Breaking

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ଗିରଫ

ଭୁବନେଶ୍ୱର :ସିସୋର ଚିଟଫଣ୍ଡ ଠକେଇର ବହୁ ଚର୍ଚ୍ଚିତ ଚେହେରା ତଥା ଅଭିଯୁକ୍ତ ଶୁଭଙ୍କର ନାୟକକୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଛି । ଖାରବେଳ ନଗର ଥାନା ପୋଲିସ ତାଙ୍କୁ ଗିରଫ କରିଛି। ଏନେଇ ଗତକାଲି ରାତିରେ ଉକ୍ତ ମହିଳାଙ୍କ ସହ ତାଙ୍କ ପୁଅ ଭୁବନେଶ୍ୱର ଖାରବେଳନଗର ଥାନାରେ ଅଭିଯୋଗ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୩ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ

ମେଷ: ମାନସିକ ସ୍ତରରେ ଚିନ୍ତା ବୃଦ୍ଧି ହେବ। ସ୍ୱାଧୀନ ଚିନ୍ତାଧାରା ନେଇ କିଛି କରିବା ସମ୍ଭବ ନୁହେଁ। ନୈତିକତା ବୃଦ୍ଧି ହେବ। ମନସ୍କାମନା ପୂରଣ ହେବ। ପାରିବାରିକ ସୁଖ ମିଳିବ। ଭାଗ୍ୟର ପରିବର୍ତ୍ତନ ଘଟିବ। ବୃଷ: ଜନ ସାଧାରଣଙ୍କର ଓ ସମ୍ପର୍କୀୟଙ୍କର କଲ୍ୟାଣ ଭାଜନ ହେବେ। ସୁଖ…
Read More...

ଖୋଲାରେ ଶୌଚ କରୁଛନ୍ତି କି ? ମିଳିବ ମୃତ୍ୟୁ ଦଣ୍ଡ !

ଉତ୍ତରପ୍ରଦେଶ:ଖୋଲାରେ ଶୌଚରୁ ମୁକ୍ତି ପାଇବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାର ଦେଖିବାକୁ ମିଲୁଛି । ଏଥିସହ ଅନେକ ଅଭିଯାନ ମଧ୍ୟ କାଯ୍ୟକାରୀ ହେଉଛି । ତେବେ ଖୋଲାରେ ଶୌଚ କଲେ ମୃତ୍ୟୁ ଦଣ୍ଡ ମିଳିବ ଖବର ସମସ୍ତଙ୍କୁ ଦ୍ୱନ୍ଦରେ ପକାଉଛି । ତେବେ ଏହି ଖବର ମିଲିବା ପରେ ଲୋକେ…
Read More...

ନନ୍ଦନକାନନରେ ମହାବଳ ବାଘ ‘ମନୀଷ’ର ମୃତ୍ୟୁ

ଭୁବନେଶ୍ୱର:ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ମହାବଳ ବାଘ ‘ମନୀଷ’ର ମୃତ୍ୟୁ ଘଟିଛି। ଏହି ମହାବଳ ବାଘକୁ ୮ ବର୍ଷ ବୟସ ହେଉଥିଲା। ମହାବଳ ବାଘଟି ଅସୁସ୍ଥ ହେବାରୁ ତାକୁ ନନ୍ଦନକାନନ ମେଡିକାଲରେ ଚିକିତ୍ସା କରାଯାଉଥିଲା । ବାଘଟି ଗତ ୬ ମାସ ଧରି ବ୍ଲଡ୍‌ ଡ୍ରୋଟୋଜୋନ ରୋଗରେ ଆକ୍ରାନ୍ତ…
Read More...

ଏ ସବୁ ସ୍ଥାନରେ କଳାଜାଇ ଥିଲେ ଟଙ୍କା ଅଭାବ ପଡ଼େ

ସାମୁଦ୍ରିକ ଶାସ୍ତ୍ରରେ ରହିଛି ମଣିଷ ଶରୀରର ବିଭିନ୍ନ ଅଂଶ ସହ ତା’ର ଭାଗ୍ୟ-ଭବିଷ୍ୟତର ସଂପର୍କିତ ସୂଚନା । ଶାରୀରିକ ଗଠନ, ଶରୀରର ରଙ୍ଗ,ବିଭିନ୍ନ ଅଙ୍ଗର ଆକାର ପ୍ରକାର କି ପ୍ରକାର ସୂଚନା ଦେଇଥାଏ, ତାହା ସାମୁଦ୍ରିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଶାସ୍ତ୍ର ଅନୁସାରେ ଶରୀରର ନିର୍ଦ୍ଦିଷ୍ଟ…
Read More...

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୫ ଜୀବନ

ରାୟଗଡ଼ା : ଶ୍ୱାସରୁଦ୍ଧ ହୋଇ ଗଲା ଜୀବନ। ପାଇଖାନା ଟାଙ୍କିରେ ପଡି ୫ ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ବିଷମକଟକ ବ୍ଲକ ଦୁର୍ଗି ପାଇକସାହିରେ ଏହି ଅଘଟଣ ଘଟିଛି । ପ୍ରଥମେ ଟାଙ୍କିରୁ ପାଣି କାଢିବାକୁ ଯାଇ ଜଣେ ଖସି ପଡିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଛି ।…
Read More...

ଆଜି ପବିତ୍ର ଜନ୍ମାଷ୍ଟମୀ ! ସାରା ଦେଶରେ କୃଷ୍ଣମୟ ପରିବେଶ

ଭୁବନେଶ୍ୱର : ଆଜି ପବିତ୍ର ଜନ୍ମାଷ୍ଟମୀ ।ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଓ ସାରା ଦେଶରେ ପାଳନ କରାଯିବ କୃଷ୍ଣ ଜନ୍ମ । ସାରା ରାଜ୍ୟ ଉତ୍ସବ ମୁଖର । ଚଳଚଞ୍ଚଳ ବିଭିନ୍ନ ମନ୍ଦିର । ଭଗବାନ କୃଷ୍ଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି । ମଥୁରା, ବୃନ୍ଦାବନ,…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୨ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ

ମେଷ: ହଠାତ୍‌ କିଛି କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ମନରେ ନୈରାଶ ଭାବ ଜାତ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କେବଳ ଭାଗ ବ୍ୟବସାୟ ଲାଭଜନକ ହେବ। ଯାନ ବାହନରେ ସତର୍କ ରହିବେ। ବୃଷ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶିଳ୍ପ କ୍ଷେତ୍ରରେ ପାରଦର୍ଶୀ ହେବେ।…
Read More...

ମନଜୋତ୍ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଭୁବନେଶ୍ୱର :ଶୈଳଶ୍ରୀ ବିହାରସ୍ଥିତ ମନଜୋତ୍ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ଖୁବ ଧୁମ ଧାମରେ ପାଳିତ ହୋଇଯାଇଛି । ଏଇ ଉତ୍ସବରେ ଛୋଟ ଛୋଟ ପୁଅଝିଅମାନେ ରାଧା,କୃଷ୍ଣ,ଗୋପାଳ ଓ ଗୋପାଳୁଣୀ ବେଶରେ ନିଜକୁ ସଜାଇ ଖୁବ ଚିତାକର୍ଷକ ପରିବେଶ ସୃଷ୍ଟି କରିଥିଲେ । ସ୍କୁଲର ପ୍ରିନ୍ସିପାଲ୍ ଶ୍ରୀମତୀ…
Read More...