Breaking

ଦିପାବଳୀ ବୋନସ ନ ମିଳିବରୁ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଧାରଣା

0

ମୁମ୍ବାଇ : ଆଜି ସକାଳେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଦ୍ବାରା କରାଯାଇଥିବା ଅନ୍ଦୋଳନ ହେତୁ ଅନେକ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଛି। ଏଣୁ ଗୁରୁବାର ଅର୍ଥାତ ଆଜି ମୁମ୍ବାଇରୁ ଅନେକ ବିମାନ ବିଳମ୍ବରେ ଛାଡ଼ୁଥିବା ଜଣାପଡ଼ିଛି। କାରଣ ନିକଟରେ ଦୀପାବଳି ଉତ୍ସବ ଯାଇଥିବା ବେଳେ ଏୟାର ଇଣ୍ଡିଆରେ କନଟ୍ରାକ୍ଟରେ କାମକରୁଥିବା କର୍ମଚାରୀଙ୍କୁ ବୋନସ ମିଳିନଥିଲା। ଏଣୁ କର୍ମଚାରୀ ଆନ୍ଦୋଳନରେ ଓହ୍ଳାଇଛନ୍ତି। କର୍ମଚାରୀମାନେ ଗତ ରାତିରୁ ଅନ୍ଦୋଳନରେ ଓହ୍ଳାଇଥିବା ବେଳେ ସମସ୍ତ ପ୍ରକାରର ମୁମ୍ବାଇରୁ ଆସୁଥିବା ବିମାନ ଗୁଡ଼ିକ ବିଳମ୍ବ ହୋଇଛି।

loading...

Leave A Reply

Your email address will not be published.