Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha
Browsing Category
ଦେଶ ବିଦେଶ
ମହିଳାଙ୍କ ପେଟରୁ ବାହାରିଲା ଦେଢକିଲୋ ଓଜନର ଲୁହାକଣ୍ଟା, ମଙ୍ଗଳସୂତ୍ର ଓ ଚୁଡି
ଅହମ୍ମଦାବାଦ:ମହିଳାଙ୍କ ପେଟରୁ ବାହରିଲା ଦେଢକିଲୋ ଓଜନର ଲୁହାକଣ୍ଟା, ମଙ୍ଗଳସୂତ୍ର ମୁଦି, ଚୁଡି, ନଟ୍-ବୋଲ୍ଟ, ସେଫ୍ଟିପିନ୍, ହେୟାର ପିନ୍, ବ୍ରେସ୍ଲେଟ୍ ଏବଂ ଚେନ୍ । ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲରେ । ଅପରେସନ୍ ପରେ ଡାକ୍ତରମାନେ ମହିଳାଙ୍କ…
Read More...
Read More...
ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବାଜିରାଓ-ମସ୍ତାନି
ମୁମ୍ବାଇ: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବି-ଟାଉନର ଚର୍ଚ୍ଚିତ ପ୍ରେମୀ ଯୁଗଳ ରଣବୀର ସିଂ ଓ ଦୀପିକା ପାଦୁକୋନ୍। ଟ୍ରାଡିସିନାଲ୍ ବିୟୁଟି ଦୀପିକା ପାଦୁକୋନଙ୍କ ହାତ ଧରିବେ ରଣବୀର ସିଂ ।ଏଥିପାଇଁ ଇଟାଲୀର ପ୍ରସିଦ୍ଧ କୋମୋ ହ୍ରଦରେ ଥିବା ଡେଲ୍ ବାଲବିଆନେଲୋ ରିସୋର୍ଟ ଚଳଚଞ୍ଚଳ ହୋଇଉଠିଛି।…
Read More...
Read More...
ଫ୍ଲିପକାର୍ଟ ର ସିଇଓ ପଦରୁ ଇସ୍ତଫା ଦେଲେ ବିନ୍ନି ବଂଶଲ
ବାଙ୍ଗାଲୁରୁ : ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ସହପ୍ରତିଷ୍ଠାତା ତଥା ଗ୍ରୁପ ସିଇଓ ବିନ୍ନି ବନସଲ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ ସ୍ତରରେ ଦୁର୍ବ୍ୟବହାର ପାଇଁ ସେ ଇସ୍ତଫା ଦେଇଥିବା କୁହାଯାଉଛି ।ବିନ୍ନିଙ୍କ ଉପରେ ଲାଗିଥିବା ଦୁର୍ବ୍ୟବହାର ଅଭିଯୋଗର ଯାହାର ଯାଞ୍ଚ ଜାରି…
Read More...
Read More...
ବିମୁଦ୍ରିକରଣକୁ ପୂରିଲା ଦୁଇବର୍ଷ
ନୂଆଦିଲ୍ଲୀ: ଆଜିକୁ ପ୍ରାୟ ଦୁଇବର୍ଷ ପୂର୍ବେ ଅର୍ଥାତ୍ ୨୦୧୬ ନଭେମ୍ବର ୮ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କଲେ। ମୋଦି ବିମୁଦ୍ରାକରଣ ଘୋଷଣା କରି ଦୁର୍ନୀତି ବିରୋଧରେ ଏହା ଏକ ଲଢେଇ ବୋଲି କହିଥିଲେ। ଏହାପରେ ସ୍ତବ୍ଧ ହୋଇପଡିଲା ସାରା ଦେଶ। ୫ ଶହ ଓ ୧୦୦୦…
Read More...
Read More...
ଦିପାବଳୀ ବୋନସ ନ ମିଳିବରୁ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଧାରଣା
ମୁମ୍ବାଇ : ଆଜି ସକାଳେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଦ୍ବାରା କରାଯାଇଥିବା ଅନ୍ଦୋଳନ ହେତୁ ଅନେକ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଛି। ଏଣୁ ଗୁରୁବାର ଅର୍ଥାତ ଆଜି ମୁମ୍ବାଇରୁ ଅନେକ ବିମାନ ବିଳମ୍ବରେ ଛାଡ଼ୁଥିବା ଜଣାପଡ଼ିଛି। କାରଣ ନିକଟରେ ଦୀପାବଳି ଉତ୍ସବ ଯାଇଥିବା ବେଳେ ଏୟାର…
Read More...
Read More...
ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି
ଉତ୍ତରାଖଣ୍ଡ : ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଥର ଭଳି ଚଳିତ ଥର ମଧ୍ୟ ସେନା କ୍ୟାମ୍ପକୁ ଯାଇ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ଉତ୍ତରାଖଣ୍ଡ ହରସୀଲ ଅାଇଟିବିପି କ୍ୟାମ୍ପରେ ମୋଦି ପହଞ୍ଚି ସେନା ଓ ITBPର ଯବାନଙ୍କୁ…
Read More...
Read More...
ପ୍ରତିକ୍ଷାର ଅନ୍ତ : ଲୋକାର୍ପିତ ହେଲା ବିଶ୍ୱର ସର୍ବୋଚ୍ଚ ପ୍ରତିମୁର୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି
ଗାନ୍ଧୀନଗର: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମ ତିଥି। ଏହି ଅବସରରେ କେଓ୍ଵାଡ଼ିଆ କଲୋନି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲ୍ଙ୍କର ଅତିକାରୟ ୧୮୨ ମିଟର୍ବିଶିଷ୍ଟ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ଉଦ୍ଘାଟନ କରି…
Read More...
Read More...
ଦୀପାବଳୀରେ କେବଳ ୨ଘଂଟା ପାଇଁ ଫୁଟାଇ ପାରିବେ ବାଣ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦୀପାବଳିରେ ବାଣ ବିକ୍ରିକୁ ନେଇ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । କେତେକ ସର୍ତ୍ତକୁ ପାଳନ କରି ଦୀପାବଳିରେ ବାଣ ବିକ୍ରି କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ବାୟୁ ପ୍ରଦୂଷଣ ଉପରେ ପ୍ରଭାବ ପକାଉଥିବା…
Read More...
Read More...
ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍,୫୦ ମୃତ
ଚଣ୍ଡିଗଡ଼:ସମଗ୍ର ଦେଶ ଧୂମଧାମରେ ବିଜୟାଦଶମୀ ଉତ୍ସବ ପାଳନ କରୁଥିବା ବେଳେ ପଞ୍ଜାବର ଅମୃତସରରୁ ଆସିଛି ହୃଦୟ ବିଦାରକ ଘଟଣା। ଅମୃତସରରେ ରାବଣପୋଡି ଦେଖୁଥିବା ବେଳେ ଟ୍ରେନ ଚଢିଯିବାରୁ ୫୦ ଲୋକ ମରିଥିବା କୁହାଯାଉଛି ।ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଅମୃତସରର ଚୌରା…
Read More...
Read More...
ଅସତ୍ୟ ଉପରେ ସତ୍ୟର ବିଜୟ : ତୀର ମାରି ରାବଣ ଦହନ କଲେ ମୋଦୀ
ନୂଆଦିଲ୍ଲୀ: ଆଜି ବିଜୟା ଦଶମୀ ପାଇଁ ସାରା ଦେଶଠୁ ନେଇ ରାଜ୍ୟ ଚଳଚଞ୍ଚଳ ଥିଲା।ଦଶହରାକୁ ନେଇ ଦିଲ୍ଲୀ ମଧ୍ୟ ହୋଇ ଉଠିଛି ଉତ୍ସବ ମୁଖର। ଦିଲ୍ଲୀରେ ଲାଲକିଲ୍ଲା ମୈଦାନରେ ଲବ-କୁଶ ରାମଲୀଲାରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି। ଏହି ଅବସରରେ ରାମାୟଣ ପରିବେଷଣ ହୋଇଥିଲା । ଶେଷରେ ଅଗ୍ନି ସଂଯୋଗ…
Read More...
Read More...