Breaking
Browsing Category

ଦେଶ ବିଦେଶ

ପଦ୍ମ ଧରିଲେ କ୍ରିକେଟର ଗୌତମ ଗମ୍ଭୀର

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟିୟର ତଥା ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ବିଜେପିରେ ଯୋଗ ଦେଇଛନ୍ତି । ଆଜି ଦିଲ୍ଲୀରେ ଥିବା ଦଳ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ସମାରୋହରେ ସେ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଓ ରବି ଶଙ୍କର ପ୍ରସାଦ ଉପସ୍ଥିତ ଥିଲେ…
Read More...

ଜାଣନ୍ତି ପ୍ରଥମ ଥର କେଉଁ ଫିଲ୍ମରେ ହୋଲିର ‘ରଙ୍ଗରେ ହୋଇଥିଲା ‘ରଙ୍ଗୀନ୍‌’?

ମୁମ୍ବାଇ: ଆଜି ହେଉଛି ରଙ୍ଗର ପର୍ବ ହୋଲି। ସାରା ଦେଶରେ ଲୋକେ ହୋଲି ଖେଳିଛନ୍ତି। ବଲିଉଡ୍‌ରେ ଅନେକ ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳେ। ତେବେ ଆପଣ ଜାଣିଛନ୍ତି କେଉଁ ଫିଲ୍ମରେ ପ୍ରଥମେ ହୋଲିରେ ଖେଳାଯାଥିବା ରଙ୍ଗ ରଙ୍ଗୀନ୍‌ ଦେଖାଯାଇଥିଲା। କାରଣ ପୂର୍ବରୁ ଫିଲ୍ମ ଗୁଡ଼ିକ କେବଳ କଳା ଧଳା…
Read More...

ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

ଗୋଆ : ଆରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ମନୋହର ପାରିକର ଆଜି ଗୋଆର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କର ବୟସ ୬୩ ବର୍ଷ ବୟସ ହୋଇଥିଲା । ମନୋହର ପାରିକର ଦୀର୍ଘଦିନ ଧରି ଆଗ୍ନାଶୟ ରୋଗରେ ପୀଡିତ ଥିଲେ…
Read More...

ପଦ୍ମଶ୍ରୀରେ ସମ୍ମାନିତ ହେଲେ ୩ ଓଡିଆ

ନୂଆଦିଲ୍ଲୀ:ସମାଜସେବା ତଥା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ୩ ଓଡିଆଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି । ସେମାନେ ହେଲେ ଦୈତାରୀ ନାୟକ,…
Read More...

ବସ୍ ରେ ବିଷ୍ପୋରଣ : ଜାମ୍ମୁ ରେ ହାଇଆଲର୍ଟ

ଜାମ୍ମୁ :ଜାମ୍ମୁରେ ଆଜି ଏକ ବିସ୍ଫୋରଣ ହୋଇଛି । ବସଷ୍ଟାଣ୍ଡରେ ଛିଡା ହୋଇଥିବା ସମୟରେ ଦିନ ପ୍ରାୟ ୧୧.୩୦ ସମୟରେ ଏକ ବସ୍ ଉପରେ ଗ୍ରେନେଡ ମାଡ ହେବା ଦ୍ବାରା ବସରେ ଧମାକା ହୋଇଛି। ସୂଚନା ଅନୁସାରେ ଏ ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି ।ପୋଲିସ ସଂପୃକ୍ତ ଅଚଂଳକୁ ଘେରାବନ୍ଦୀ କରି ସର୍ଚ୍ଚ…
Read More...

ରାଫେଲ ଫାଇଲ ଗାୟବ୍।

ନୂଆଦିଲ୍ଲୀ:ରାଫେଲକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ବିବାଦକୁ ନେଇ ଆସିଛି ନୂଆ ମୋଡ । ସୁପ୍ରିମକୋର୍ଟରେ ଶୁଣାଣି ବେଳେ କେନ୍ଦ୍ର ସରକାର ପକ୍ଷରୁ ଆଟର୍ଣ୍ଣିଂ ଜେନେରାଲ ପକ୍ଷ ରଖି କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରଣାଳୟରୁ ରାଫେଲ ସମ୍ପର୍କିତ କିଛି କାଗଜପତ୍ର ଚୋରି ହୋଇଯାଇଛି ।…
Read More...

ବାୟୁସେନା ମୁଖ୍ୟଙ୍କ ଦୃଢୋକ୍ତି : ଧ୍ବଂସ କରିଛୁ ଆତଙ୍କବାଦୀ ଶିବିର

ନୂଆଦିଲ୍ଲୀ : ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଆରମ୍ଭ ହୋଇଥିବା ଆରୋପପ୍ରତିଆରୋପକୁ ନେଇ ଜବାବ ରଖିଛନ୍ତି ବାୟୁସେନା ମୁଖ୍ୟ। ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଇ-ଆତଙ୍କବାଦୀ ଶିବିର ଉପରେ ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଏୟାର୍‌…
Read More...

ବିସିସିଆଇକୁ ଝଟକା

ନୂଆଦିଲ୍ଲୀ:ବିସିସିଆଇକୁ ଝଟକା। ଆତଙ୍କବାଦି ଆକ୍ରମଣ ପରେ ପାକିସ୍ଥାନ ସହ କ୍ରିକେଟ ସମ୍ଫର୍କ ଭାଙ୍ଗିବା ପାଇ ଆଇସିସିର ଦ୍ବାରସ୍ଥ ହୋଇଥିଲା ବିସିସିଆଇ। ଆଇସିସି ର ଅନ୍ୟ ଦେଶ ଗୁଡିକୁ ବିସିସିଆଇ ଏନେଇ ଅନୁରୋଧ ମଧ୍ୟ କରିଥିଲା।ଆଜି ଏହି ମାମଲାକୁ ବିଚାରକୁ ନେଇ ଆଇସିସି ବିସିସିଆଇକୁ…
Read More...

ଚାପରେ ପାକ୍ : ଏଫ୍-୧୬ ବ୍ୟବହାର ପଡିଲା ମହଙ୍ଗା

ନୂଆଦିଲ୍ଲୀ :ଚିନ୍ତାରେ ପାକିସ୍ଥାନ । ନିଜର କାର୍ଯ୍ୟକଳାପ ପାଇ ଆନ୍ତର୍ଯାତୀୟ ସମୁୁଦାୟ ଆଗରେ ଏକଘରକିଆ ହୋଇପଡିଛି। ପାକିସ୍ଥାନକୁ ମହଙ୍ଗା ପଡିଛି ଏଫ-୧୬ ଲଢୁଆ ବିମାନର ବ୍ୟବହାର । ଏହାକୁ ନେଇ ପାକିସ୍ତାନକୁ କୈଫିୟତ ମାଗିଛି ଆମେରିକା । ଭାରତର ନିୟନ୍ତ୍ରଣ ସୀମା ଉପରେ ପାକିସ୍ତାନ…
Read More...