Breaking

ପେଟ୍ରୋଲ ପିଇ ୫ବର୍ଷର ଶିଶୁର ମୃତ୍ୟୁ

ବ୍ରହ୍ମପୁର: ଶେରଗଡ ଥାନା କାଳିଆଘାଇ ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ପେଟ୍ରୋଲ ପିଇ ୫ବର୍ଷର ଶିଶୁ ମୃତ ହୋଇଛି। ଶିଶୁଟି ଗୁରୁବାର ଦିନ ଘରେ ଖେଳୁଥିବା ସମୟରେ ପେଟ୍ରୋଲ ପିଇ ଦେଇଥିଲା। ଶିଶୁଟି ଭୁଲବଶତଃ ପାଣି ଭାବି ପେଟ୍ରୋଲ ପିଇ ଦେଇଥିଲା। ଶିଶୁଟିକୁ ଗୁରୁତର ଅବସ୍ଥାରେ…
Read More...

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ : ମା’ ସମଲେଶ୍ୱରୀଙ୍କ ପାଖରେ ଲାଗିହେଲା ନବାନ୍ନ

ସମ୍ବଲପୁର:ଆଜି ପଶ୍ଚିମ ଓଡିଶାର କୃଷିଭିତକ ପର୍ବ ନୂଆଁଖାଇ । ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ପୂରା ପଶ୍ଚିମ ଓଡ଼ିଶା । ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ । ନୂଆ ବସ୍ତ୍ର ପରିଧାନ କରି ମା ନୂଆଁ ଖାଇଛନ୍ତି । ନୂଆ ଧାନରୁ ପ୍ରସ୍ତୁତ ହୋଇଥିବା ନବାନ୍ନ ସକାଳ ୮ଟା…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୪ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା…

ମେଷ: ସମସ୍ତଙ୍କର ଆସ୍ଥା ଭାଜନ ହେବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ବିବାଦରେ ବିଜୟୀ ହେବେ। ସରକାରୀ ଲାଭ ମିଳିବ। ବୃଷ: ମନ ପ୍ରପଫୁଲ୍ଲିତ ହେବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଭାଗ୍ୟବାନ…
Read More...

ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନି

ଭୁବନେଶ୍ୱର: ଏକ ଶୋ ରୁମ ଉଦଘାଟନ କରିବା ପାଇଁ ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନି । ଦିନ ୧ଟାରେ ଏକ ବିମାନ ଯୋଗେ ପହଂଚିବା ପରେ ତାଙ୍କୁ ଏକ ତାରକା ହୋଟେଲ କୁ ନିଅ ଯିବ । ସେଠାରେ ବିଶ୍ରାମ ନେବା ପରେ ଅପରାହ୍ନ ୫ଟାରେ ରସୁଲଗଡ ରେ ଏକ ଶପିଂ ମଲ ରେ ଥିବା ଶୋ…
Read More...

ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଲେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ । ଜଷ୍ଟିସ୍‌ ଗୋଗୋଇଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଚଳିତ ବର୍ଷ ଅକ୍ଟୋବର ୩ରେ ଦେଶର ୪୬ ତମ ମୁଖ୍ୟ ବିଚାରପତି ରୂପେ ଶପଥ ନେବେ। ଅକ୍ଟୋବର ୨ରେ ମୁଖ୍ୟ…
Read More...

ଆସନ୍ତାକାଲି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

ବଲାଙ୍ଗୀର:ଆସନ୍ତାକାଲି ପଶ୍ଚିମ ଓଡିଶାର ବଡପର୍ବ । କି ଧନୀ କି ଗରିବ ସମସ୍ତେ ପାଳିବେ ନୂଆଁଖାଇ । ଇଷ୍ଟଦେବୀ ସମଲେଶ୍ୱରୀଙ୍କ ପାଖରେ ନୂଆଁ ଧାନରୁ ପ୍ରସ୍ତୁତ ନବାନ୍ନ ଅର୍ପଣ କରିବା ପରେ ନୂଆଁଖାଇବେ ବଲାଙ୍ଗୀରବାସୀ । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଲଗ୍ନ ଧାର୍ଯ୍ୟ…
Read More...

ବାଘର ଲାଂଜ ହେବା ଅପେକ୍ଷା ବିରାଡ଼ିର ମୁଣ୍ଡ ହେବା ଭଲ । ଏଭଳି କାହିଁକି କୁହନ୍ତି ଛନ୍ଦିତା?

ଭୁବନେଶ୍ୱର : ଟିଭିର ବେଶ ଜଣାଶୁଣା ଚେହେରା ହେଉଛନ୍ତି ଅଭିନେତ୍ରୀ ଛନ୍ଦିତା । ନିଜର ନିଖୁଣ ଅଭିନୟ ମାଧ୍ୟମରେ ସେ ଓଡ଼ିଶାର ପ୍ରତି ଘରେ ଘରେ ପରିଚିତ । ବିଶେଷ କରି ନିଜର ନେଗେଟିଭ ରୋଲ ପାଇଁ ସେ ଖୁବ ପ୍ରସିଦ୍ଧତା ଅର୍ଜନ କରିଛନ୍ତି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କର ସେ…
Read More...

କ୍ଷୀର ବିକିବେ ବାବା ରାମଦେବ : କମ୍ ଦରରେ ଶୁଦ୍ଧ ସାମଗ୍ରୀ ଦେବ ପତଞ୍ଜଳି

ନୂଆଦିଲ୍ଲୀ : ପ୍ରଥମେ ଆର୍ୟୁବେଦୀୟ ସାମଗ୍ରୀ, ତା’ପରେ ଖାଦ୍ୟ ଓ ତେଜରାତି ଏବଂ ଏବେ ଦୁଗ୍ଧଜାତୀୟ ସାମଗ୍ରୀ କାରବାରରେ ପ୍ରବେଶ କରିଛି ପତଞ୍ଜଳି ଗ୍ରୁପ । ବଜାରରେ ଏବେ ପତଞ୍ଜଳିର ଦୁଧ, ଦହି, ପନିର ଓ ଘୋଳଦହି ଉପଲ୍ବଧ ହେବ ବୋଲି ଜଣାପଡ଼ିଛି ।ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ରାଜସ୍ଥାନ, ହରିୟାଣା…
Read More...

ଦାମଙ୍କ ମନ୍ତବ୍ୟ ନିଷ୍ପଳ ଓ ହାସ୍ୟାସ୍ପଦ: ନବୀନ

ଭୁନନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱର ଫେରି ଆସିଛନ୍ତି । ଫେରି ଆସିବା ପରେ ଡାକ୍ତର ଦାମଦୋର ରାଉତଙ୍କ ବହିଷ୍କାର ସମ୍ପର୍କରେ ପ୍ରତିକ୍ରୀୟା ରଖିଛନ୍ତି । ସେ କହିଛନ୍ତି ଡାକ୍ତର ରାଉତ ସବୁବେଳେ ଦଳ ବିରୋଧୀ କାର୍ଯ୍ୟ କରିବା ଓ ମତ ଦେବାରୁ…
Read More...

ଆଜି ଗଣେଶ ଚତୁର୍ଥୀ : ଗାଁଠୁ ସହର ଉତ୍ସବ ମୁଖର

ଭୁବନେଶ୍ୱର: ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ଗଣେଙ୍କ ପୂଜାର୍ଚ୍ଚନା ଲାଗି ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର। ଗଜାନନଙ୍କ ପୂଜାର୍ଚ୍ଚନା ଲାଗି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ ଚଳଚଞ୍ଚଳ ହୋଇ ପଡିଛି।ବିଦ୍ୟାଦାତାଙ୍କ ପୂଜାର୍ଚ୍ଚନା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ…
Read More...