Breaking

ଓଡ଼ିଶା ହକି ବିଶ୍ୱକପ୍‌ ପାଇଁ କାଲିଠୁ କାଉଣ୍ଟରରେ ମିଳିବ ଟିକେଟ୍‌

0

ଭୁବନେଶ୍ୱର:ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଅଫଲାଇନ୍ ଟିକେଟ୍ ପ୍ରକ୍ରିୟା ଆସନ୍ତାକାଲି ଠାରୁ ଆରମ୍ଭ ହେବ। ପୂର୍ବାହ୍ଣ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ। ହକିପ୍ରେମୀମାନେ କଳିଙ୍ଗ ଷ୍ଟାଡିୟମର ୯ ନମ୍ବର ଗେଟ୍‌ କାଉଣ୍ଟରରୁ ଟିକେଟ୍ କାଟିପାରିବେ। ସେହିପରି ଭୁବନେଶ୍ୱରର ୧୮ ଓ କଟକର ୨ଟି ସ୍ଥାନରେ ଟିକେଟ୍ ବିକ୍ରି କରାଯିବା ନେଇ ସୂଚନା ମିଳିଛି।

loading...

Leave A Reply

Your email address will not be published.