ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ : ଅକ୍ଟୋବର ୧୧ରେ କଲେଜ ନିର୍ବାଚନ
ଭୁବନେଶ୍ୱର :ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଅକ୍ଟୋବର ୧୧ରେ ହେବ କଲେଜ ନିର୍ବାଚନ । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧ ତାରିଖରେ କଲେଜ ସ୍ତରରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏହାପରେ ୩ ତାରିଖରେ ନାମାଙ୍କନ ଦାଖଲ…
Read More...
Read More...