Breaking

ଏହି ତେଲୁଗୁ ହିରୋ ମାନେ କାହିଁକି ହିନ୍ଦୀ ଫିଲ୍ମ କରୁନାହାନ୍ତି ! ଜାଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

0

ଆଜି ର ସମୟରେ ବଲିଉଡ ରେ ସମସ୍ତେ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି| ଯଦି ପ୍ରତିଭା ଥାଏ ତା ବାଇଡ ଆପଣଙ୍କୁ ଆକାଶ ରେ ପହଁଚେଇଦେବା ନହେଲେ ଆପଣ ଙ୍କୁ ଭୂମି ରେ କଚାଡି ଦେବା ବଲିଉଡ କୁ ବହୁତ ବଡ ଇଣ୍ଡଷ୍ଟ୍ରି ମାନା ଯାଏ କିନ୍ତୁ ଏହାପରେ ମଧ୍ୟ ଏମିତି କଣ କାରଣ ଅଛି ଯେ ବଲିଉଡ ରେ କାମ କରିବାକୁ କିଛି ସାଉଥ ଇଣ୍ଡିଆନ ଆକ୍ଟର ଚାହାନ୍ତି ନାହିଁ|

ଅଲୁ ଅର୍ଜୁନ- ସାଉଥ ର ସବୁଠୁ ବେହେତରିନ ଆକ୍ଟର ଅଲୁ ଅର୍ଜୁନ ଯୁବ ପିଢ଼ି ମଧ୍ୟରେ ବହୁ ପ୍ରସିଦ୍ଧ|୨୦୧୭ ରେ DJ ମୁଭି ବହୁତ ହିତ ହେଇଥିଲା ଆହୁରି ମଧ୍ୟ ବହୁତ ସୁପରହିଟ ମୁଭି କଲାପରେ ମଧ୍ୟ ସେ ବଲିଉଡ ଯିବାକୁ ଚାହୁଁନାହାନ୍ତି|ସେ ଅଙ୍କ ଗୁଡିଏ ଫିଲ୍ମ କରି ସାରା ଦେଶରେ ନିଜର ପ୍ରଶଂସକ ତିଆରି କରିପାରିଛନ୍ତି ଓ ସେ ଟଙ୍କା ଫିଲ୍ମ ଦ୍ୱାରା ସମସ୍ତଙ୍କୁ ପାଖେ ପହଂଚିପାରିଥିବାରୁ ଆଉ ହିନ୍ଦୀ ଫିଲ୍ମର ଆବଶ୍ୟକତା ନାହିଁ ବୋଲି କୁହନ୍ତି |

 

N .T ରାମା ରାଓ ଜୁନିଅର-ଅଙ୍କର ପୁରା ଖାନଦାନ ସାଉଥ ମୁଭି ପାଇଁ ସମ୍ପରପିତା କରିଛନ୍ତି|NTR ନାଁ ଭି ନିଜ ଜେଜେ ଠଉର ମିଳିଛି,ଅଙ୍କ ମୁଭି ଘାୟଲ ସାଉଥ ମୁଭି ରେ ଗଣା ଯାଏ|କିନ୍ତୁ ବଲିଉଡ ରେ ତାନ୍କର କିଛି ଇଂଟରେଷ୍ଟ ନାହିଁ|ସେ କୁହନ୍ତି ଯଦି ଦର୍ଶକ ତାଙ୍କୁ ଭଲ ପାଇବେ ତେବେ ସେମାନେ ତାଙ୍କ କୋଉ ଭି ଭାଷାରେ ଫିଲ୍ମହେଲେ ଦେଖିବେ ,ତେଣୁ ହିନ୍ଦୀ ଫିଲ୍ମ କରିବା ଆବଶ୍ୟକତା ନାହିଁ |

ମହେଶ ବାବୁ-ମହେଶ ବାବୁ ସାଉଥ ଇଣ୍ଡଷ୍ଟ୍ରି ଜଣେ ବହୁତ ବଡ ଆକ୍ଟର କିନ୍ତୁ ତାଙ୍କୁ ଯେତେବେଳେ ଇଣ୍ଟରଭିୟୁ ରେ ପଚରାଗଲା ବଲିଉଡ ରେ ଏଣ୍ଟ୍ରି ପାଇଁ ସେ କହିଲେ ବଲିଉଡ ତ ଆମଠୁ ନକଲ କରୁଛି ମୁ ସେଠି ଯାଇକି କିହିଁକି କାମ କରିବି|ୱାଣ୍ଟେଡ ବଲିଉଡ ମୁଭି ମହେଶ ଙ୍କ ମୁଭି ର କପି|ଟଙ୍କା ଫିଲ୍ମ ସାଉଥ ସହ ସାରା ଦେଶରେ ଚାଲୁଥିବାରୁ ସେ ମଧ୍ୟ ହିନ୍ଦୀ ଫିଲ୍ମ ପାଇଁ ଆଗ୍ରହ ରଖନ୍ତି ନାହିଁ |

 

ଚିରଞ୍ଜିବି-ସାଉଥ ର ମେଗାଷ୍ଟାର ଚିରଞ୍ଜିବି ଙ୍କ ମୁଭି ଦେଖିବାକୁ ଲୋକ ତରସି ଯାନ୍ତି|ସଲ୍ମାନ ତାଙ୍କର ଭଲ ବନ୍ଧୁ ଥାଇ ମଧ୍ୟ ସେ ବଲିଉଡ ରେ ମୁଭି କରିବାକୁ ଚାହୁଁନାହାନ୍ତି|

You May Like Here:
            ⇓

loading...

Leave A Reply

Your email address will not be published.