Breaking
Monthly Archives

November 2018

ଶାହାରୁଖ୍‌ ଖାନ୍‌ଙ୍କୁ ଓଡିଶା ନ ଆସିବା ପାଇଁ ମିଳିଲା ଧମକ : ଓଡ଼ିଶା ଆସିଲେ ମୁହଁରେ ମାରିବୁ କାଳି

ଭୁବନେଶ୍ୱର : ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କୁ ଓଡ଼ିଶାରେ ପ୍ରବେଶ ନ କରିବା ପାଇଁ ଧମକ ଦିଆଯାଇଥିବା ଜଣାପଡ଼ିଛି । ଯଦି ସେ ଓଡ଼ିଶାରେ ପାଦ ରଖନ୍ତି,ତେବେ ତାଙ୍କ ସହ ଏପରି ବ୍ୟବହାର କରାଯିବ ଯାହା ସେ କେବେ ବି ଭାବି ନଥିବେ ବୋଲି ଧମକ ମିଳିଛି ।ଯଦି ଶାହାରୁଖ୍‌ ଓଡ଼ିଶା ଆସନ୍ତି ତେବେ…
Read More...

ଦାମଙ୍କ ନୂଆ ଦଳ : ନାମ ରହିଲା ବିଜୁ ସମତା କ୍ରାନ୍ତି ଦଳ

ଭୁବନେଶ୍ୱର:ବିଜେଡ଼ିରୁ ବିତାଡ଼ିତ ହେବା ପରେ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ନୂଆ ଆଞ୍ଚଳିକ ଦଳ ଗଢ଼ିବା ନେଇ ହେଉଥିବା ଆଲୋଚନାର ଅନ୍ତ ଘଟିଛି। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଦାମ ନୂଆ ଦଳ ଗଠନ ନେଇ ସେ ଘୋଷଣା କରିଛନ୍ତି। ଦଳର ନାଁ ରହିଛି 'ବିଜୁ…
Read More...

ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରା

କଟକ: ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି। ଏଥିପାଇଁ କଟକ କିଲ୍ଲା ପଡିଆ ଏବଂ ମହାନଦୀ ପଠାରେ ପ୍ରସ୍ତୁତି ଶେଷ ହୋଇଛି। ଆଜି ସଂଧ୍ୟାରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମିଳିତ ଭାବେ ଏହାକୁ ଉଦ୍‌ଘାଟନ…
Read More...

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ବିଭିନ୍ନ ସ୍ଥାନରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର(ସତ୍ୟଜିତ୍ ରାଉତ୍): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଉଛି ସାରା ରାଜ୍ୟ। ଆଜି ଅନୁଷ୍ଠିତ ହେଉଛି ବୋଇତ ବନ୍ଦାଣ ବା ଡଙ୍ଗା ଭସା ଉତ୍ସବ। ଏହି ଗୌରବମୟ ଉତ୍ସବର ସ୍ମୃତିଚାରଣ କରୁଛନ୍ତି ରାଜ୍ୟବାସୀ। ପ୍ରତୀକ…
Read More...

ବସ-ସ୍କୁଲ ଭ୍ୟାନ ଧକ୍କା : ୬ ସ୍କୁଲ ପିଲାଙ୍କ ସମେତ ୭ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ : ଏକ ସ୍କୁଲ ଭ୍ୟାନକୁ ଯାତ୍ରୀବାହୀ ବାସ ଧକ୍କା ଦେବା ଫଳରେ ୬ ଜଣ ସ୍କୁଲ ପିଲାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି | ଏହି ଦୁର୍ଘଟଣା ମଧ୍ୟପ୍ରଦେଶରେ ଘଟିଛି | ଆଜି ସକାଳେ ଏକ ସ୍କୁଲ ଭ୍ୟାନ ସ୍କୁଲ ପିଲାଙ୍କୁ ନେଇ ସ୍କୁଲକୁ ଯାଉଥିଲା | ଏତିକିବେଳେ…
Read More...

ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କ ପରଲୋକ । ୭୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଛି । ଆଜି ସକାଳ ୧୦ଟା ୪୫ରେ ତାଙ୍କର ବିୟୋଗ ହୋଇଛି। ବୈଷ୍ଣବ ପରିଡ଼ା ବର୍ଷେ ହେବ ଚିକିତ୍ସିତ…
Read More...

ମହାନଦୀ ପୋଲ ଉପରୁ ବସ ଖସିବା ଘଟଣା: ୭ ମୃତ, ୩୦ରୁ ଅଧିକ ଆହତ

କଟକ:କଟକ ମହାନଦୀ ପୋଲରୁ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ ଖସିପଡ଼ିବା ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ଭାବେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଟ୍ୱିଟ୍ ଜରିଆରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରିଛନ୍ତି। ସେହିପରି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ…
Read More...

କଟକ:ମଇଁଷିକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ୍

କଟକ:କଟକ ମହାନଦୀ ପୋଲରୁ ଏକ ଯାତ୍ରୀବାହୀ ବସ୍‌ ଖସିପଡ଼ିଛି। ମଇଁଷିକୁ ଧକ୍କା ଦେଇ ୩୦ ଫୁଟ୍‌ ତଳକୁ ବସଟି ଖସିପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣାସ୍ଥଳରେ କମିସନରେଟ୍‌ ପୋଲିସ, ଦମକଳ ବାହିନୀ ଓ ୯ଟି ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।ଏହି ଦୁର୍ଘଟଣାରେ ଅନେକ…
Read More...