Breaking

ଅଣ୍ଡା ଆମିଷ ନା ନିରାମିଷ ! ଜାଣନ୍ତୁ ଏହି ତଥ୍ୟରୁ

ଅନେକ ଲୋକ ଅଣ୍ଡାକୁ ମାଂସାହାରୀ ଖାଦ୍ୟ ଭାବେ କହିଥାନ୍ତି । କିନ୍ତୁ ଏମିତି ଅନେକ କାରଣ ଅଛି ଯାହା କି ଏହି କଥାକୁ ସମର୍ଥନ କରିବ ନାହିଁ । ଯଦି ଆମେ ଏହି ପରିଭାଷାରେ ଚାଲିବା ଯେ ,ଯେଉଁ ଲୋକ ମାଂସ ଖାଉଛନ୍ତି , ସେମାନେ ମାଂସାହାରୀ ହୋଇଥାନ୍ତି । ତାହେଲେ ଅଣ୍ଡା ନିଶ୍ଚିତ ରୂପେ ଶାକାହାରୀ ହେବ…
Read More...

ହୋଟେଲରୁ ମିଳିଲା ବେଙ୍ଗଲି ଅଭିନେତ୍ରୀ ପାୟଲଙ୍କ ମୃତ ଦେହ

କୋଲକତା:ବେଙ୍ଗଲୀ ଟିଭି ଓ ଫିଲ୍ମ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ସିଲିଗୁଡିଠାରେ ହେଟେଲ ରୁମରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି ।ମଙ୍ଗଳବାର ଦିନ ଅଭିନେତ୍ରୀ ପାୟଲ ଚର୍ଚ୍ଚ ରୋଡରେ ଏକ ହୋଟେଲ୍‌ ରୁମ୍‌ ବୁକ୍‌ କରିଥିଲେ। ଗତକାଲି ତାଙ୍କୁ ଗ୍ୟାଙ୍ଗଟକ୍‌ ଯିବାର ଥିଲା। କିନ୍ତୁ ସେ ଚେକ୍‌…
Read More...

ପୁଣି ଥରେ ପିତା ହେଲେ ସାହିଦ୍ : ଜାଣନ୍ତୁ ଏଥର ପୁଅ ଆସିଲା ନା ଝିଅ

ନୂଆଦିଲ୍ଲୀ: ପୁଣି ପିତା ହେଲେ ବଲିଉଡ ଅଭିନେତା ସାହିଦ୍ କାପୁର । ବୁଧବାର ବିଳମ୍ବିତ ରାତିରେ ସହିଦଙ୍କ ପତ୍ନୀ ମୀରା ରାଜପୁତ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ସୂଚନା ମିଳିଛି । ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ନବଜାତ ଶିଶୁପୁତ୍ରର ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇନାହିଁ ।ଶାହିଦ ପ୍ରଥମେ ଏକ…
Read More...

ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ୍‌ ସିଲିଣ୍ଡର :ଜିଅନ୍ତା ଜଳିଗଲେ ରୋଗୀ

କେରଳ: ଆମ୍ବୁଲାନ୍‌ସ୍‌ ଭିତରେ ଥିବା ଅକ୍ସିଜେନ୍‌ ଟାଙ୍କି ଫାଟିବାରୁ ଡାକ୍ତରଖାନା ଯାଉଥିବା ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ବୁଧବାର ସନ୍ଧ୍ୟାରେ କେରଳର ଆଲାପୁଜାଃ ଜିଲ୍ଲାରେ ଥିବା ଚମ୍ପାକୁଲମ୍‌ ହସ୍ପିଟାଲର ଠିକ୍‌ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ରୋଗୀ ଜଣଙ୍କୁ ଗୁରୁତର ଅବସ୍ଥାରେ…
Read More...

ଲଗାଣ ବର୍ଷା ପାଇଁ କଟକରେ ସବୁ ସ୍କୁଲ ଓ କଲେଜ ଛୁଟି

କଟକ: ଲଗାଣ ବର୍ଷାରେ ଉବୁଟୁବୁ ସିଲଭର ସିଟି କଟକ । ଅନେକ ଅଞ୍ଚଳ ଏବେ ପାଣି ଘେରରେ । ବିଶେଷକରି ସହରର ତଳି ଅଞ୍ଚଳରେ ପାଣି ଜମି ରହିଛି । ଗତକାଲି ରାତିରୁ ମୂଷଳ ଧାରାରେ ବର୍ଷା ଲାଗି ରହିଛି । ତେଣୁ ପିଲାଙ୍କ ସୁରକ୍ଷାକୁ ଦେଖି ତଥା ଆହୁରି ବର୍ଷା ହେବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୬ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ…

ମେଷ: ପରିସ୍ଥିତି ପ୍ରତି ଉଦାସୀନ ରହିପାରନ୍ତି। ପରୋପକାରୀ ହେବେ। ଭାଗ୍ୟଶାଳୀ ହେବେ। ଦିନଟିକୁ ଭୋଗ ବିଳାସରେ ଅତିବାହିତ କରିବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ। ଧର୍ମାତ୍ମା ଓ ବିଦ୍ୱାନ୍‍ ହେବେ। ସାହସୀ ଓ ସମ୍ପତ୍ତିବାନ ହେବେ। ବୃଷ: ଅର୍ଥ ଯୋଗାଡ଼ କରିବାରେ ବ୍ୟତିବ୍ୟସ୍ତ ହୋଇପାରନ୍ତି।…
Read More...

ୱିସ୍ ଅନୁଷ୍ଠାନ ପକ୍ଷରୁ ଗୁରୁ ଦିବସ ପାଳିତ

ଭୁବନେଶ୍ୱର:ଶିକ୍ଷାଦାତ୍ତା ଗୁରୁଙ୍କ ପାଇଁ ଆଜିର ଦିନଟି ବହୁ ଗୁରୁତ୍ୱପୂର୍ଣ୍ଣ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ପ୍ରଥମ ଉପ-ରଷ୍ଟ୍ରପତି ଓ ବିଶିଷ୍ଟ ଶିକ୍ଷାବିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିକୁ ସେପ୍ଟେମ୍ବର ୫ ତାରିଖକୁ ସର୍ବଭାରତୀୟ ସ୍ତରରେ ‘ଗୁରୁଦିବସ ’ ଭାବରେ ପାଳନ…
Read More...

ଦିଲୀପ କୁମାର ଅସୁସ୍ଥ : ହସ୍ପିଟାଲରେ ହେଲେ ଭର୍ତ୍ତି

ମୁମ୍ବାଇ : ପ୍ରସିଦ୍ଧ ଅଭିନେତା ଦିଲୀପ କୁମାରଙ୍କର ହଠାତ୍‌ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ଲୀଳାବତୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତାଙ୍କ ଛାତିରେ ଇନ୍‌ଫେକ୍‌ସନ୍‌ ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରଥମେ ଏହି ଖବର ଅଭିନେତା…
Read More...

ଫାଶୀ ଦେବା ପୂର୍ବରୁ ଅପରାଧୀର କାନରେ କ’ଣ କହିଥାଏ ଜଲ୍ଲାଦ?

ଅପରାଧୀକୁ ଫାଶୀ ଦିଆଯାଇଥାଏ ତା ପୂର୍ବରୁ ଅପରାଧୀର କାନରେ ଜଲ୍ଲାଦ୍‌ ବା ଫାଶୀ ଦେଉଥିବା ବ୍ୟକ୍ତି କିଛି କହିଥାଏ। ଏହାପରେ ଅପରାଧୀକୁ ତା’ର ଅପରାଧର ଦଣ୍ଡ ଫାଶୀ ରୂପରେ ଦିଆଯାଇଥାଏ। କିନ୍ତୁ ଏହି ପ୍ରଶ୍ନ ଆପଣଙ୍କ ମନରେ ଉଠିବା ସ୍ୱାଭାବିକ କି ଏପରି କେଉଁ କଥା ଜଲ୍ଲାଦ୍‌ ଅପରାଧୀର କାନରେ…
Read More...

ଗୁରୁ ଦିବସକୁ କଳା ଦିବସ ଭାବେ ପାଳିଲେ ଶିକ୍ଷକ ଓ ଅଧ୍ୟାପକ

ଭୁବନେଶ୍ୱର:ଆଜି ଗୁରୁଦିବସକୁ କଳାଦିବସ ଭାବେ ପାଳୁଛନ୍ତି ଆନ୍ଦୋଳନରତ ଶିକ୍ଷକ । ଦାବି ପୂରଣ ପାଇଁ ରାଜରାସ୍ତାରେ ବସିଛନ୍ତି ଶିକ୍ଷକ ଅଧ୍ୟାପକ । ସରକାର ପ୍ରତିଶ୍ରୁତି ଦେଇ ପୂରଣ କରୁ ନ ଥବାରୁ ଶିକ୍ଷକ ମାନେ ତାଙ୍କ ଦାବି ପୂରଣ ପାଇଁ ଲଢେଇ ଜାରି ରଖିଛନ୍ତି । ଦାବି ପୂରଣ ନେଇ ରାଜ୍ୟ ସରକାର…
Read More...