Breaking

ପେଟ୍ରୋଲ ପିଇ ୫ବର୍ଷର ଶିଶୁର ମୃତ୍ୟୁ

0

ବ୍ରହ୍ମପୁର: ଶେରଗଡ ଥାନା କାଳିଆଘାଇ ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ପେଟ୍ରୋଲ ପିଇ ୫ବର୍ଷର ଶିଶୁ ମୃତ ହୋଇଛି। ଶିଶୁଟି ଗୁରୁବାର ଦିନ ଘରେ ଖେଳୁଥିବା ସମୟରେ ପେଟ୍ରୋଲ ପିଇ ଦେଇଥିଲା। ଶିଶୁଟି ଭୁଲବଶତଃ ପାଣି ଭାବି ପେଟ୍ରୋଲ ପିଇ ଦେଇଥିଲା। ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇ ଯାଇଛି।

loading...

Leave A Reply

Your email address will not be published.