Breaking

ବିସିସିଆଇକୁ ଝଟକା

0

ନୂଆଦିଲ୍ଲୀ:ବିସିସିଆଇକୁ ଝଟକା। ଆତଙ୍କବାଦି ଆକ୍ରମଣ ପରେ ପାକିସ୍ଥାନ ସହ କ୍ରିକେଟ ସମ୍ଫର୍କ ଭାଙ୍ଗିବା ପାଇ ଆଇସିସିର ଦ୍ବାରସ୍ଥ ହୋଇଥିଲା ବିସିସିଆଇ। ଆଇସିସି ର ଅନ୍ୟ ଦେଶ ଗୁଡିକୁ ବିସିସିଆଇ ଏନେଇ ଅନୁରୋଧ ମଧ୍ୟ କରିଥିଲା।ଆଜି ଏହି ମାମଲାକୁ ବିଚାରକୁ ନେଇ ଆଇସିସି ବିସିସିଆଇକୁ ରୋକଠୋକ୍ ମନା କରିବା ସହ ଏହା ଆମ କାମ ନୁହେଁ ବୋଲି କହିଛି ।ପୁଲଓ୍ବାମା ଆକ୍ରମଣକୁ ନେଇ ଆତଙ୍କବାଦକୁ ପ୍ରସୟ ଦେଉଥିବା ପାକ୍ ସହ କ୍ରିକେଟ ସଂପର୍କ ଛିଣ୍ଣ କରିବାକୁ ଆବେଦନ କରିଥିଲା ବିସିସିଆଇ।ତେବେ ଏ ନେଇ ବିସିସିଆଇକୁ ଲାଗିଛି ବଡ ଝଟ୍କା। ଏହା କ୍ରିକେଟ ଖେଳୁଥିବା ଦେଶର ସରକାରଙ୍କର ନିଜସ୍ବ ବିଚାର ବୋଲି କହି ଆବେଦନକୁ ଖାରଚ୍ କରିଛି ଆସିସିଆଇ।

loading...

Leave A Reply

Your email address will not be published.