‘ତିତ୍ଲି’ର ପ୍ରଭାବ : ନଦୀରେ ଭାସିଗଲେ ଗୋଟିଏ ପରିବାରର ୬ ସଦସ୍ୟ
ଭଞ୍ଜନଗର : ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଏକ ଅଭାବନୀୟ ଓ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ନଦୀ ପାଣିରେ ଘର ସହ ଗୋଟିଏ ପରିବାର ଲୋକ ଭାସିଯାଇଛନ୍ତି । ଏଭଳି ଅଭାବନୀୟ ଘଟଣାଟି ଘଟିଛି ଗାଡସବାଡି ପଞ୍ଚାୟତ ଭୂତପଙ୍କାଳ ଗାଁରେ । ତିତଲି ପ୍ରଭାବରେ ହେଉଥିବା ବର୍ଷା…
Read More...
Read More...