Breaking

ତିତ୍‌ଲି ବନ୍ୟାରେ ବ୍ୟାଙ୍କରେ ପଶିଲା ପାଣି : ବନ୍ୟା ଛାଡିବା ପରେ ଛାତରେ ଶୁଖାଗଲା ଲକ୍ଷାଧିକ ଟଙ୍କା

ଗଞ୍ଜାମ:ଛାତ ଉପରେ ଲକ୍ଷ ଲକ୍ଷ ଟଙ୍କା। ଖରାରେ ଶୁଖୁଛି ଗଞ୍ଜାମ ଜିଲ୍ଲା ଆସିକା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଓଦା ହୋଇଯାଇଥିବା ଟଙ୍କା। ତିତ୍‌ଲି ପ୍ରଭାବରେ ବ୍ୟାଙ୍କର କରେନ୍‌ସି ଚେଷ୍ଟରେ ପାଣି ପଶିଯାଇଥିଲା। ଦୁଇ ଦିନ ଧରି ବ୍ୟାଙ୍କରେ ଜମି ରହିଥିଲା ୮ଫୁଟର ପାଣି। ପାଗ ଭଲ ହେବା ପରେ…
Read More...

ମହାଷ୍ଟମୀରେ ଶେଷଯାତ୍ରା : ବୋଲେରୋକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୧୦ ଜଣଙ୍କ ଜୀବନ

ନୂଆପଡା:ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୂଆପଡାର ସିଲଦା ନିକଟରେ ଏକ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୬ ଜଣ ପୁରୁଷ ରହିଛନ୍ତି ।ସେହିଭଳି ଆଉ ଏକ ପରିବାରର ଦୁଇ ଜଣ ଭାଇ ଓ…
Read More...

ଆଜି ମା’ଦୁର୍ଗାଙ୍କ ମହାଷ୍ଟମୀ ପୂଜା

ଭୁବନେଶ୍ୱର: ଆଜି ମା’ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ମଣ୍ଡପ ଗୁଡ଼ିକରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ଗତକାଲି ମା’ଙ୍କ ଚକ୍ଷୁଦାନ ପର୍ବ ଅନୁଷ୍ଠିତ ହୋଇଥିଲା। ପୂଜାର୍ଚ୍ଚନା ସାଙ୍ଗକୁ ଚକ୍ଷୁଦାନ ପରେ ବହୁ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଜଗତଜନନୀ ମା’ ଦୁର୍ଗାଙ୍କ…
Read More...

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମ୍ କୁମାର’ ଓ ‘ଶ୍ରୀମାନ ସୁରଦାସ’

ଭୁବନେଶ୍ୱର :ପବିତ୍ର ଦଶହରା ଅବସରରେ ଆଜି ତରଙ୍ଗ ସିନେ ପ୍ରଡ଼କସନ୍ସ ବ୍ୟାନରରେ ନିର୍ମିତ ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହେଉଛି । ଏ ଦୁଇଟି ସିନେମା ହେଲା ଶ୍ରୀମାନ୍ ସୁରଦାସ ଏବଂ ‘ପ୍ରେମ କୁମାର୍’ । ଫିଲ୍ମ ‘ପ୍ରେମ୍ କୁମାର’ ରଜ ଅବସରରେ ଆସିବାକୁ ଥିବା ବେଳେ ଫିଲ୍ମ ‘ଶ୍ରୀମାନ ସୁରଦାସ’ ୧୪…
Read More...

ସରଗରମ୍‌ ପୂଜା ପରିବେଶ : ବିଭିନ୍ନ ସ୍ଥାନରେ ଜମୁଛି ଦାଣ୍ଡିଆ ନାଚର ଧୁମ୍

ଭୁବନେଶ୍ୱର: ଜଗତ ଜନନୀ ମା’ ଦୁର୍ଗାଙ୍କ ଆଜି ମହାସପ୍ତମୀ । ଆଗକୁ ଦଶହରା। ରାଜଧାନୀ ଭୁବନେଶ୍ୱରରେ ଜମି ଆସିଲାଣି ପୂଜା ପରିବେଶ। ପୂଜା ପରିବେଶକୁ ଆହୁରି ରଙ୍ଗିନ କରିବାକୁ ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଛି ନବରାତ୍ରିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଗୁଜୁରାଟର ପାରମ୍ପରିକ ଦାଣ୍ଡିଆ ନୃତ୍ୟକୁ…
Read More...

ଲୋନ ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ କହିଲେ ମ୍ୟାନେଜର : ନିର୍ଧୁମ ଛେଚିଲେ ମହିଳା

ବେଙ୍ଗାଲୁରୁ :ବ୍ୟାଙ୍କ ଋଣ ପାଇଁ ଯୌନ ସମ୍ପର୍କ ରକ୍ଷା କରିବାକୁ ଦାବି କରିଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଛନ୍ତି ଜଣେ ମହିଳା। ଘଟଣାଟି ଘଟିଛି ଦକ୍ଷିଣ କର୍ଣ୍ଣାଟକର ଦାଭାବାନଗେର ସହରରେ।ସୋସିଅାଲ ମିଡିଅାରେ ଭିଡିଓ ଅପଲୋଡ ହେବା ପରେ ମହିଳାଙ୍କ…
Read More...

ଖୁବ ଶୀଘ୍ର ଶୀମନ୍ଦିରରେ ଲାଗିବ ମହାପ୍ରସାଦ ଦର ତାଲିକା

ପୁରୀ : ଶ୍ରୀମନ୍ଦିରରେ ମହାପ୍ରସାଦ ମୂଲ୍ୟ ନିର୍ଦ୍ଧାରଣ ନେଇ ବୈଠକ । ମୁଖ୍ୟ ପ୍ରଶାସକ, ସୁଅାର ଓ ମହାସୁଅାର ନିଯୋଗକୁ ନେଇ ବୈଠକ ହୋଇଛି। କୋଠଭୋଗ ସାମଗ୍ରୀ ଓ ସେ ସମ୍ପର୍କିତ ଖର୍ଚ୍ଚ ନେଇ ଅାଲୋଚନା ଚାଲିଛି। ଖୁବ୍‌ ଶୀଘ୍ର ମହାପ୍ରସାଦ ଦର ତାଲିକା ପ୍ରକାଶ କରିବାକୁ ନିଷ୍ପତ୍ତି…
Read More...

‘ଆହ୍ଲାବାଦ୍‌’ର ନାମ ବଦଳି ହେଲା ‘ପ୍ରୟାଗରାଜ୍‌’

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରସିଦ୍ଧ ସହର ଆହ୍ଲାବାଦର ନାଁକୁ ଆଜି ବିଧିବଦ୍ଧ ଭାବେ ପରିବର୍ତ୍ତନ କରାଯାଇଛି। ଆଜିଠାରୁ ଆହ୍ଲାବାଦ ସହରର ନାଁ ପ୍ରୟାଗରାଜ ହୋଇଛି। ଏନେଇ ଆସିଥିବା ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି।…
Read More...

ତିତ୍‌ଲି ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୨୬ଜଣଙ୍କ ମୃତ୍ୟୁ ହୋଇଛି : ଏସଆରସି

ଭୁବନେଶ୍ୱର: ବାତ୍ୟା ତିତ୍‌ଲିର ପ୍ରଭାବରେ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ଏଯାବତ୍‌ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲାରେ ସର୍ବାଧିକ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲାର ବାରଘରର ୧୫ଜଣ, ଲାବଣ୍ୟଗଡ଼ରେ ୨ଜଣ ଓ ଅନଗାରେ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ…
Read More...