Breaking

ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନି

0

ଭୁବନେଶ୍ୱର: ଏକ ଶୋ ରୁମ ଉଦଘାଟନ କରିବା ପାଇଁ ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନି । ଦିନ ୧ଟାରେ ଏକ ବିମାନ ଯୋଗେ ପହଂଚିବା ପରେ ତାଙ୍କୁ ଏକ ତାରକା ହୋଟେଲ କୁ ନିଅ ଯିବ । ସେଠାରେ ବିଶ୍ରାମ ନେବା ପରେ ଅପରାହ୍ନ ୫ଟାରେ ରସୁଲଗଡ ରେ ଏକ ଶପିଂ ମଲ ରେ ଥିବା ଶୋ ରୁମ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।ସେଠାରୁ କାମ ସାରିବା ପୁଣି କାଲି ସନ୍ଧ୍ୟାରେ ମୁମ୍ବାଇ ଫେରିଯିବେ ।

loading...

Leave A Reply

Your email address will not be published.