Breaking

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

0

ଉତ୍ତରାଖଣ୍ଡ : ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଥର ଭଳି ଚଳିତ ଥର ମଧ୍ୟ ସେନା କ୍ୟାମ୍ପକୁ ଯାଇ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ଉତ୍ତରାଖଣ୍ଡ ହରସୀଲ ଅାଇଟିବିପି କ୍ୟାମ୍ପରେ ମୋଦି ପହଞ୍ଚି ସେନା ଓ ITBPର ଯବାନଙ୍କୁ ମିଠା ଖୁଅାଇ ଥିଲେ ।
ଚୀନ ସୀମାରେ ଥିବା ଏହି ଅଂଚଳ ସମୁଦ୍ର ପତନଠାରୁ ୧୧ହଜାର ଫୁଟ ଉପରେ ଅବସ୍ଥିତ । ମୋଦୀ ହର୍ଷିଲରେ ପହଁଚିବା ପରେ ଯବାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । ସେମାନେ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଯବାନମାନେ ମଧ୍ୟ ମୋଦୀଙ୍କୁ ଦୀପାବଳିର ଶୁଭକାମନା ଜଣାଇଥିଲେ ।

loading...

Leave A Reply

Your email address will not be published.