Breaking

ଦାମଙ୍କ ମନ୍ତବ୍ୟ ନିଷ୍ପଳ ଓ ହାସ୍ୟାସ୍ପଦ: ନବୀନ

0

ଭୁନନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱର ଫେରି ଆସିଛନ୍ତି । ଫେରି ଆସିବା ପରେ ଡାକ୍ତର ଦାମଦୋର ରାଉତଙ୍କ ବହିଷ୍କାର ସମ୍ପର୍କରେ ପ୍ରତିକ୍ରୀୟା ରଖିଛନ୍ତି । ସେ କହିଛନ୍ତି ଡାକ୍ତର ରାଉତ ସବୁବେଳେ ଦଳ ବିରୋଧୀ କାର୍ଯ୍ୟ କରିବା ଓ ମତ ଦେବାରୁ ତାଙ୍କୁ ବହିଷ୍କାର କରାଗଲା । ତାଙ୍କ ଅଭିଯୋଗ ସବୁବେଳେ ନିଷ୍ପଳ ଓ ହାସ୍ୟାସ୍ପଦ । ଯାହା ମତ ଦେଉଛନ୍ତି ତାହା ତାଙ୍କର ବ୍ୟକ୍ତିଗତ । ଯଦି ନୂଆ ଦଳ ଗଠନ କରନ୍ତି ମୁଁ ଭାବୁଛି ତାହାର କିଛି ପ୍ରଭାବ ପଡ଼ିବନାହିଁ ବୋଲି ନବୀନ କହିଛନ୍ତି ।

loading...

Leave A Reply

Your email address will not be published.