Breaking
Browsing Category

ମନୋରଞ୍ଜନ

ବିଗ ବସରେ ଦେଖାଦେବେ ପ୍ରକୃତି !

ଭୁବନେଶ୍ବର: ନିକଟରେ ଏକ ବିବାଦରେ ଛନ୍ଦି ହୋଇ ଚର୍ଚ୍ଚାରେ ରହିଥିବା ଓଡ଼ିଆ ଫିଲ୍ମ ନାୟିକା ପ୍ରକୃତି ମିଶ୍ରଙ୍କୁ ଦେଖିବାକୁ ମିଳିବ ଅକ୍ଟୋବର 1ରୁ ଆରମ୍ଭ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ ବିଗ ବସର ଆସନ୍ତା ସିଜନ 16ରେ l ଏନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ପ୍ରକୃତି ଏବେ ମୁମ୍ବାଇରେ ନାନା…
Read More...

‘ରୁଦ୍ରାଣୀ’ର ମ୍ୟୁଜିକ୍ ରିଲିଜ

ଭୁବନେଶ୍ବର: ଝିଲିକ୍ ମୋସନ୍ ପିକଚର୍ସ ନିବେଦିତ ନାରୀ କୈନ୍ଦ୍ରିକ ନୂଆ ଓଡ଼ିଆ ଫିଲ୍ମ ‘ରୁଦ୍ରାଣୀ’ର ମ୍ୟୁଜିକ ଆଜି ରିଲଜ ହୋଇଛି l ଶୀର୍ଷକ ଗୀତର ନିର୍ଦ୍ଦେଶନା ସଞ୍ଜୟ - ସିତୁ ଦେଇଥିବାବେଳେ ଅନ୍ୟସବୁ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ l ଶୀର୍ଷକ ଗୀତ ବ୍ୟତୀତ ଏଥିରେ…
Read More...

ଐତିହ୍ୟକୁ ନେଇ ଆସୁଛି ଚଳଚ୍ଚିତ୍ର ‘ଲିଙ୍ଗରାଜ ମନ୍ଦିର’

ଭୁବନେଶ୍ବର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାଁରେ ଆସୁଛି ଆସୁଛି ନୂଆ ସିନେମା 'ଲିଙ୍ଗରାଜ ମନ୍ଦିର' l ଆଜି ଏହାର ଅଡିଓ ରେକର୍ଡିଂ କାମ ଆରମ୍ଭ ହୋଇଛି l ଅନେକ ବର୍ଷ ତଳର ଐତିହ୍ୟ ଏଥିରେ ସ୍ଥାନ ପାଇଛି l ଖାଲି ସେତିକି ନୁହେଁ ଏକ ନିଆରା ପ୍ରେମ କାହାଣୀକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି l…
Read More...

ଦୁର୍ଗାପୂଜାରେ ‘ରୁଦ୍ରାଣୀ’ ଅବତାରରେ ଦର୍ଶନ ଦେବେ ଝିଲିକ

ଭୁବନେଶ୍ବର:ଦଶହରା’ରେ ପ୍ରେକ୍ଷାଳୟରେ ‘ରୁଦ୍ରାଣୀ’ ଅବତାରରେ ଦର୍ଶକଙ୍କୁ ଦର୍ଶନ ଦେବେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ l କାରଣ ଚଳିତ ସେପ୍ଟେମ୍ବର ଶେଷ ସପ୍ତାହରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ତାଙ୍କର ବହୁ ପ୍ରତିକ୍ଷୀତ ଓଡିଆ ସିନେମା ‘ରୁଦ୍ରାଣୀ’ l ଯାହାକୁ ନେଇ ଦର୍ଶକଙ୍କ ମହଲରେ…
Read More...

ଆସୁଛନ୍ତି ବିଛା ଗ୍ୟାଙ୍ଗ୍

ଭୁବନେଶ୍ବର: ଓଲିଉଡ ଗିମିକ୍ ମାଷ୍ଟର ସଞ୍ଜୟ ନାୟକ ସର୍ବଦା ସିନେମାରେ ପରୀକ୍ଷା ନିରୀକ୍ଷା ଚଳାଇଥାନ୍ତି । ଏବେ ପୁଣି ଥରେ ସେମିତି କିଛି କରିବାକୁ ଯାଉଛନ୍ତି । ସ୍ୱାଧୀନତା ଦିବସରେ ଅବସରରେ ନୂଆ ଓଡ଼ିଆ ସିନେମା ‘ବିଛା ଗ୍ୟାଙ୍ଗ୍’ର ଶୀର୍ଷକ ଘୋଷଣା କରି ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। ତରଙ୍ଗ…
Read More...

ଏବେ “ଗ୍ୟାଙ୍ଗସ୍‌ ଅଫ ବ୍ରହ୍ମପୁର”

ଭୁବନେଶ୍ୱର: ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର ଆଉ ଏକ ଧମାକା ! ୱେବ୍ ସିରିଜ୍‌ "ଗ୍ୟାଙ୍ଗସ୍‌ ଅଫ ପୁରୀ" ର ଅପୂର୍ବ ସଫଳତା ପରେ ପୁଣି ଥରେ କଞ୍ଚାଲଙ୍କା ନେଇ ଆସୁଛି ମେଗା ୱେବ୍ ସିରିଜ୍‌ "ଗ୍ୟାଙ୍ଗସ୍ ଅଫ ବ୍ରହ୍ମପୁର" । "ଗ୍ୟାଙ୍ଗସ୍‌ ଅଫ ବ୍ରହ୍ମପୁର" ଦର୍ଶକମାନେ ବହୁ ମାତ୍ରାରେ ଗ୍ରହଣ…
Read More...

ତେଲୁଗୁ ସିନେମାରେ ବାବୁସାନ

ଭୁବନେଶ୍ବର: ଓଡ଼ିଆ ସିନେମାର ଚର୍ଚ୍ଚିତ ଅଭିନେତା ବାବୁସାନ ଏବେ ତେଲୁଗୁ ସିନେମାରେ ନଜର ଆସିବେ । ନିକଟରେ ବ୍ରହ୍ମପୁରରେ ଏକ ବଡ଼ ଉତ୍ସବ ଭିତରେ ତାଙ୍କର ଆଗାମୀ ସିନେମା ‘ଅନ୍ତର୍ଯ୍ୟାମୀ’ର ଘୋଷଣା ସାଙ୍ଗକୁ ଫାଷ୍ଟଲୁକ୍ ବା ପୋଷ୍ଟର ରିଲିଜ୍ ହୋଇଛି । ଏହି ସିନେମାଟି ହିନ୍ଦୀ, ଓଡ଼ିଆ ସମେତ…
Read More...

୧୮ତାରିଖରେ ପୁନମଙ୍କ କୋଳକୁ କିଏ ଫେରିବ ?

ଭୁବନେଶ୍ବର: ଶୁଣିବାକୁ ମିଳୁଛି ଓଲିଉଡ ସୁନ୍ଦରୀ ପୁନମ ମିଶ୍ର ଖୁସି ଖବର ଦେବାକୁ ଯାଉଛନ୍ତି। କାହିଁକି ନା ଆସନ୍ତା ସେପ୍ଟେମ୍ବର ୧୮ତାରିଖରେ ତାଙ୍କ କୋଳକୁ କିଏ ଫେରୁଥିବା ନେଇ ଚର୍ଚ୍ଚା ହେଉଛି । ସେଥିପାଇଁ ମଙ୍ଗଳବାର ସନ୍ଧ୍ୟାରେ ଏକ ହୋଟେଲ ପରିସରରେ ତାଙ୍କ ପାଇଁ ଏକ ଉତ୍ସବର ପରିବେଶ…
Read More...

ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”

“ମୁଡ଼ ସ୍ୱିଙ୍ଗ ଓଡ଼ିଶା” ୟୁ ଟୁବ୍ ଚ୍ୟାନେଲ୍ ଆସନ୍ତାକାଲି ପବିତ୍ର ରଥଯାତ୍ରା ଉପଲକ୍ଷେ ଏକ ସୁନ୍ଦର ହୃଦୟସ୍ପର୍ଶୀ ଭଜନ, ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତି ନୈବେଦ୍ୟ ସ୍ୱରୂପ ମୁକ୍ତିଲାଭ କରିବାକୁ ଯାଉଛି । ହେ ପୁରୁଷୋତ୍ତମ! ଅନୁପମ ତୁମ କମନୀୟ ରୂପକାନ୍ତି ଏହି ଗୀତଟିକୁ ଖୁବ୍…
Read More...

ପରିଚୟ ପକ୍ଷରୁ ନିଆରା ରଜ ଉତ୍ସବ :ମେଧାବୀ ଛାତ୍ରୀଙ୍କୁ ବାଣ୍ଟିଲେ ସାଇକେଲ

ରଜ ଉତ୍ସବର ଦ୍ୱିତୀୟ ଦିନକୁ ନିଆରା ଢଙ୍ଗରେ ପାଳିଛି ପରିଚୟ ଫାଉଣ୍ଡେସନ। ଆର୍ଥିକ ପଛୁଆ ଶ୍ରେଣୀର ମେଧାବୀ ଛାତ୍ରୀଙ୍କୁ ସାଇକେଲ ବାଣ୍ଟି ରଜ ପାଳନ କରାଯାଇଛି। ବାଲିପାଟଣାର କାଞ୍ଚନଦେବୀ କମ୍ୟୁନିଟି ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପରିଚୟ ପକ୍ଷରୁ ଏହି ସାଇକେଲ ପ୍ରଦାନ କରାଯାଇଛି।…
Read More...