Breaking

ଜାଣନ୍ତୁ ଗୋଟିଏ ଇଂଷ୍ଟାଗ୍ରାମ ପୋଷ୍ଟ ପାଇଁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି

ଅନୁଷ୍କା ଶର୍ମାଙ୍କ ପତି ବା ଭାରତ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କୁ ଇଂଷ୍ଟାଗ୍ରାମର ରିଚ ସେଲିବ୍ରେଟୀଙ୍କ ମଧ୍ୟରେ ୧୭ ନମ୍ବରରେ ରଖାଯାଇଛି । ଫୋଟ ସେୟାରିଙ୍ଗ ସାଇଟ କହିଛନ୍ତିଯେ ଗୋଟିଏ ଫୋଟୋ ପୋଷ୍ଟ ପାଇଁ ବିରାଟ କୋହଲି କେତେ ଟଙ୍କା ନିଅନ୍ତି । ବିରାଟ କୋହଲି ଗୋଟିଏ ଫୋଟୋ…
Read More...

ଦାମଙ୍କ ବିସ୍ଫୋରକ ବୟାନ,ଜଣେ ଅଫିସର୍‌ ଓ ୩ ଜଣ ବିଧାୟକଙ୍କ ଦ୍ୱାରା ବିଜେଡି ଚାଲିଛି

ଭୁନନେଶ୍ୱର: ବିଜେଡିରୁ ବରିଷ୍ଠ ନେତା ଡା ଦାମୋଦର ରାଉତ ଖୁବଶୀଘ୍ର ବିଦା ହେବାକୁ ଯାଉଛନ୍ତି । ତାଙ୍କ ବିରୋଧରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଲମ୍ବିତ କରିବା ପାଇଁ ସୂଚନା ମିଳିଛି । ଡା. ରାଉତ କିଛି ଦିନ ହେଲା ଲଗାତାର ଭାବେ ସରକାର ଓ ଦଳ ବିରୋଧରେ ମତ ରଖି ଚାଲିଛନ୍ତି ।…
Read More...

ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି । ଏହା ଆଗାମୀ ମାସରୁ ଲାଗୁ ହେବ । ଆଜି ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଆଶା, ଅଙ୍ଗନବାଡି ଏବଂ ଏଏନଏମ କର୍ମଚାରୀଙ୍କ ସହିତ ଏକ ଭିଡିଓ ବ୍ରିଜ…
Read More...

ଶୈଳଶ୍ରୀବିହାରରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର:ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ ଏକ ବଡ଼ ଧରଣର ଲୁଟ ହୋଇଛି । ଘର ଝରକା ତାଡି ଲୁଟେରାମାନେ ଭିତରେ ପଶିବା ସହ ସୁନା ଅଳଙ୍କାର, ନଗଦ ଟଙ୍କା, କାର ଓ ସ୍କୁଟି ନେଇ ଚମ୍ପଟ ମାରିଛନ୍ତି ।ଲୁଟର ଶିକାର ହୋଇଛନ୍ତି ସନ୍ତୋଷ କୁମାର ବେହେରା । ରିପୋର୍ଟ ଅନୁସାରେ, ସନ୍ତୋଷ ଏବଂ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୧ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଚାକିରି କ୍ଷେତ୍ରରେ ଉଚ୍ଚ…

ମେଷ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭର ସୂଚନା ମିଳୁଛି। ବନ୍ଧୁ ସହାୟତା ପାଇ ଉପକୃତ ହେବେ। ବୃଷ: ଆର୍ଥିକ ସମସ୍ୟା ଦେଖାଦେଇ ପାରେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ।…
Read More...

ଭାରତ ବନ୍ଦ ଯୋଗୁଁ କଡା ସୁରକ୍ଷା ମଧ୍ୟରେ ବିଧାନସଭାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭାରତ ବନ୍ଦ ଯୋଗୁଁ ଆଜି ସକାଳୁ କଂଗ୍ରେସ କର୍ମୀମାନେ ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, ସତସଙ୍ଗବିହାର, ନୟାପଲ୍ଲୀ, ରସୁଲଗଡ, ଏଜି ଛକ ଆଦି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଛନ୍ତି। ତେବେ ରସ୍ତା ରୋକ ପ୍ରଭାବରେ ବିଧାନସଭା ଆଗରେ ମଧ୍ୟ କଂଗ୍ରେସ…
Read More...

ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରା

ଭୁବନେଶ୍ୱର :ପେଟ୍ରୋଲ-ଡିଜେଲ ଓ ରନ୍ଧନ ଗ୍ୟାସର ବର୍ଦ୍ଧିତ ଦର ବିରୋଧରେ କଂଗ୍ରେସ ପକ୍ଷରୁ ସୋମବାର ‘ଭାରତ ବନ୍ଦ’ ପାଳନ କରାଯାଉଛି । ଦେଶ ସମେତ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସାରାରାଜ୍ୟରେ ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଇଛି।ସକାଳ ୬ଟାରୁ କଂଗ୍ରେସ ନେତା ଓ କର୍ମୀ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୦ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଜୀବନସାଥୀଙ୍କ ସହିତ ତାଳମେଳ ଭଲ ରହିବ

ମେଷ: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ। ମହତ୍ତ୍ୱପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ଆଇନ ଛାତ୍ରଙ୍କୁ ଚାକିରିର ସୁଯୋଗ ମିଳିବ। ବୃଷ: ଦିନଟି ଆପଣଙ୍କ ଲାଗି ବହୁତ ଭଲ ରହିବ। କ୍ୟାରିୟର ସହିତ ସଂଲଗ୍ନ ନୂଆ…
Read More...

ପଟିଆରେ ଖୋଲିଲା ଓ୍ବାଓ ମୋମୋର ୧୦ମ ଆଉଟଲେଟ୍

ଭୁବନେଶ୍ବର:ପଟିଆସ୍ଥିତ କିଟ୍ ରୋଡ ଠାରେ ଓ୍ବାଓ ମୋମୋର ୧୦ମ ଆଉଟଲେଟ୍ ଉଦଘାଟିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ସାଗର ଦୟାନିଧି ଯୋଗଦେଇ ଉଦଘାଟନ କରିଛନ୍ତି।ଏହି ଅବସରରେ ଶ୍ରୀ ସାଗର କହିଥିଲେ ସାରା ଭାରତବର୍ଷରେ ହଜାରରୁ ଉର୍ଦ୍ଧ ଆଉଟଲେଟ୍ ଖୋଲିବାପାଇଁ ଲକ୍ଷ ରଖିଛି।…
Read More...