Breaking

ଆଜି ଶାମ୍ବଦଶମୀ : ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

0

ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବଦଶମୀ। ଏହି ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ସୂର୍ଯ୍ୟପୂଜା ଓ ଉପାସନା ଲାଗି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଆଜି ଭୋରରୁ ଅର୍କକ୍ଷେତ୍ରରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଶାମ୍ବଦଶମୀରେ ଘରେ ଘରେ ମଧ୍ୟ ସୂର୍ଯ୍ୟପୂଜାର ପରମ୍ପରା ରହିଛି। ତେଣୁ ଆଜି ଭୋରରେ ଗୃହିଣୀମାନେ ବିଭିନ୍ନ ପ୍ରକାର ପିଠା, ଖିରି ଓ ସୁସ୍ୱରଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ସୂର୍ଯ୍ୟପୂଜା କରିଛନ୍ତି। ଶାମ୍ବ ଦଶମୀରେ ସୂର୍ଯ୍ୟପୂଜା କଲେ ପରିବାରର ରୋଗବ୍ୟାଧୀ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

loading...

Leave A Reply

Your email address will not be published.