Breaking

କେଉଁ ସମୟରେ ପ୍ରେମୀଯୁଗଳ ହୁଅନ୍ତି ନିବିଡ଼

ପରିବେଶ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ। ଫଳରେ ମନୁଷ୍ୟଠାରେ ଋତୁ ଅନୁସାରେ ବିଭିନ୍ନ ପ୍ରବୃତ୍ତି ଜାଗ୍ରତ ହୋଇଥାଏ। ଅନ୍ୟ ସମୟ ତୁଳନାରେ ଥଣ୍ଡା ବେଳେ ପ୍ରେମୀଯୁଗଳଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥାଏ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା…
Read More...

ରାଜଧାନୀରେ ଜଳିଗଲା କୋଚିଂ ସେଣ୍ଟର

ଭୁବନେଶ୍ବର:ଆଚାର୍ଯ୍ୟ ବିହାରରେ ଥିବା ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ଓ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୨୮ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ସମୟ ଅଶୁଭ ଥିବାରୁ ଦେଖି ଚାହିଁ କାର୍ଯ୍ୟ…

ମେଷ: ସବୁ ସହିବାକୁ ପଡ଼ିବ। ମନରେ ପ୍ରସନ୍ନତା ଭାବ ସୃଷ୍ଟି ହେବ। ଶାସ୍ତ୍ରାଭାଷୀ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଧନଶାଳୀ ହେବେ। ଯଶସ୍ୱୀ ହେବେ। ବିଦ୍ୟାର୍ଥୀ ପାରଙ୍ଗମ ହେବେ। ବୃଷ: ସମୟ ଅଶୁଭ ଥିବାରୁ ଦେଖି ଚାହିଁ କାର୍ଯ୍ୟ କରିବେ। ମନରେ ନିରାଶା…
Read More...

‘ମୁଁ ହିରୋ…ମୁଁ ଓଡ଼ିଶା’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ :ଆଜି ‘ମୁଁ ହିରୋ..ମୁଁ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି ଓଡ଼ିଶା ମାଟି ବୀର ମାଟି । ଏ ମାଟିର ସନ୍ତାନ ଓଡ଼ିଶା ପାଇଁ ସଂଗ୍ରାମ କରିଛନ୍ତି । ସମାଜ ପ୍ରତି ଏମାନଙ୍କର ବିଶେଷ ଅବଦାନ ରହିଛି । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ…
Read More...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କିନ୍ନର ମୀରା ପରିଡା ! ମୀରା ଆଣିଲେ ହତ୍ୟା ଉଦ୍ୟମ ଅଭିଯୋଗ

ଭୁବନେଶ୍ୱର:ଆଜି ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି କିନ୍ନର ମୀରା ପରିଡା ।ମୀରାଙ୍କ ଅଭିଯୋଗ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ସଫା କରିଦେବା ପାଇଁ ଏମିତି ଉଦେଶ୍ୟମୂଳକ ଯୋଜନା ରଚିଥିବା ସେ ପ୍ରକାଶ କରିଛନ୍ତି । ଥାନାରେ ଅଭିଯୋଗ କଲା ପରେ ପୋଲିସ ତଦନ୍ତ…
Read More...

ମୃତ ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟ କ’ଣ ହୁଏ ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ନିଶ୍ୱାସକୁ ଆମେ କେବେ ବିଶ୍ୱାସ କରିପାରିବା ନାହିଁ । କେତେବେଳେ କାହା ସହ କେମିତି ଘଟଣା ଦୂର୍ଘଟଣା ଘଟିବ ତାହା କିଏ ଜାଣେ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ଯେଉଁ ଲୋକମାନେ ଅକସ୍ମାତ ମୃତ୍ୟୁବରଣ କରନ୍ତି ସେମାନଙ୍କ ଫେସବୁକ୍ ଆକାଉଣ୍ଟର ହୁଏ କ’ଣ? ଯଦି ଜାଣିନାହାନ୍ତି ତେବେ ଏହି…
Read More...

ଦୂତିଙ୍କ ପାଇଁ ଦେଢ଼ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଗତକାଲି ରୌପ୍ୟ ପଦକ ହାସଲ କରିଥିବା ଧାବିକା ଦୂତି ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଦେଢ଼ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ସୋମବାର ଏହି ଘୋଷଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…
Read More...

ଭୁଲରେ ମଧ୍ୟ କିନ୍ନର ମାନଙ୍କୁ ଏ ସବୁ ଜିନିଷ ଦାନ କରନ୍ତୁ ନାହିଁ ! ନ ହେଲେ ହୋଇଯିବେ କାଙ୍ଗାଳ

ଆପଣ ମାନେଜାଣିଥିବେ କିନ୍ନର ମାନଙ୍କୁ ଦାନ କଲେ ସେମାନେ ଅମର ମଙ୍ଗଳ କାମନା କରିଥାନ୍ତି ଯାହାକୁ ଆମକୁ ଲାଭ ଦାୟକ ହୁଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଏପରି କିଛି ଜିନିଷ ଅଛି ଯାହାକୁ କିନ୍ନରମାନଙ୍କୁ ଦାନ କଲେ ଆପଣ କାଙ୍ଗାଳ ହେଇପାରନ୍ତି ,ତେବେ ଆମେ ଅପାଙ୍କ ଆଜି…
Read More...

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜ୍ଞାନବିଜ୍ଞାନ ମେଳା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜ୍ଞାନ ବିଜ୍ଞାନ ମେଳା ପରିଚାଳନା ସମିତି ସଭାପତି ବିଜୟ କୁମାର ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ପ୍ରଫେସର ବିଭୂତି ଭୂଷଣ ପଣ୍ଡା…
Read More...

ଆଜିଠୁ ରାଜ୍ୟରେ ଗଡ଼ିବ ‘ମୁଁ ହିରୋ’ ରଥ

ଭୁବନେଶ୍ବର : ମୁଁ ହିରୋ । ବିଜୁ ଯୁବ ବାହିନୀ ପରେ ଏକ ଉପ ଯୋଜନା ।‘ବିଜୁ ଯୁବ ବାହିନୀ’ ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ହିରୋ’ ହେବି ଅଭିଯାନର ଶୁଭାରମ୍ଭ ଅବସରରେ ‘ମୁଁ ହିରୋ ରଥ’ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଜିଲ୍ଲାସ୍ତରରେ ବିଜୁ ଯୁବ ବାହିନୀ, ମୁଁ ହିରୋ ପାଇଁ ୧୦…
Read More...