ସ୍ୱାଧୀନତା ଦିବସ ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ପରେଡ଼୍ ପ୍ରସ୍ତୁତି ! ପିଏମ୍ଜିରେ ନଜର ରଖିବ ୫୦ଟି ସିସିଟିଭି
ଭୁବନେଶ୍ୱର: ଆଉ ତିନି ଦିନର ବ୍ୟବଧାନ ପରେ ପାଳିତ ହେବ ୭୨ ତମ ସ୍ୱାଧୀନତା ଦିବସ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଫୁଲ୍ ଡ୍ରେସରେ ମହାତ୍ମାଗାନ୍ଧି ରୋଡ଼ରେ ଦଳ ଗୁଡିକ ଅଭ୍ୟାସ କରିଛନ୍ତି । ସ୍ୱାଧୀନତା ଦିବସ ପାଇଁ…
Read More...
Read More...