କଟକ : ହକି ବିଶ୍ୱକପ୍ ପାଇଁ କଟକ ବାରବାଟୀରେ ହେବାକୁ ଥିବା କାର୍ଯ୍ଯକ୍ରମକୁ ଦବଙ୍ଗ ବୟ ସଲମାନ ଖାନ୍ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ବାରବାଟୀରେ ଏ.ଆର ରେହମାନ୍ ସଙ୍ଗୀତ ପରିବେଷଣ କରିବେ । ତେବେ ସଲମାନ ମଧ୍ୟ ଏହି କାର୍ଯ୍ଯକ୍ରମରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ସଲମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଯୋଗ କରାଯାଇଥିବା ଜଣାପଡ଼ିଛି । ତେବେ ସେ ସୁଟିଂରେ ବ୍ୟସ୍ତ ଥିବାରୁ ଫୋନ୍ ଯୋଗେ ସହମତି ଦେଇଥିବା କୁହାଯାଉଛି । ତେବେ ସଲମାନଙ୍କ ଅଫିସ୍ ପକ୍ଷରୁ, ସେ ଆସିବେ କି ନାହିଁ କିଛି ସ୍ପଷ୍ଟ କରାଯାଇନାହିଁ ।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story