Breaking

ଆସୁଛି ସରଫରୋସର ସିକ୍ବେଲ : ସିନେମାରେ ଆମୀରଙ୍କ ସ୍ଥାନ ନେବେ ଏହି ଅଭିନେତା

୧୯୯୯ ମସିହାରେ ରିଲିଜ ହୋଇଥିବା ସୁପରହିଟ ଫିଲ୍ମ ସରଫରୋସର ସିକ୍ବେଲ ହେବାକୁ ଯାଉଛି। ସରଫରୋସ୍ ଫିଲ୍ମରେ ଦେଖିବାକୁ ମିଳିଥିଲା ବଲିଉଡ଼ର ମିଷ୍ଟର ଫରଫେକ୍ଟନିଷ୍ଟ ଆମୀର ଖାନଙ୍କର ଦମଦାର ଅଭିନୟ। ଏବେ ଏହାର ସିକ୍ବେଲ ନିର୍ମାଣ ପାଇଁ ଚିନ୍ତା କରାଯାଉଛି। ଏହା ବିଷୟରେ ଟ୍ବିଇଟ୍ ଜରିଆରେ ସୂଚନା…
Read More...

ଖୁବ୍ ଶୀଘ୍ର ପରଦାକୁ ଆସିବ ସାନିଆ ମିର୍ଜାଙ୍କ ବାୟୋପିକ୍

ମୁମ୍ବାଇ : ବାୟୋପିକ୍ ତାଲିକାରେ ଏବେ ସାମିଲ ହେବାକୁ ଯାଉଛନ୍ତି ସାନିଆ ମିର୍ଜା। ଆଜ୍ଞା ହଁ ,ବଲିଉଡରେ ଖୁବ ଶୀଘ୍ର ନଜର ଆସିବେ ଟେନିସ ପ୍ଲେୟାର ସାନିଆ ମିର୍ଜା। ଫିଲ୍ମ ନିର୍ମାତା ରୋନି ସ୍କ୍ରେଓ୍ଵାଲା ସାନିଆଙ୍କ ବାୟୋପିକ ନିର୍ମାଣ କରୁଥିବା ନେଇ ବିଟାଉନରେ ଚର୍ଚ୍ଚା ଜୋର ଧରିଛି। ନିକଟରେ…
Read More...

କଟକର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଅରବିନ୍ଦ ଅଗ୍ରୱାଲ

କଟକ : ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅରବିନ୍ଦ ଅଗ୍ରୱାଲ । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚିବା ପରେ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ପୂର୍ବତନ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ରଙ୍କ ଠାରୁ ଅରବିନ୍ଦ ଅଗ୍ରୱାଲ ଦାୟିତ୍ୱ ନେଇଛନ୍ତି । ଏହାପରେ ସେ କହିଛନ୍ତି…
Read More...

ଖାଲି ସ୍ବାଦରେ ନୁହେଁ ଶରୀର ପାଇଁ ମଧ୍ୟ ବହୁ ଲାଭଦାୟକ ରସଗୋଲା

ସ୍ବାଦିଷ୍ଟ ମିଠା ଅନେକ ପ୍ରକାରର ରହିଥିଲେ ମଧ୍ୟ ରସଗୋଲା ସବୁଠାରୁ ଭିନ୍ନ। ସାଧାରଣତଃ ରସଗୋଲା ସମସ୍ତଙ୍କୁ ବହୁତ ପସନ୍ଦ ରହିଥାଏ। କିନ୍ତୁ ମିଠା ନାଁ ଶୁଣିବା ମାତ୍ରେ ଶରୀର ପ୍ରତି ସଜାଗ ବ୍ୟକ୍ତି ଏହା ଖାଇବାକୁ ପସନ୍ଦ କରିନଥାନ୍ତି। ଆଜି ଆମେ ରସଗୋଲା ପ୍ରେମୀଙ୍କ ପାଇଁ ଆଣିଛୁ ଖୁସି ଖବର।…
Read More...

ସକାଳୁ ଉଠି କରନ୍ତୁ ଏହି କାମ , ମସ୍ତିଷ୍କ ହୋଇଯିବ କମ୍ପୁଟରରୁ ଅଧିକ ତୀବ୍ର

ମସ୍ତିଷ୍କ ଆମ ଶରୀରର ଏପରି ଏକ ଅଙ୍ଗ ଯାହା ସବୁବେଳେ କାମ କରିଥାଏ। ଏହା ଆମର ସଂପୂର୍ଣ୍ଣ ଶରୀରକୁ ନିୟନ୍ତ୍ରିତ କରିବା ସହ ଦିନର ସମସ୍ତ କଥାକୁ ମନେ ରଖିଥାଏ। କିନ୍ତୁ କିଛି କାରଣ ବଶତଃ ହଠାତ୍ ଆମେ କଥା ଭୁଲିବାରେ ଲାଗୁ ଏବଂ ମସ୍ତିଷ୍କ କମ୍ କାମ କରିବା ଆରମ୍ଭ ହୋଇଥାଏ। ଏହା ଦ୍ବାରା ଦୈନନ୍ଦିନ…
Read More...

ଗାଙ୍ଗୁଲିଙ୍କ ଫେକ୍‌ ଇନଷ୍ଟାଗ୍ରାମ : ଫଲୋ ନକରିବାକୁ ପରାମର୍ଶ ଦେଲେ ଦାଦା

କୋଲକାତା : ଏଜବାଷ୍ଟନ୍‌ ଟେଷ୍ଟରେ ଇଂଲଣ୍ଡ ଠାରୁ ଭାରତ ୩୧ ରନ୍‌ରେ ହାରିବା ପରେ ଅନେକ ସମାଲୋଚନାର ସାମନା କରିଛି ଟିମ୍‌ ଇଣ୍ଡିଆ ଓ ଅଧିନାୟକ ବିରାଟ କୋହଲି । ଏମିତିକି ଖବର ଆସିଲା ଦଳରେ ବାରମ୍ବାର ଖେଳାଳି ଓ ବ୍ୟାଟିଂ ଅର୍ଡର ପରିବର୍ତ୍ତନ ନକରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ଅଧିନାୟକ…
Read More...

ମାହି କହିଲେ ୨୦୧୯ ବିଶ୍ୱକପ୍‌ ପରେ ଅବସର କଥା ଭାବିବି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇ ସାରିଛନ୍ତି । ହେଲେ ଦିନିକିଆ ଆନ୍ତର୍ଜାତିକ ଓ ଟି-ଟ୍ବେଣ୍ଟିରୁ କେବେ ଅବସର ନେବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ସବୁ କଳ୍ପନା ଜଳ୍ପନାକୁ ଖଣ୍ଡନ କରି ଧୋନି…
Read More...

୧୦୮ ଆମ୍ବୁଲାନ୍ସକୁ ପିଟିଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ

କେନ୍ଦୁଝର : ନୟାକୋଟ ଥାନା ଅନ୍ତର୍ଗତ କୁମୁଣ୍ଡି ନିକଟରେ ଏକ ୧୦୮ ଆମ୍ବୁଲାନ୍ସକୁ ପିଟିଲା ଟ୍ରକ। ଖୁବ ଦ୍ରୁତ ଗତିରେ ଟ୍ରକଟି ଆସୁଥିବା ଦେଖି ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ରାସ୍ତାକଡରେ ଗାଡିଟିକୁ ଛିଡାକରି ଦେଇଥିଲେ। ଏହାସତ୍ତ୍ବେ ମଧ୍ୟ ଟ୍ରକ ଡ୍ରାଇଭର ଗାଡିଟିକୁ ଆଣି ପିଟି ଦେଇଥିଲା। ଫଳରେ…
Read More...

କରୁଣାନିଧିଙ୍କ ଶେଷ କୃତ୍ୟ ସଂପନ୍ନ ! ମେରିନା ବିଚ୍‌ରେ ଦିଆଗଲା ସମାଧି

ଚେନ୍ନାଇ: ଦ୍ରାବିଡ଼ କିମ୍ବଦନ୍ତୀ ପୁରୁଷ ତଥା ତାମିଲ୍‌ ରାଜନୀତିର ଭୀଷ୍ମ ପିତାମହ ଏମ. କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଚେନ୍ନାଇର ମେରିନା ବିଚ୍‌ରେ ସମାଧୀ ଦିଆଯାଇଛି କରୁଣାନିଧିଙ୍କୁ। ମାଟିର ମଣିଷ ମାଟି କୋଳରେ ନେଇଛନ୍ତି ଶେଷ ବିଶ୍ରାମ।…
Read More...

ସ୍ୱାଧୀନତା ଦିବସ ଉପଲକ୍ଷେ ଆମାଜନ୍‌ ଇଣ୍ଡିଆ ଘୋଷଣା କଲା ‘ଆମାଜନ୍‌ ଫ୍ରିଡମ୍‌ ସେଲ୍‌’

ନୂଆଦିଲ୍ଲୀ : ଇ-କମର୍ସ କମ୍ପାନି ଆମାଜନ୍‌ ଇଣ୍ଡିଆ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ଆମାଜନ ଫ୍ରିଡମ୍‌ ସେଲ୍‌’ ଯୋଜନା ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଅନେକ ସାମଗ୍ରୀ ଯୋଗାଇ ଦିଆଯିବ। ଏହି ଯୋଜନା ୨୦୧୮ ଅଗଷ୍ଟ ୯ ତାରିଖ ରାତି ୧୨ଟାରୁ…
Read More...