Breaking

ମନଜୋତ୍ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

0

ଭୁବନେଶ୍ୱର :ଶୈଳଶ୍ରୀ ବିହାରସ୍ଥିତ ମନଜୋତ୍ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ଖୁବ ଧୁମ ଧାମରେ ପାଳିତ ହୋଇଯାଇଛି । ଏଇ ଉତ୍ସବରେ ଛୋଟ ଛୋଟ ପୁଅଝିଅମାନେ ରାଧା,କୃଷ୍ଣ,ଗୋପାଳ ଓ ଗୋପାଳୁଣୀ ବେଶରେ ନିଜକୁ ସଜାଇ ଖୁବ ଚିତାକର୍ଷକ ପରିବେଶ ସୃଷ୍ଟି କରିଥିଲେ । ସ୍କୁଲର ପ୍ରିନ୍ସିପାଲ୍ ଶ୍ରୀମତୀ ଶୁଭଦୀପା ମହାନ୍ତି ଓ ଅନ୍ୟାନ ଶିକ୍ଷକ,ଶିକ୍ଷୟତ୍ରୀ ମାନେ ଏଇ ଦିବସର ମହତ୍ୱ ବିଷୟରେ ପିଲାଙ୍କୁ ବୁଝାଇ ଥିଲେ । ପରିଶେଷରେ ଛାତ୍ର ଛାତ୍ରୀ ଓ ଅବିଭାବକ ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା ।

loading...

Leave A Reply

Your email address will not be published.