Breaking

ଲଗାଣ ବର୍ଷାରେ ଧସିଲା କାନ୍ଥ, ୨ମୃତ

0

ଗଜପତି: ପ୍ରବଳ ବର୍ଷା ଫଳରେ ଘଟିଛି ଏକ ଅଘଟଣ। କାନ୍ଥପଡ଼ି ୨ ଜଣଙ୍କର ମୃତ୍ଯୁ ହୋଇଛି । ଗଜପତି ଗୋସାଣି ଲାବନ୍ୟଗଡ଼ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ସତ୍ୟସୁନ୍ଦର ମହାପାତ୍ର ଓ ତାଙ୍କ ସ୍ତ୍ରୀ କୌଶଲ୍ୟ ସେଠୀ । ଜଣେ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

loading...

Leave A Reply

Your email address will not be published.