ଆସୁଛନ୍ତି ଗଜଲକ୍ଷ୍ମୀ : ପୂଜା ପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର
ଢେଙ୍କାନାଳ: ଚାଲିଛି ପାର୍ବଣ ଋତୁ। ଦୁର୍ଗାପୂଜା ପରେ ଏବେ ଆସୁଛି ଗଜଲକ୍ଷ୍ମୀ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଢେଙ୍କାନାଳ ସହର। ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକମାଳାରେ ଝଲସିବ ସାରା ସହର। ଏବେ ଜୋରସୋରରେ ଚାଲିଛି ତୋରଣ ଓ ମୂର୍ତ୍ତି କାମ।
ଚଳିତବର୍ଷ ୪୦ଟି ମଣ୍ଡପରେ ପୂଜା ପାଇବେ ମା’…
Read More...
Read More...