Breaking

ମନଜୋତ୍ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଭୁବନେଶ୍ୱର :ଶୈଳଶ୍ରୀ ବିହାରସ୍ଥିତ ମନଜୋତ୍ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ଖୁବ ଧୁମ ଧାମରେ ପାଳିତ ହୋଇଯାଇଛି । ଏଇ ଉତ୍ସବରେ ଛୋଟ ଛୋଟ ପୁଅଝିଅମାନେ ରାଧା,କୃଷ୍ଣ,ଗୋପାଳ ଓ ଗୋପାଳୁଣୀ ବେଶରେ ନିଜକୁ ସଜାଇ ଖୁବ ଚିତାକର୍ଷକ ପରିବେଶ ସୃଷ୍ଟି କରିଥିଲେ । ସ୍କୁଲର ପ୍ରିନ୍ସିପାଲ୍ ଶ୍ରୀମତୀ…
Read More...

ୱିସ୍ ଏବଂ ବଚପନ ପାରାଡାଇଜ ସ୍କୁଲର ମିଳିତ ସହଯୋଗରେ ପ୍ଲାଷ୍ଟିକ ବନ୍ଦ ଏବଂ କାଗଜ ବ୍ୟବହାର କରିବା ପାଇଁ ସଚେତନତା…

ଭୁବନେଶ୍ୱର :ସାମାଜିକ ଅନୁଷ୍ଠାନ ୱିସ୍ ଏବଂ ବଚପନ ପାରାଡାଇଜ ସ୍କୁଲର ମିଳିତ ସହଯୋଗରେ ପ୍ଲାଷ୍ଟିକ ବନ୍ଦ ଏବଂ କାଗଜ ବ୍ୟବହାର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସ୍ୱେଚ୍ଛାସେବୀ ଏବଂ ବଚପନ ପାରାଡାଇଜ ସ୍କୁଲର ଛାତ୍ର ଛାତ୍ରୀ ଓ କର୍ମକର୍ତା ଜନ୍ମାଷ୍ଟମୀ…
Read More...

ପଡ଼ିଆରେ ଡ୍ରେସ୍‌ ଖୋଲି ହଟହଟା ହେଲେ ଟେନିସ୍‌ ଖେଳାଳି

ନୂଆଦିଲ୍ଲୀ: ପଡ଼ିଆରେ ଡ୍ରେସ୍‌ ଓହ୍ଲାଇ ହଟହଟା ହେଲେ ଫ୍ରାନ୍ସ ଟେନିସ୍‌ ତାରକା ଏଲ୍‌ଜି କୋର୍ଣ୍ଣେଟ୍‌। ଯାହାକୁ ନେଇ ତାଙ୍କୁ ଅମ୍ପେୟାରଙ୍କ ଠାରୁ ଚେତାବନୀ ମିଳିଛି।ଏହି ଖେଳାଳି ଜଣଙ୍କ ଡ୍ରେସ୍‌କୁ ଓଲଟା ପିନ୍ଧି ପଡ଼ିଆକୁ ଚାଲିଆସିଥିଲେ। ପରେ ଯେତେବେଳେ ତାଙ୍କୁ ଏହି କଥା ଜଣାପଡିଲା ସେ…
Read More...

ଓଡ଼ିଶାରେ ମୋମୋ ଗେମ୍ ନେଲା ଇଂଜିନିୟରିଂ ଛାତ୍ରଙ୍କ ଜୀବନ

ଭୁବନେଶ୍ୱର: ବ୍ଲୁହେ୍ଵଲ ଚ୍ୟାଲେଞ୍ଜ ପରେ ଏବେ ମୋମୋ ଚ୍ୟାଲେଞ୍ଜ । ସୋସିଆଲ ମିଡିଆରେ ଖେଳୁଛି ମୋମୋ ହ୍ଵାଟସଆପ୍ ଚ୍ୟାଲେଞ୍ଜ । ଇଏ ବି ଏକ ସୁଇସାଇଡ୍ ଗେମ୍ ଠିକ୍ ବ୍ଲୁହେ୍ଵଲ ଭଳି । ହ୍ଵାଟସଆପରେ ଏକ ନମ୍ବର ଭାଇରାଲ ହୋଇଛି । ଏହି ନମ୍ବରର ପ୍ରୋଫାଇଲ୍ ଫଟୋରେ ଏକ ଭୟାନକ ଝିଅର ଚେହେରା ରହିଛି ।…
Read More...

ସବଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କୋଣାର୍କ:ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ମୁନାବର ବିଶ୍ୱାଳ। ତାଙ୍କ ଘର ଅସ୍ଥରଙ୍ଗର ବଳଭଦ୍ରପୁର ଅଞ୍ଚଳରେ। ମୁନାବର ତାଙ୍କ ମାଆଙ୍କୁ ହତ୍ୟା କରି ୨୦୧୫ ମସିହାରୁ ପୁରୀ ଜିଲ୍ଲା ନିମାପଡ଼ା ସବ୍ ଜେଲ୍‌ରେ ସଜ୍ଜା କାଟୁ…
Read More...

ଏହି ତେଲୁଗୁ ହିରୋ ମାନେ କାହିଁକି ହିନ୍ଦୀ ଫିଲ୍ମ କରୁନାହାନ୍ତି ! ଜାଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

ଆଜି ର ସମୟରେ ବଲିଉଡ ରେ ସମସ୍ତେ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି| ଯଦି ପ୍ରତିଭା ଥାଏ ତା ବାଇଡ ଆପଣଙ୍କୁ ଆକାଶ ରେ ପହଁଚେଇଦେବା ନହେଲେ ଆପଣ ଙ୍କୁ ଭୂମି ରେ କଚାଡି ଦେବା ବଲିଉଡ କୁ ବହୁତ ବଡ ଇଣ୍ଡଷ୍ଟ୍ରି ମାନା ଯାଏ କିନ୍ତୁ ଏହାପରେ ମଧ୍ୟ ଏମିତି କଣ କାରଣ ଅଛି ଯେ ବଲିଉଡ ରେ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଦେଖା ଦେଇଥିବା ସମସ୍ୟାର ସମାଧାନ ହେବ

ମେଷ: ସମ୍ମାନର ସହ କାର୍ଯ୍ୟ ସମ୍ପାଦନ କରିବେ। ଆୟ ଯଥେଷ୍ଟ ପରିମାଣର ହୋଇପାରେ। କୀର୍ତ୍ତିମାନ ହେବେ। ଧର୍ମ କର୍ମରେ ଦୀକ୍ଷିତ ହେବେ। ଦେବ ଦର୍ଶନ କରି ସୁଖୀ ହେବେ। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ। ବୃଷ: ଯାତ୍ରା ଶୁଭଙ୍କର ହେବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। କର୍ମକ୍ଷେତ୍ରରେ…
Read More...

ଜନ୍ମାଷ୍ଟମୀରେ ଏହି ୪ଟି ରାଶି ହେବେ ଭାଗ୍ଯଶାଳୀ

ଆସନ୍ତା ମେପ୍ଟେମ୍ବର ୨ ତାରିଖ ଦିନ ଚଳିତ ବର୍ଷର ଜନ୍ମଷ୍ଟମୀ ଉତ୍ସବ ପାଳନ ହେବାକୁ ଥିବା ବେଳେ ଏହା କିଛି ରାଶିର ବ୍ଯକ୍ତିଙ୍କ ପାଇଁ ବହୁ ଭଲ ବୋଲି ଜ୍ଯୋତିଷଶାନ୍ତ୍ର ପ୍ରକାଶ କରିଛନ୍ତି। ଆସନ୍ତୁ ନଜର ପକାଇବା ଏହି ଦିନ କେଉଁ ଚାରୋଟି ରାଶିର ଭାଗ୍ଯ ବଦଳିବାକୁ ଯାଉଛି। ମକରରାଶି : ଏହି…
Read More...