Breaking
Monthly Archives

November 2018

ହକି ବିଶ୍ୱ କପ୍‌ ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ୍‌ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ୫୦୦ ଟଙ୍କା ଦେଇ ଏହି ଟିକେଟ କିଣିଛନ୍ତି ନବୀନ । ହକି ଇଣ୍ଡିଆର ସିଇଓ ଏଲାନା ନରମାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଟିକେଟ ପ୍ରଦାନ କରିଛନ୍ତି । ହକି ବିଶ୍ୱକପ ପାଇଁ…
Read More...

ଲୋକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲେ ସରକାର : ଢ଼େଙ୍କାନାଳରେ ମଦ କାରଖାନା ବନ୍ଦ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଢ଼େଙ୍କାନାଳର ବଳରାମପୁରରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରିକୁ ବାତିଲ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତିଲ ନିର୍ଦ୍ଦେଶ ଦେଇଛନ୍ତି । ଆରଡିସିଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିୟର୍ ଫ୍ୟାକ୍ଟ୍ରି ପାଇଁ…
Read More...

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ୨୦ରୁ ମିଳିବ ଅନ୍‌ଲାଇନ୍‌ ଟିକେଟ୍‌

ଭୁବନେଶ୍ୱର:କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ବିଶ୍ୱକପରେ ୧୬ଟି ଟିମ୍‌ ଲଢ଼ାଇ କରିବେ। ଏହା ପୂର୍ବରୁ ହକି ଇଣ୍ଡିଆ ନଭେମ୍ବର ୨୭ରେ କଳିଙ୍ଗ ଷ୍ଟାଡିୟମ୍‌ ଏବଂ ନଭେମ୍ବର ୨୮ରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଉଦ୍‌ଘାଟନୀ ଉତ୍ସବ ପାଇଁ ଟିକେଟ ବିକ୍ରି ନେଇ ଘୋଷଣା…
Read More...

ଭାରତୀୟ ବୋହୁ ବେଶରେ ମଥାରେ ସିନ୍ଦୁର, ମଙ୍ଗଳ ସୂତ୍ରରେ ସଜେଇ ହୋଇ ଭାରତ ଫେରିଲେ ଦୀପିକା

ମୁମ୍ବାଇ: ବିବାହ ସାରି ଆଜି ସକାଳେ ଦୀପବୀର ମୁମ୍ବାଇରେ ପହଁଞ୍ଚିଛନ୍ତି । ଉଭୟଙ୍କୁ ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଦୁହେଁ ସକାଳ ୮ଟାରେ ବିମାନରୁ ଓହ୍ଲାଇବାର ଥିଲା । କିନ୍ତୁ ଫ୍ୟାନ୍‌ମାନେ ଏହି ନବ ବିବାହିତ ସେଲିବ୍ରିଟି ଦମ୍ପତିଙ୍କୁ ଦେଖିବାକୁ ଉତ୍ସାହୀ ହୋଇ…
Read More...

ଶ୍ରୀରାମ ମନ୍ଦିରରେ ୧୪ତମ ବାର୍ଷିକ ସାମୂହିକ ସୁନ୍ଦରକାଣ୍ଡ ପାଠୋତ୍ସବ ଅନୁଷ୍ଠିତ

ଭୁବନେଶ୍ବର:ସୀତାରାମ ସତସଙ୍ଗ ମଣ୍ଡଳି ପକ୍ଷରୁ ୧୪ତମ ବାର୍ଷିକ ସାମୂହିକ ସୁନ୍ଦରକାଣ୍ଡ ପାଠୋତ୍ସବ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଏକ ଦିନିଆ ଏହି ପାଠୋତ୍ସବରେ ୮୦୦ ଭକ୍ତ ସାମୂହିକ ସୁନ୍ଦରକାଣ୍ଡ ପାଠ କରିଥିଲେ।ଏହି ପାଠୋତ୍ସବର ମୁଖ୍ୟ ଉଦେଶ୍ୟ ଥିଲା ବିଶ୍ବର…
Read More...

ସହିଦ୍ ସ୍ତମ୍ଭ ଚାରିପଟୁ ୧୦ କଟା ପାପୁଲି ଠାବ

ଯାଜପୁର:କଳିଙ୍ଗନଗର ଆମ୍ବଗଡ଼ିଆ ସହିଦ୍ ସ୍ତମ୍ଭରେ କଟା ହାତ ପାପୁଲି ମିଳିବା ନେଇ ଉତ୍ତେଜନା ଦେଖାଯାଇଛି। ସ୍ଥାନୀୟ ଲୋକମାନେ ସ୍ତମ୍ଭ ଚାରିପଟୁ ୧୨ ବର୍ଷ ତଳର ଆଦିବାସୀଙ୍କ ୧୦ଟି କଟା ହାତ ପାପୁଲି ଠାବ କରିଥିବା ଜଣାପଡ଼ିଛି। ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।…
Read More...

ଅଭିନେତ୍ରୀ ଏଲସାଙ୍କ ୟୁଟର୍ଣ୍ଣ : କହିଲେ ସେଦିନ ରାଗରେ ଥିଲି , କହିଦେଲି

ଭୁବନେଶ୍ୱର: ଫିଲ୍ମ ପାର୍ଟିରେ ଝଡ ସୃଷ୍ଟି କରିଥିବା ବଙ୍ଗିୟ ଅଭିନେତ୍ରୀ ଏଲସା ଏବେ ମତ ବଦଳାଇଛନ୍ତି । କହିଛନ୍ତି ଅତ୍ୟଧିକ ରାଗର ବଶବର୍ତି ହୋଇ ସେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ।ତେବେ ଆଜି ଏହି ବିବାଦ ଏକ ନାଟକୀୟ ମୋଡ ନେଇଛି । ହଠାତ…
Read More...

ହକି ବିଶ୍ୱକପ୍ ପାଇଁ ସଜେଇ ହେଉଛି ରାଜଧାନୀ

ଭୁବନେଶ୍ୱର :ହକି ବିଶ୍ୱକପ ପୂର୍ବରୁ ରାଜଧାନୀର ରାସ୍ତା କଡରେ ହେଉଥିବା ୱାଲ ପେଣ୍ଟିଂକୁ ଜୀବନ୍ତ ରୂପ ଦେବାକୁ ଏବେ ରାଜଧାନୀରେ ଡେରା ପକାଇଛନ୍ତି ଥ୍ରୀ ଡି ପେଣ୍ଟିଂର ଚାରି ବିଶ୍ୱସ୍ତରୀୟ କଳାକାର । ଯେଉଁମାନେ ଭୁବନେଶ୍ୱରକୁ ଥ୍ରୀ ଡି ପେଣ୍ଟିଂ ଜରିଆରେ ନୂଆ ରୂପ ଦେବାରେ ଲାଗି ପଡିଛନ୍ତି ।…
Read More...

ମର୍ଦ୍ଦଳଗୁରୁ ବନମାଳୀ ମହାରଣାଙ୍କ ପରଲୋକ

ଭୁବନେଶ୍ୱର: ମର୍ଦ୍ଦଳଗୁରୁ ବନମାଳୀ ମହାରଣାଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ନିମୋନିଆରେ ପୀଡିତ ହୋଇ ମର୍ଦ୍ଦଳଗୁରୁ ବନମାଳୀ ଚିକିତ୍ସାଧୀନ ଥିଲେ।ଗୁରୁ ଶ୍ରୀ ମହାରଣାଙ୍କ ଜନ୍ମ ପୁରୀ ଜିଲ୍ଲାର ଶିଳ୍ପୀ ଗାଁ…
Read More...