Breaking

ଦିପାବଳୀ ବୋନସ ନ ମିଳିବରୁ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଧାରଣା

ମୁମ୍ବାଇ : ଆଜି ସକାଳେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଦ୍ବାରା କରାଯାଇଥିବା ଅନ୍ଦୋଳନ ହେତୁ ଅନେକ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଛି। ଏଣୁ ଗୁରୁବାର ଅର୍ଥାତ ଆଜି ମୁମ୍ବାଇରୁ ଅନେକ ବିମାନ ବିଳମ୍ବରେ ଛାଡ଼ୁଥିବା ଜଣାପଡ଼ିଛି। କାରଣ ନିକଟରେ ଦୀପାବଳି ଉତ୍ସବ ଯାଇଥିବା ବେଳେ ଏୟାର…
Read More...

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

ଉତ୍ତରାଖଣ୍ଡ : ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଥର ଭଳି ଚଳିତ ଥର ମଧ୍ୟ ସେନା କ୍ୟାମ୍ପକୁ ଯାଇ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ଉତ୍ତରାଖଣ୍ଡ ହରସୀଲ ଅାଇଟିବିପି କ୍ୟାମ୍ପରେ ମୋଦି ପହଞ୍ଚି ସେନା ଓ ITBPର ଯବାନଙ୍କୁ…
Read More...

ଆଜି ଦୀପାବଳି: ଉତ୍ସବ ମୁଖର ପୁରପଲ୍ଲୀ

ଭୁବନେଶ୍ୱର:ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଚାରି ଆଡ଼େ ଦୀପ, ବାଣ ଓ ମିଠାର ଆସର । ସମଗ୍ର ଭାରତ ଉତ୍ସବମୁଖର । ଏହି ଦିନ ପ୍ରଭୁ ରାମଚନ୍ଦ୍ର ଲଙ୍କା ଜୟ କରିବା ପରେ ଅଯୋଧ୍ୟାକୁ ଫେରିଥିଲେ । ପୁରୁଷୋତ୍ତମଙ୍କ ଆଗମନ ପାଇଁ ଅଯୋଧ୍ୟାବାସୀ ଦୀପଜାଳି ସ୍ୱାଗତ କରିଥିଲେ । ସେଥିପାଇଁ ଏହି…
Read More...

ରାଜଧାନୀରେ ଆରମ୍ଭ ହେଲା ମୋ ବସ୍ ସେବା : ବସ୍‌ ଚଢ଼ି ସଚିବାଳୟକୁ ଆସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ମାର୍ଟସିଟିରେ ଆଜିଠୁ ମୋ ବସ୍‌ ସେବା ଆରମ୍ଭ ହୋଇଛି । ଗଡିବ ୧୦୦ଟି ନୂଆ ସିଟିବସ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦ୍‌ଘାଟନ କରିଛନ୍ତି । ମୋ ବସ୍‌ ଚଳାଚଳ ପାଇଁ ଏହାର ଦାୟିତ୍ୱ ନେଇଥିବା କ୍ୟାପିଟାଲ ରିଜିଅନ ଅର୍ବାନ୍‌ ଟ୍ରାନ୍ସପୋର୍ଟ ବା ସିଆରୟୁଟି ରୁଟ ମ୍ୟାପ…
Read More...

ବିଧାୟକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ଶଗରିଆ

ଭୁବନେଶ୍ୱର: କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ତାଙ୍କ ବିଧାୟକ ପଦବିରୁ ଇସ୍ତଫା ଦେଇଛନ୍ତି। ଭୁବନେଶ୍ୱରଠାରେ ବାଚସ୍ପତି ପ୍ରଦୀମ ଅମାତଙ୍କୁ ଭେଟି ଶ୍ରୀ ଶଗରିଆ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବିଧାନସଭାରେ ପ୍ରଚଳିତ ଅାଇନ ଅନୁସାରେ ସେ ନିଜର ହାତଲେଖା ଇସ୍ତଫା…
Read More...

ଧରାପଡ଼ିଲା ମଣିଷ ଖିଆ ବାଘୁଣୀ ‘ସୁନ୍ଦରୀ’

ଅନୁଗୁଳ:ଦୀର୍ଘ ଦିନର ଛକାପଞ୍ଝା ପରେ ଯନ୍ତାରେ ପଡ଼ିଛି ମଣିଷଖିଆ ବାଘୁଣୀ ସୁନ୍ଦରୀ । କୁମ୍‌କୀ ହାତୀ ଯଶୋଦା ଦ୍ୱାରା ସୁନ୍ଦରୀଙ୍କୁ କାବୁ କରାଯାଇଛି । ସାତକୋଶିଆବାସୀନ୍ଦା ଓ ବନ ବିଭାଗର ନିଦ ହଜାଇ ଦେଇଥିବା ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିବା ନେଇ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ…
Read More...

ଆଜିଠୁ ରାଜଧାନୀରେ ଗଡ଼ିବ ‘ମୋ ବସ୍‌’ : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ହକି ବିଶ୍ୱକପ ପୂର୍ବରୁ ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାର ‘ମୋ ବସ ’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ପୂର୍ବାହ୍ନ ୧୧ ଟାରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିବେ । ନୂତନ…
Read More...

ଓଡ଼ିଶା ହକି ବିଶ୍ୱକପ୍‌ ପାଇଁ କାଲିଠୁ କାଉଣ୍ଟରରେ ମିଳିବ ଟିକେଟ୍‌

ଭୁବନେଶ୍ୱର:ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଅଫଲାଇନ୍ ଟିକେଟ୍ ପ୍ରକ୍ରିୟା ଆସନ୍ତାକାଲି ଠାରୁ ଆରମ୍ଭ ହେବ। ପୂର୍ବାହ୍ଣ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ। ହକିପ୍ରେମୀମାନେ କଳିଙ୍ଗ ଷ୍ଟାଡିୟମର ୯ ନମ୍ବର ଗେଟ୍‌…
Read More...

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଜଣେ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ଜୟ ପରବେଶ । ତାଙ୍କ ଘର ରାଜସ୍ଥାନ ଭରତପୁର ଅଂଚଳରେ । ଜୟ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନ୍ୟୁ ପ୍ଲେଟ୍ ମିଲ୍‌ରେ ଜୁନିଅର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ପୋଲିସ ଘଟଣା…
Read More...