ଭୂବନେଶ୍ବର :ପଦ୍ମ ଛାଡି ଶଙ୍ଖ ଧରିଲେ ସୁଷମା। ସୁଷମା ଭାରତୀୟ ଜନତା ପାର୍ଟିର ମହିଳା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଥିଲେ। ଗତ ନିର୍ବାଚନରେ ସେ ବିଜେପିର ବିଧାୟକ ପାଇଁ ନିଳଗିରିରୁ ଲଢିବା ସହ ୪୯ହଜାରରୁ ଅଧିକ ଭୋଟ ମଧ୍ୟ ପାଇଥିଲେ। କିନ୍ତୁ ସାପ୍ରତିକ ସ୍ଥିତିରେ ନିର୍ବାଚନ ମଣ୍ଡଳିରେ ବିଜେପି ନେତୃତ୍ବଙ୍କ କାର୍ଯ୍ୟକଳାପରେ ଅଣନିସ୍ବାସି ହେବାଯୋଗୁ ସେ ବିଜେପିକୁ ତ୍ୟାଗ କରିଛନ୍ତି ବୋଲି କହିଛନ୍ତି । ଏତତ୍ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତି ଓ ସ୍ବଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିବା ସହ ଆଗାମି ଦିନରେ ଦଳ ପାଇ କାମ କିରିବି ବୋଲି ମତ ଦେଇଛନ୍ତି।ସୁଷମାଙ୍କ ଯୋଗଦାନରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ ଏହା ଦଳକୁ ସଦୃଢ କରିବ ବୋଲି କହିଛନ୍ତି।
Breaking