ଆଜି କେମିତି କଟିବ ଆପଣଙ୍କ ଦିନ :୧୧ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଚାକିରି କ୍ଷେତ୍ରରେ ଉଚ୍ଚ…
ମେଷ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭର ସୂଚନା ମିଳୁଛି। ବନ୍ଧୁ ସହାୟତା ପାଇ ଉପକୃତ ହେବେ।
ବୃଷ: ଆର୍ଥିକ ସମସ୍ୟା ଦେଖାଦେଇ ପାରେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ।…
Read More...
Read More...