Breaking

‘ତିତ୍‌ଲି’ର ପ୍ରଭାବ : ନଦୀରେ ଭାସିଗଲେ ଗୋଟିଏ ପରିବାରର ୬ ସଦସ୍ୟ

0

ଭଞ୍ଜନଗର : ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଏକ ଅଭାବନୀୟ ଓ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ନଦୀ ପାଣିରେ ଘର ସହ ଗୋଟିଏ ପରିବାର ଲୋକ ଭାସିଯାଇଛନ୍ତି । ଏଭଳି ଅଭାବନୀୟ ଘଟଣାଟି ଘଟିଛି ଗାଡସବାଡି ପଞ୍ଚାୟତ ଭୂତପଙ୍କାଳ ଗାଁରେ । ତିତଲି ପ୍ରଭାବରେ ହେଉଥିବା ବର୍ଷା ଯୋଗୁଁ ଅଡାଙ୍ଗି ନଦୀ ପାଣିରେ ଗୋଟିଏ ଘର ଭାସିଯାଇଛି ।ତେବେ ବର୍ତ୍ତମାନ ପ ର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ । ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି । ଗାଁ ଲୋକ ସମେତ ଅଗ୍ନିଶମ ବିଭାଗ ଓ ଓଡାରଫ ଟିମ୍ ଲାଗିଛନ୍ତି । ତଥାପି କୌଣସି ସୁଫଳ ମିଳିପାରି ନାହିଁ ବୋଲି ସୂଚନା ମିଳିଛି ।

loading...

Leave A Reply

Your email address will not be published.