ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟିୟର ତଥା ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ବିଜେପିରେ ଯୋଗ ଦେଇଛନ୍ତି । ଆଜି ଦିଲ୍ଲୀରେ ଥିବା ଦଳ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ସମାରୋହରେ ସେ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଓ ରବି ଶଙ୍କର ପ୍ରସାଦ ଉପସ୍ଥିତ ଥିଲେ ।ସେ ରାଜନୀତିରେ ଯୋଗ ଦେବା ନେଇ ଲମ୍ବା ସମୟ ଧରି ଚର୍ଚ୍ଚା ଜାରି ରହିଥିଲା। ତାଙ୍କୁ ଦିଲ୍ଲୀରୁ ଲୋକସଭା ଟିକେଟ୍ ଦିଆଯାଇପାରେ। ଏହା ମଧ୍ୟ କୁହାଯାଉଛି ଯେ ସେ ମୀନାକ୍ଷୀ ଲେଖିଙ୍କ ସ୍ଥାନରେ ନୂଆଦିଲ୍ଲୀ ସିଟରୁ ନିର୍ବାଚନ ଲଢି ପାରନ୍ତି।ସେ ରାଜନୀତିରେ ଯୋଗ ଦେବା ନେଇ ଲମ୍ବା ସମୟ ଧରି ଚର୍ଚ୍ଚା ଜାରି ରହିଥିଲା। ବିଜେପିରେ ସାମିଲ ହେବା ପରେ କହିଛନ୍ତି ଦେଶ ସେବା ପାଇଁ ସୁଯୋଗ ମିଳିଥିବାରୁ ଅନେକ ଅନେକ ଧନ୍ୟବାଦ ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଦଳରେ ସାମିଲ ହୋଇଥିବା କହିଛନ୍ତି ।
Breaking
ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତପରିଚୟ ପକ୍ଷରୁ ନିଆରା ରଜ ଉତ୍ସବ :ମେଧାବୀ ଛାତ୍ରୀଙ୍କୁ ବାଣ୍ଟିଲେ ସାଇକେଲଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ : ପ୍ରଦାହକୁ ହ୍ରାସ କରିବାର ୫ ଟି ଉପାୟ