Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୨୪ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ କର୍ମଜୀବୀ ମହିଳାଙ୍କ ପାଇଁ ଦିନଟି…

ମେଷ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବା ପାଇଁ ଦିନଟି ଭଲ। କାରବାର ଓ ଆୟରେ ବୃଦ୍ଧି ହେବ। ଛାତ୍ରମାନେ କ୍ୟାରିୟରରେ ବଡ଼ ସଫଳତା ପାଇବେ। ବୃଷ: ଦିନଟି ଫଳପ୍ରଦ। ଆପଣଙ୍କ ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ହେବ। ପରିବାରରେ କୌଣସି…
Read More...

ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନା : ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ:ବହୁ ପ୍ରତୀକ୍ଷିତ ଜନକଲ୍ଯାଣକାରୀ ଯୋଜନା ‘ଆୟୁଷ୍ମାନ ଭାରତ’ ଆଜି ଝାଡଖଣ୍ଡରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଦିନ ୧୧ଟା ୩୦ରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ପ୍ରଭାତ ତାରା ପଡ଼ିଆରେ ଜନ ଆରୋଗ୍ୟ ଯୋଜନା ‘ଆୟୁଷ୍ମାନ ଭାରତ’କୁ ଶୁଭାରମ୍ଭ କରିବେ ।…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୨୩ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ କାର୍ଯ୍ୟରେ ବାଧା ବିଘ୍ନ ଉପୁଜିବାର…

ମେଷ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ଉତ୍ତମ ଭୋଜନ ପାଇ ଆତ୍ମ ତୃପ୍ତି ଲାଭ କରିବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତ ହେବ। ବୃଷ: ଜଟିଳ କାର୍ଯ୍ୟର ନିଷ୍ପତ୍ତି ନେବା ପାଇଁ ମାର୍ଗ ଉନ୍ମୁକ୍ତ…
Read More...

ସିଜ୍‌ ହେଲା ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର

ପୁରୀ:ଚିଲିକାରେ ବେଆଇନ ହେଲିକପ୍ଟର ଉଡ଼ାଣ ଅଭିଯୋଗ ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ କରାଯାଇଛି। ଏହାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମେରାଇନ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାର ତନାଘନା ପରେ ଶନିବାର ଦିନ ଚିଲିକା ଉପରେ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୮ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ…

ମେଷ: ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରି ପାରନ୍ତି। ଈର୍ଷା ପରିତ୍ୟାଗ କରି ସଦ୍ଭାବନା ବଜାୟ ରଖିବାକୁ ପଡ଼ିବ। ବ୍ୟବସାୟ ଲାଭଜନକ ହେବ। ସତର୍କତାର ଦିନଟିଏ। ବୃଷ: ବନ୍ଧୁ ମିଳନ ଶାନ୍ତିପ୍ରଦ ହେବ। ବ୍ୟବସାୟ ଲାଭଜନକ ହେବ। ଜନସେବାରେ ନିଜକୁ…
Read More...

୩୧ ବର୍ଷରେ କୋଳଥିଆ ଗଣେଶ ପୂଜା : ୟୁଥ୍ କ୍ଲବ୍‌ ପକ୍ଷରୁ ୫ ଜଣଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର :ଦୀର୍ଘ ୩୧ ବର୍ଷ ଧରି କୋଳଥିଆ ୟୁଥ୍ କ୍ଲବ୍‌ ତରଫରୁ ଗଣେଶ ପୂଜା ପାଳିତ ହୋଇ ଆସୁଅଛି ।ଏହି କ୍ଲବରେ ୫୦ ଜଣ ମେମ୍ବର ରହୁଥିବା ବେଳେ ସମସ୍ତେ ମିଶି ସବୁ ବର୍ଷ ବହୁ ଆଡ଼ମ୍ବରେ ପାଳନ କରୁଛନ୍ତି । ତାହା ସହ ୪ ଦିନ କାଳ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଶେଷ…
Read More...

ହକି ବିଶ୍ୱକପରେ କଳିଙ୍ଗ ଷ୍ଟାଡିୟମକୁ ଜଗିବ ଡ୍ରୋନ୍‌ କ୍ୟାମେରା

ଭୁବନେଶ୍ବର : ବିଶ୍ୱକପ୍‌ ସମୟରେ ସୁରକ୍ଷା ଲାଗି, ବ୍ୟବହାର ହେବ ଡ୍ରୋନ୍‌ କ୍ୟାମେରା । ଖୁବ୍‌ ଶିଘ୍ର ଏକ ଉନ୍ନତ ଜ୍ଞାନକୌଶ ଥିବା ଡ୍ରୋନ୍‌ କ୍ୟାମେରା କିଣିବ ପୋଲିସ । ସେହିଭଳି କଳିଙ୍ଗ ଷ୍ଟାଡିୟମରେ କାମ କରୁଥିବା କର୍ମଚାରୀମାନଙ୍କ ପରିଚୟ ପତ୍ର ପୋଲିସ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ…
Read More...

ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ସେ କଟକ ସଦର ନିର୍ବାଚନ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୭ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଚାକିରି ତଲାସରେ ଥିବା ବ୍ୟକ୍ତି ଶୁଭ…

ମେଷ: ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ଆପଣଙ୍କ କାମର ପ୍ରଶଂସା ହେବ। ଉଚ୍ଚ କର୍ତ୍ତୃପକ୍ଷ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ। ବୃଷ: ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆପଣଙ୍କ କାମକୁ…
Read More...