Breaking

‘ତିତ୍‌ଲି’ ପାଇଁ କେନ୍ଦ୍ରକୁ ୧୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର:ତିତଲି କ୍ଷୟକ୍ଷତି ଆକଳନ କରିବା ପରେ କେନ୍ଦ୍ର ସରକାରଙ୍କୁ ୧୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।ତିତ୍‌ଲି ଯୋଗୁଁ ୨୭୭୦.୨୮ କୋଟି ଟଙ୍କା କ୍ଷତି ହୋଇଛି ବୋଲି ରାଜ୍ୟ ସରକାର କହିଛନ୍ତି।ବନ୍ୟା ଓ ବାତ୍ୟାରେ ୫୭,୧୩୧…
Read More...

ମୃତ୍ୟ ପୂର୍ବରୁ ସମସ୍ତଙ୍କୁ ଦେଖାଯାଏ ଏପରି କିଛି ସଙ୍କେତ

ଜନ୍ମ ହୋଇ ଥିଲେ ମୃତ୍ୟୁ ସୁନିଶ୍ଚିତ। ମୃତ୍ୟୁ ଦୁନିଆର ସବୁଠାରୁ ବଡ଼ ରହସ୍ୟ। ତେବେ ମୃତ୍ୟୁକୁ ନେଇ ବିଭିନ୍ନ କଥା ରହିଛି। ତେବେ ଜାଣି ଆଶ୍ଚର୍ଯ୍ୟ ଲାଗିବ, ମୃତ୍ୟୁ ପୂର୍ବରୁ ମଣିଷକୁ ଏପରି କିଛି ସଙ୍କେତ ମିଳିଥାଏ, ଯେଉଁଥିରେ ସେ ଆଭାସ ପାଇଥାଏ ଯେ ତା’ର ଦୁନିଆ ଛାଡ଼ିବାର ସମୟ ପାଖେଇ ଆସୁଛି।…
Read More...

ନୂଅାଦିଲ୍ଲୀର ଇଣ୍ଡିଅା ଗେଟ୍ ଦେଖିଲା ଜଗା

ନୂଆଦିଲ୍ଲୀ : ଦଶହରା ଅବସରରେ ଅାସିଲା ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଅାଙ୍କୁ ନେଇ ଖୁସି ଖବର ।ଜଗା ପ୍ରଥମ ଥର ପାଇଁ ଏମ୍ସ ବାହାରକୁ ଯାଇ ଇଣ୍ଡିଆ ଗେଟ ବୁଲିଛି। ସେହିପରି କାଳିଆର ସ୍ୱାସ୍ଥ୍ୟଗତ ଉନ୍ନତି ହୋଇଥିବା ପରିଲକ୍ଷିତ ହେଉଛି। କାଳିଆ ତରଳ ଖାଦ୍ୟ ଖାଉଛି। ପ୍ରକାଶ ଯେ, କନ୍ଧମାଳ…
Read More...

ସୁନା ଓ ରୁପାରେ ଝଟକୁଛନ୍ତି ମା ଦଶଭୂଜା

କଟକ : ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କଟକ ସହରରେ ଜମୁଛି ପରିବେଶ। ସୁନା ଓ ଚାନ୍ଦି ଆଭୂଷଣରେ ଝଲସୁଛନ୍ତି ମାଆ। ଚଳିତ ବର୍ଷ କଟକ ସହରରେ ହୋଇଛି ମୋଟ୍ ୨୪ଟି ଚାନ୍ଦି ମେଢ଼। ତେବେ ସର୍ବ ପୁରାତନ ଚୌଧୁରୀ ବଜାର ଓ ଶେଖ୍ ବଜାର ପୂଜା ମଣ୍ଡପରେ ମହଣ ମହଣ ଚାନ୍ଦିରେ ତିଆରି ମେଢ଼ ସାଙ୍ଗକୁ ମାଆଙ୍କ…
Read More...

ଭଲ ନିଦ ଚାହୁଁଛନ୍ତି କି ? ଶୋଇବା ପୂର୍ବରୁ ଖାଆନ୍ତୁ ଏହି ୫ଟି ଖାଦ୍ୟ

ଦିନଯାକ ଅନେକ ପରିଶ୍ରମ କରି ରାତିରେ ବିଶ୍ରାମ ନେଇଥାନ୍ତି ଲୋକେ । କେତେକଙ୍କୁ ଭଲ ନିଦ ହେଲା ବେଳେ ଅନେକ ଟିକେ ଶାନ୍ତିରେ ଶୋଇବାକୁ ଅନେକ ଉପାୟ ଆପଣା’ନ୍ତି । ଅନେକ ଔଷଧର ସାହାଯ୍ୟ ନିଅନ୍ତି । କୁହାଯାଏ ଭଲ ନିଦ ହେବା ଖାଉତିବା ଆହାର ଉପରେ ବି ନିର୍ଭର କରେ । ରାତିରେ ଖାଇଥିବା ଆହାର ମଧ୍ୟ…
Read More...

ପୁଣି କ୍ଷମା ମାଗିଲେ ଅଭିଜିତ ଆୟର : କହିଲେ ବୈଜୟନ୍ତ ପଣ୍ଡାକୁ ମୁଁ ଚିହ୍ନିନାହିଁ

ଭୁବନେଶ୍ୱର: ଓଡ଼ିଶାର କଳା, ସଂସ୍କୃତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ବରିଷ୍ଠ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ପୂର୍ବରୁ ସେ ଗୃହ କମିଟି ନିକଟକୁ କ୍ଷମା ପ୍ରାର୍ଥନା କରି ଇମେଲ୍‍ ପଠାଇଥିଲେ। ଏକ ସମ୍ବାଦ ସରବରାହ ସଂସ୍ଥାକୁ…
Read More...

ତିତ୍‌ଲି ବନ୍ୟାରେ ବ୍ୟାଙ୍କରେ ପଶିଲା ପାଣି : ବନ୍ୟା ଛାଡିବା ପରେ ଛାତରେ ଶୁଖାଗଲା ଲକ୍ଷାଧିକ ଟଙ୍କା

ଗଞ୍ଜାମ:ଛାତ ଉପରେ ଲକ୍ଷ ଲକ୍ଷ ଟଙ୍କା। ଖରାରେ ଶୁଖୁଛି ଗଞ୍ଜାମ ଜିଲ୍ଲା ଆସିକା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଓଦା ହୋଇଯାଇଥିବା ଟଙ୍କା। ତିତ୍‌ଲି ପ୍ରଭାବରେ ବ୍ୟାଙ୍କର କରେନ୍‌ସି ଚେଷ୍ଟରେ ପାଣି ପଶିଯାଇଥିଲା। ଦୁଇ ଦିନ ଧରି ବ୍ୟାଙ୍କରେ ଜମି ରହିଥିଲା ୮ଫୁଟର ପାଣି। ପାଗ ଭଲ ହେବା ପରେ…
Read More...

ମହାଷ୍ଟମୀରେ ଶେଷଯାତ୍ରା : ବୋଲେରୋକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୧୦ ଜଣଙ୍କ ଜୀବନ

ନୂଆପଡା:ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୂଆପଡାର ସିଲଦା ନିକଟରେ ଏକ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୬ ଜଣ ପୁରୁଷ ରହିଛନ୍ତି ।ସେହିଭଳି ଆଉ ଏକ ପରିବାରର ଦୁଇ ଜଣ ଭାଇ ଓ…
Read More...

ଆଜି ମା’ଦୁର୍ଗାଙ୍କ ମହାଷ୍ଟମୀ ପୂଜା

ଭୁବନେଶ୍ୱର: ଆଜି ମା’ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ମଣ୍ଡପ ଗୁଡ଼ିକରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ଗତକାଲି ମା’ଙ୍କ ଚକ୍ଷୁଦାନ ପର୍ବ ଅନୁଷ୍ଠିତ ହୋଇଥିଲା। ପୂଜାର୍ଚ୍ଚନା ସାଙ୍ଗକୁ ଚକ୍ଷୁଦାନ ପରେ ବହୁ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଜଗତଜନନୀ ମା’ ଦୁର୍ଗାଙ୍କ…
Read More...

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମ୍ କୁମାର’ ଓ ‘ଶ୍ରୀମାନ ସୁରଦାସ’

ଭୁବନେଶ୍ୱର :ପବିତ୍ର ଦଶହରା ଅବସରରେ ଆଜି ତରଙ୍ଗ ସିନେ ପ୍ରଡ଼କସନ୍ସ ବ୍ୟାନରରେ ନିର୍ମିତ ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହେଉଛି । ଏ ଦୁଇଟି ସିନେମା ହେଲା ଶ୍ରୀମାନ୍ ସୁରଦାସ ଏବଂ ‘ପ୍ରେମ କୁମାର୍’ । ଫିଲ୍ମ ‘ପ୍ରେମ୍ କୁମାର’ ରଜ ଅବସରରେ ଆସିବାକୁ ଥିବା ବେଳେ ଫିଲ୍ମ ‘ଶ୍ରୀମାନ ସୁରଦାସ’ ୧୪…
Read More...