Breaking
Browsing Category

ସାହିତ୍ୟ ଓ ସଂସ୍କୃତି

ଶିବରାତ୍ରୀରେ କରନ୍ତୁ ନାହିଁ ଏହି ଭୁଲ୍‌ :କ୍ରୋଧିତ ହେବେ ଭୋଳାବାବା

ସ୍ପେଶାଲ୍ ରିପୋର୍ଟ : ଶିବଭକ୍ତଙ୍କ ପାଇଁ ମହାଶିବରାତ୍ରୀ ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ଏହି ଦିନରେ ଶିବଙ୍କୁ ଆରଧାନା କଲେ ମନୋକାମନା ପୂରଣ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଯଦି ଆପଣ ବି ମହାଶିବରାତ୍ରୀ ପାଳନ କରୁଛନ୍ତି, ତେବେ କିଛିଟା ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ଶିବ ପୂଜା…
Read More...

ବିନ୍ଦୁ ସାହିତ୍ୟ ସମାଜର ସାହିତ୍ୟ ଉତ୍ସବ : ଅସ୍ତ ସୂର୍ଯ୍ୟର ସ୍ତବ ଲୋକାର୍ପିତ

ଭୁବନେଶ୍ୱର: ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ସାହିତ୍ୟ ଉତ୍ସବ ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଶୈଳଜ ରବି ଯୋଗଦେଇ ସାହିତ୍ୟ ହେଉଛି ସମାଜର ଅବିଚ୍ଛେଦ୍ୟ ଅଙ୍ଗ,…
Read More...

ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ମାତୃ-ପିତୃ ପୂଜନ ଦିବସ ପାଳିତ

ଭୁବନେଶ୍ୱର : ଭାରତୀୟ ସଂସ୍କୃତିର ’ମାତୃ-ପିତୃ ଭକ୍ତି’ର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ଧଉଳୀ ପକ୍ଷରୁ ’ମାତୃ-ପିତୃ ପୂଜନ’ ଦିବସ ସ୍ଥାନୀୟ ଭୀମପୁର ଆଦର୍ଶ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ଏଥିରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ…
Read More...

ଆଜି ଶାମ୍ବଦଶମୀ : ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବଦଶମୀ। ଏହି ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ସୂର୍ଯ୍ୟପୂଜା ଓ ଉପାସନା ଲାଗି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଆଜି ଭୋରରୁ ଅର୍କକ୍ଷେତ୍ରରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଶାମ୍ବଦଶମୀରେ ଘରେ ଘରେ ମଧ୍ୟ ସୂର୍ଯ୍ୟପୂଜାର ପରମ୍ପରା ରହିଛି।…
Read More...

‘କଳିଙ୍ଗ ସିନେଆର୍ଟସ୍’ ପକ୍ଷରୁ ମକର ଉତ୍ସବ ଓ ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚନ୍ଦ୍ରଶେଖରପୁର : ଆଜି ପବିତ୍ର ମକର ଉତ୍ସବ ଅବସରରେ ସାମାଜିକ ଅନୁଷ୍ଠାନ ‘କଳିଙ୍ଗ ସିନେ ଆର୍ଟସ୍’ପକ୍ଷରୁ କଆଖାଇ ନଦୀ ବନ୍ଧ ନିକଟ ମଞ୍ଚେଶ୍ବର ଇଟାଭାଟି ମୁଣ୍ଡାସାହିରେ ଅନୁଷ୍ଠିତ ହୋଇଯାଇଛି ମକର ଉତ୍ସବ ଓ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ। ଅନୁଷ୍ଠାନର ସଭ୍ୟମାନେ ସକାଳେ ବସ୍ତିରେ ପହଞ୍ଚି…
Read More...

ମକର ସଂକ୍ରାନ୍ତି ପାଇଁ ସବୁଠି ଉତ୍ସବର ମାହୋଲ

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଏଥିପାଇଁ ପଲ୍ଲୀଠୁ ସହର ସବୁଠି ଉତ୍ସବର ମାହୋଲ। ଘରେ ଘରେ ମକର ଚାଉଳ ସାଙ୍ଗକୁ ପିଠା ପଣାରେ ସାରା ପରିବେଶ ମହକି ଉଠୁଛି। ପ୍ରଥମେ ଦେବାଦେବୀଙ୍କୁ ଅର୍ପଣ କରାଯିବା ପରେ ସମସ୍ତ ପାଇଛନ୍ତି ମକର ଚାଉଳ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଗୁଡ଼ି ଉଡ଼ା…
Read More...

ଆଜି ପବିତ୍ର ବଡ଼ଦିନ : ସବୁଠି ଉତ୍ସବର ମାହୋଲ

ଭୁବନେଶ୍ୱର: ଆଜି ବଡ଼ଦିନ। ଖ୍ରୀଷ୍ଟଧର୍ମାବଲମ୍ବୀ ପାଇଁ ଏହା ଏକ ବିଶେଷ ଅବସର। ଏଥିପାଇଁ ଉତ୍ସବମୁଖର ହୋଇଛି ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଘରଠାରୁ ଆରମ୍ଭ କରି ଚର୍ଚ୍ଚ ଓ ପ୍ରାର୍ଥନା ଗୃହ। ଗତ ରାତିରେ ପ୍ରଭୁ ଯୀଶୁ ଧରାବତରଣ କରିଥିବା ବେଳେ ଭୁବନେଶ୍ୱରର ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର…
Read More...

ଆଜି ପ୍ରଥମାଷ୍ଟମୀ; ଏଣ୍ଡୁରି ପିଠାର ବାସ୍ନାରେ ମହକୁଛି ଓଡ଼ିଆ ଘର

ଭୁବନେଶ୍ୱର: ଆଜି ପ୍ରଥମାଷ୍ଟମୀ। ଏହି ଅବସରରେ ପରିବାରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି ପୂଜାବିଧି ଆୟୋଜନ କରାଯାଇଥାଏ। ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ୱ। ଆଉ ଏଥିପାଇଁ ଛେନା, ଗୁଡ, ନଡ଼ିଆ, ଚାଉଳ ଓ ବିରି ସହ ହଳଦୀପତ୍ରର ବ୍ୟବହାର କରାଯାଇଥାଏ। ସକାଳୁ ସକାଳୁ ପରିବାରର…
Read More...

ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରା

କଟକ: ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି। ଏଥିପାଇଁ କଟକ କିଲ୍ଲା ପଡିଆ ଏବଂ ମହାନଦୀ ପଠାରେ ପ୍ରସ୍ତୁତି ଶେଷ ହୋଇଛି। ଆଜି ସଂଧ୍ୟାରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମିଳିତ ଭାବେ ଏହାକୁ ଉଦ୍‌ଘାଟନ…
Read More...