Breaking

ପ୍ରତିଦିନ ଏକ କପ୍ ପିଆଜର ଚା’ ପିଅନ୍ତୁ ! ୬ଟି ରୋଗ ଜମା ପାଖ ମାଡିବନି !

ପିଆଜ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଭଲ ବୋଲି କୁହାଯାଏ । ଆପଣ ଖାଇବାରେ ସାଲାଡ୍ ଭାବରେ ଖାଆନ୍ତୁ ବା ଏହାକୁ ପରିବାରେ ମସଲାରେ ସିିଝାଇ ଖାଆନ୍ତୁ ଏହା ସବୁ ପ୍ରକାରେ ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଟେ । ପିଆଜ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା , କୋଲେଷ୍ଟ୍ରାଲ୍ , ଏନିମିଆ ବା…
Read More...

ଆକାଶମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତିତଲି ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆକାଶ ମାର୍ଗରୁ ଗଜପତି, ଗଞ୍ଜାମ ଓ ରାୟଗଡା ୩ଟି ଜିଲ୍ଳାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଯାଇ ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାର ବିଭିନ୍ନ…
Read More...

ଦାବି ମାନିଲେ ସରକାର : ଆନ୍ଦୋଳନରୁ ଓହରିଲା ଶିକ୍ଷକ ମିଳିତ ମଂଚ

ଭୁବନେଶ୍ବର: ଅଧ୍ୟାପକ-ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ ସ୍ଥଗିତ । ସରକାରଙ୍କ ସହ ଆଲୋଚନା ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ହୋଇଛି । ମଳିତ ମଞ୍ଚର ୧୩ ଜଣିଆ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ନଭେମ୍ବର ୩୦ ପର୍ଯ୍ଯନ୍ତ ଆନ୍ଦୋଳନ ସାମୟିକ ସ୍ଥଗିତ କରାଯାଇଛି ।…
Read More...

ରାତିରେ ଲିଫ୍ଟ ମାଗୁଛି, ପିନ୍ଧିଛି ଧଳା ଶାଢ଼ି

ରାସ୍ତା କଡ଼ରେ ସେ ସବୁଦିନ ଲିଫ୍ଟ ମାଗେ। ଦେହରେ ଧଳା ଶାଢ଼ି, ଆଉ ହାତ ଇଶାରାରେ ସାଥିରେ ନେଇ ଯିବାକୁ ଅନୁରୋଧ କରେ। ଏମିତି ସ୍ଥିତି ଅନେକେ ଅଙ୍ଗେ ନିଭାଇଥିବେ। ହେଲେ ସେ ଝିଅଟି କିଏ ଜାଣନ୍ତି କି? ଝିଅଟିକୁ କେହି କେହିକେହି ଅଶିରିରୀ କୁହନ୍ତି। କ’ଣ ଆପଣ ଏହି କଥା ବିଶ୍ୱାସ କରନ୍ତି। ଭୂତ…
Read More...

ଟେଲିଭିଜନ୍‌ ଉପସ୍ଥାପିକାରୁ ଅଭିନେତ୍ରୀ : ଜାଣନ୍ତୁ ଛୋଟ ପରଦାର କୁଇନ ଓରଫ କୁକିଙ୍କ ସମ୍ପର୍କରେ

ଭୁବନେଶ୍ୱର(ସତ୍ୟଜିତ ରାଉତ): ଏକ ବୈଦ୍ୟୁତିକ ଗଣମାଧ୍ୟମର ଉପସ୍ଥାପିକାରୁ ଅଭିନେତ୍ରୀ। ଆଲବମରୁ ଆରମ୍ଭ ହୋଇଥିଲା ଏହି ଅଭିନେତ୍ରୀଙ୍କ ଯାତ୍ରା । ଏହାପରେ ଧାଡିକୁ ଧାଡି ଲାଗିଥିଲା ଆଲବମର ଲାଇନ । ଶେଷରେ ସେ ‘ଖୁବ ଗଡବଡ’ସିରିଅଲ ସାହାଯ୍ୟରେ ପାଇଥିଲେ ଏକ ପରିଚୟ । ଏହି ସିରିଅଲରେ ହସାଉଥିବା…
Read More...

ଓଡ଼ିଶା ଏକ୍ସଲେନ୍ସି ଆଓ୍ଵାର୍ଡ ପାଇବେ ପ୍ରେମ୍‌ ଆନନ୍ଦ

ଭୁବନେଶ୍ୱର :ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କୁ ମିଳିବ ଚଳିତ ବର୍ଷର ମର୍ଯ୍ୟାଦାଜନକ ଓଡିଶା ଏକ୍ସଲେନ୍ସି ଆଓ୍ଵାର୍ଡ-୨୦୧୮ । ଓଡ଼ିଆ ମିଡ଼ିଆ ଦ୍ୱାରା ଆସନ୍ତା ୧୫ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଏହି ସମ୍ମାନ ପ୍ରଦାନ ଉତ୍ସବ…
Read More...

ଏବେ ଘରେ ବସି ହୋମ ଡେଲିଭରି ଦ୍ୱାରା ପାଇ ପାରିବେ ମନ ପସନ୍ଦର ମଦ

ମହାରାଷ୍ଟ୍ର : ଏଣିକି ମଦ କିଣିବା ପାଇଁ ଯିବାକୁ ପଡିବନି ମାର୍କେଟ୍ । ଆପଣଙ୍କ ଘରେ ପହଂଚିଯିବ ଯିବ ମଦ । ଜାତୀୟ ଓ ଅନ୍ତର୍ଜାତୀୟ ଇ-କମର୍ସ ୱେବ୍‌ସାଇଟ୍‌ ଜରିଆରେ ହୋମ୍‌ ଡେଲିଭରି କରାଯିବ ମଦ । ଏଭଳି ନୂଆ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି ମହାରାଷ୍ଟ୍ର ସରକାର ।ରାଜସ୍ୱ ରାଜ୍ୟମନ୍ତ୍ରୀ…
Read More...

ମା’ ଆସୁଛନ୍ତି ! ଜୋରସୋରରେ ଚାଲିଛି ନିର୍ମାଣ କାମ

ଭୁବନେଶ୍ୱର : ଆସୁଛନ୍ତି ମା’ । ଶାଦୀୟ ଦୂର୍ଗାପୁଜା ସବୁଠି ଉତ୍ସବର ପରିବେଶ । ଶକ୍ତିପୀଠରେ ଆରମ୍ଭ ହୋଇଯାଇଛି ମା’ଙ୍କ ଷୋଡଷ ଉପଚାର ପୂଜା । ଏଣେ ମଣ୍ଡପରେ ଦୁର୍ଗତିନାସିନୀଙ୍କ ପୂଜା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଲାଣି । ତାରକସୀ କାମ ପାଇଁ ପ୍ରସିଦ୍ଧ କଟକ ସହରରେ…
Read More...

ବିବାହ ଦିନରେ ବର୍ଷା ହେଲେ ଭଲ ! ଜାଣନ୍ତୁ କାହିଁକି ?

ବିବାହ ଦିନରେ ବର୍ଷା ହେଲେ ଲୋକେ ଚିନ୍ତିତ ହୋଇପଡ଼ନ୍ତି । ସବୁ ଅସୁବିଧା ହୋଇଗଲା ବୋଲି ଭାବିଥାନ୍ତି । କିନ୍ତୁ ବର୍ଷା ହେଲେ ଭଲ । ଏହା ଗରମ ପରିବେଶକୁ ଥଣ୍ଡା କରିଥାଏ । ପ୍ରଦୂଷଣକୁ ବି କମ୍ କରିଥାଏ । କିନ୍ତୁ ଏହି ବର୍ଷା, ଯେତେବେଳେ କିଛି ଜରୁରୀ କାମ କରିବା ପାଇଁ ବାହାରୁଥିବ ସେତେବେଳେ…
Read More...