର ଅଭିଯୋଗର ଯାହାର ଯାଞ୍ଚ ଜାରି…
Read More...

ଚାକିରୀ ପାଇବାର ନୂଆ ଠିକଣା ଓଡିଶା ଜବ ଅପଡେଟସ୍

ଭୁବନେଶ୍ୱର : ଆମେ ପାଠ ପଢ଼ୁଛେ କଣ ପାଇଁ? ଖଣ୍ଡେ ଚାକିରୀ ପାଇଁ । ଚାକରି କେମିତି ପାଇବା ? ଚାକିରୀ ସମ୍ବନ୍ଧୀୟ ସୂଚନା ପାଇଲେ ତ ଚାକିରି ପାଇଁ ଆବେଦନ କରିପାରିବା । ହେଲେ ଚାକିରୀ ସୂଚନା ପାଇବା କେଉଁଠୁ ? ଏଥିପାଇଁ ଚିନ୍ତା କରନ୍ତୁନି । ଏବେ ଚାକିରୀ ର ସମସ୍ତ ସୂଚନା ' ଓଡିଶା ଜବ ଅପଡେଟସ୍…
Read More...