Breaking

ଢେଙ୍କାନାଳ: ସିଲିଣ୍ଡର ଫାଟି ଜିଅନ୍ତା ଜଳିଗଲେ ମାଆଝିଅ

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ଥାନା ଗୋଡିପାଟଣା ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଆଜି ସକାଳେ ଗ୍ୟାସ୍ ଲଗାଇବା ସମୟରେ ସାମାନ୍ୟ ଅସାବଧାନତା ପାଇଁ ଦୁଇଟି ଜୀବନ ଚାଲି ଯାଇଛି । ସୂଚନାନୁସାରେ, ଆଜି ଭୋରରୁ ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ମମତା ପୋଥାଳ ଓ ତାଙ୍କ ଝିଅ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୭ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଆକସ୍ମିକ ଧନ ଲାଭର ସୁଯୋଗ ଅଛି

ମେଷ: ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଆୟ ଯଥେଷ୍ଟ ପରିମାଣର ହେବ। ଉତ୍ତମ ଭୋଜନ ମିଳିବ। ବ୍ୟବସାୟମୁଖୀ ହୋଇପାରନ୍ତି। ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ବିଦ୍ୟାର୍ଥୀ ଖୁସି ହେବେ। ବୃଷ: ଖର୍ଚ୍ଚାନ୍ତ ହେବେ। ଶୁଭକାର୍ଯ୍ୟରେ ବ୍ୟୟ କରିବେ।…
Read More...

ବୈବାହିକ ଜୀବନରେ ସୁଖ-ଶାନ୍ତି ଚାହୁଁଛନ୍ତି ତ ? ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ

ଦାମ୍ପତ୍ୟ ଜୀବନରେ ସୁଖ ଏବଂ ଶାନ୍ତି ପାଇଁ ସବୁବେଳେ ସମସ୍ତେ ଚେଷ୍ଟା କରିଥାନ୍ତି । ଅନେକ ସମୟରେ ବହୁତ ଛୋଟ ଛୋଟ କଥାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ କଳହ ହୋଇଥାଏ । ତେବେ ଆପଣ କେବେ ମଧ୍ୟ ଭାବି ନ ଥିବେ କଳହର କାରଣ ଆପଣଙ୍କ ଶୋଇବା ଘରେ ଥିବା କିଛି ଜିନିଷ ହୋଇଥାଇ ପାରେ । ଶୋଇବା ଘରେ ଥିବା…
Read More...

ପ୍ରବଳ ବର୍ଷା ଯୋଗୁଁ ଆସନ୍ତାକାଲି ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର:ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଛୁଟି କରିବାକୁ ଆଦେଶ ଦେଇଛନ୍ତି। ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛୁଟି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଅନୁସାରେ…
Read More...

ଅଣ୍ଡା ଆମିଷ ନା ନିରାମିଷ ! ଜାଣନ୍ତୁ ଏହି ତଥ୍ୟରୁ

ଅନେକ ଲୋକ ଅଣ୍ଡାକୁ ମାଂସାହାରୀ ଖାଦ୍ୟ ଭାବେ କହିଥାନ୍ତି । କିନ୍ତୁ ଏମିତି ଅନେକ କାରଣ ଅଛି ଯାହା କି ଏହି କଥାକୁ ସମର୍ଥନ କରିବ ନାହିଁ । ଯଦି ଆମେ ଏହି ପରିଭାଷାରେ ଚାଲିବା ଯେ ,ଯେଉଁ ଲୋକ ମାଂସ ଖାଉଛନ୍ତି , ସେମାନେ ମାଂସାହାରୀ ହୋଇଥାନ୍ତି । ତାହେଲେ ଅଣ୍ଡା ନିଶ୍ଚିତ ରୂପେ ଶାକାହାରୀ ହେବ…
Read More...

ହୋଟେଲରୁ ମିଳିଲା ବେଙ୍ଗଲି ଅଭିନେତ୍ରୀ ପାୟଲଙ୍କ ମୃତ ଦେହ

କୋଲକତା:ବେଙ୍ଗଲୀ ଟିଭି ଓ ଫିଲ୍ମ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ସିଲିଗୁଡିଠାରେ ହେଟେଲ ରୁମରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି ।ମଙ୍ଗଳବାର ଦିନ ଅଭିନେତ୍ରୀ ପାୟଲ ଚର୍ଚ୍ଚ ରୋଡରେ ଏକ ହୋଟେଲ୍‌ ରୁମ୍‌ ବୁକ୍‌ କରିଥିଲେ। ଗତକାଲି ତାଙ୍କୁ ଗ୍ୟାଙ୍ଗଟକ୍‌ ଯିବାର ଥିଲା। କିନ୍ତୁ ସେ ଚେକ୍‌…
Read More...

ପୁଣି ଥରେ ପିତା ହେଲେ ସାହିଦ୍ : ଜାଣନ୍ତୁ ଏଥର ପୁଅ ଆସିଲା ନା ଝିଅ

ନୂଆଦିଲ୍ଲୀ: ପୁଣି ପିତା ହେଲେ ବଲିଉଡ ଅଭିନେତା ସାହିଦ୍ କାପୁର । ବୁଧବାର ବିଳମ୍ବିତ ରାତିରେ ସହିଦଙ୍କ ପତ୍ନୀ ମୀରା ରାଜପୁତ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ସୂଚନା ମିଳିଛି । ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ନବଜାତ ଶିଶୁପୁତ୍ରର ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇନାହିଁ ।ଶାହିଦ ପ୍ରଥମେ ଏକ…
Read More...

ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ୍‌ ସିଲିଣ୍ଡର :ଜିଅନ୍ତା ଜଳିଗଲେ ରୋଗୀ

କେରଳ: ଆମ୍ବୁଲାନ୍‌ସ୍‌ ଭିତରେ ଥିବା ଅକ୍ସିଜେନ୍‌ ଟାଙ୍କି ଫାଟିବାରୁ ଡାକ୍ତରଖାନା ଯାଉଥିବା ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ବୁଧବାର ସନ୍ଧ୍ୟାରେ କେରଳର ଆଲାପୁଜାଃ ଜିଲ୍ଲାରେ ଥିବା ଚମ୍ପାକୁଲମ୍‌ ହସ୍ପିଟାଲର ଠିକ୍‌ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ରୋଗୀ ଜଣଙ୍କୁ ଗୁରୁତର ଅବସ୍ଥାରେ…
Read More...

ଲଗାଣ ବର୍ଷା ପାଇଁ କଟକରେ ସବୁ ସ୍କୁଲ ଓ କଲେଜ ଛୁଟି

କଟକ: ଲଗାଣ ବର୍ଷାରେ ଉବୁଟୁବୁ ସିଲଭର ସିଟି କଟକ । ଅନେକ ଅଞ୍ଚଳ ଏବେ ପାଣି ଘେରରେ । ବିଶେଷକରି ସହରର ତଳି ଅଞ୍ଚଳରେ ପାଣି ଜମି ରହିଛି । ଗତକାଲି ରାତିରୁ ମୂଷଳ ଧାରାରେ ବର୍ଷା ଲାଗି ରହିଛି । ତେଣୁ ପିଲାଙ୍କ ସୁରକ୍ଷାକୁ ଦେଖି ତଥା ଆହୁରି ବର୍ଷା ହେବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ…
Read More...