Breaking

ହୋଲି ପାଇଁ ସାରାଦେଶ ଉତ୍ସବମୁଖର : ପରସ୍ପରକୁ ଫଗୁ ଅବିର ଲଗାଇ ଜଣାଇଲେ ହୋଲି ଶୁଭେଚ୍ଛା

ଭୁବନେଶ୍ବର :ଆଜି ରଙ୍ଗର ପର୍ବ ହୋଲି । ରଙ୍ଗର ରଙ୍ଗରେ ରଙ୍ଗୀନ୍ ପରିବେଶ । ରଙ୍ଗ, ଅବିରିରେ ସଭିଏଁ ରଙ୍ଗିନ । ସବୁ ଭେଦଭାବ, ମାନ ଅଭିମାନ ଭୁଲି ଲୋକମାନେ ହୋଲି ଖେଳିବା ସହ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ମିଠା ଖୁଆଇ ଖୁସି ମନାଇଛନ୍ତି । ତେବେ ଏହି ଗଣପର୍ବରେ ନେତା ବି ନିଜକୁ ସାମିଲ…
Read More...

ବିଜେପିରେ ଯୋଗଦେଲେ ରିଷଭ

ଭୁବନେଶ୍ୱର : ବିଜେଡିକୁ ସମାନ କାଇଦାରେ ଚେକ୍ ଦେଲେ ଧର୍ମେନ୍ଦ୍ର। କିଛିଦିନ ତଳେ ବସନ୍ତ ପଣ୍ଡାଙ୍କ ପୁତୁରା ବିଜେଡିରେ ଯୋଗଦାନ କରିଥିଲେ। ସେ ଦିନଠାରୁ ଧର୍ମେନ୍ଦ୍ର ଚଳାଇ ଥିଲେ ରାଜନୈତିକ କସରତ। ଦଳ ଅଦଳବଦଳ ରାଜନୀତି ଜୋର ଧରିଥିବାବେଳେ ବିଜେପିରେ ଯୋଗ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ…
Read More...

ପରଲୋକରେ ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ର : ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ପରଲୋକରେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ର । ସେ ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ନେହଲତା ମହାପାତ୍ର ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ।ତାଙ୍କ ବିୟୋଗ ଖବରପାଇ…
Read More...

ଦୋଳ ଉତ୍ସବ : ଘର ଘର ବୁଲି ଭୋଗ ଖାଉଛନ୍ତି ରାଧା ମାଧବ

ଭୁବନେଶ୍ବର : ‘ଫଗୁଣ ମାସରେ ଦୋଳ ଗୋବିନ୍ଦ, ଫଗୁ ଖେଳୁଛନ୍ତି ପରମା ନନ୍ଦ’, ଅର୍ଥାତ ଫଗୁଣ ମାସ ଆସିଲେ ମନେପଡ଼େ ଫଗୁ ଉତ୍ସବର କଥା। ଏହି ସମୟେରେ ଭକ୍ତମାନେ ଦୋଳ ବିମାନରେ ରାଧାମାଧବଙ୍କୁ ବସାଇ ବିଭିନ୍ନ ଗ୍ରାମକୁ ନେଇ ପୂଜା କରିଥାଆନ୍ତି। ରାଜଧାନୀ ଉପକଣ୍ଠର ଗ୍ରାମାଞ୍ଚଳରେ ଏହି ଉତ୍ସବ ବଡ଼…
Read More...

ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର : ଓଡିଶାରେ ୨୦ ବର୍ଷ ଶାସନ କରିଥିବା ବିଜୁ ଜନତା ଦଳ ପଞ୍ଚମ ଥର ଲାଗି ଆରମ୍ଭ କରିଛି ତାର ବିଜୟ ଅଭିଯାନ ଯାହାର ମଙ୍ଗ ଧରିଛନ୍ତି ବିଜୁ ନନ୍ଦନ ନବୀନ । ଆଜି ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ…
Read More...

ଦିଶାର ଅଷ୍ଟମ ବାର୍ଷିକ ଉତ୍ସବ

ଭୁବେନେଶ୍ୱର:ସାମାଜିକ କ୍ଷେତ୍ରରେ ବିଗତ ଦଶବର୍ଷ ଧରି ସେବା ଯୋଗାଇଥିବା ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦିଶା ଓଡିଶା ତାର ଅଷ୍ଟମ ଉତ୍ସବ ଜୟଦେବ ଭବନ ରେ ପାଲିତ ହୋଇଯାଇଛି । ସାମାଜିକ ସଚେତନତା ପାଇଁ ଉତ୍ସର୍ଗୀକୃତ ହୋଇ ଏହି ଅନୁଷ୍ଠାନ ରେ ପ୍ରତ୍ୟେକ ବର୍ଷ ତାର ଉସଭ ବିଧିବର୍ଦ୍ଧ ଭାବେ…
Read More...

“ଝୁରି ହେଉଛି ଦିନକାଳ,ମନ ଖୋଜୁଛି ସେକାଳ ପଖାଳ”

ଭୁବନେଶ୍ୱର(ସତ୍ୟଜିତ୍ ରାଉତ୍):ପଖାଳ କହିଲେ ଗାଁର ସଂସ୍କୃତି, ଗାଁର ପରିବେଶ ଓ ଗାଁର କଥା ମନେ ପଡ଼ିଯାଏ। ଏଥିପାଇଁ ମାର୍ଚ୍ଚ ୨୦ରେ ବିଶ୍ୱବ୍ୟାପୀ ବିଶ୍ୱ ପଖାଳ ଦିବସ ପାଳିତ ହେଉଛି। ୨୦୧୩ ମସିହାରୁ ଏହି ଦିବସ ପାଳନ ହୋଇ ଆସୁଛି। ଏଥିପାଇଁ ଓଡ଼ିଆ ବେଶ‌ ଉତ୍ସାହିତ। ପଖାଳ କଥା କହିଲେ ଓଡ଼ିଆଙ୍କ…
Read More...

ଘରକୁ ବାହୁଡିଲେ ଘଡାଇ

ଭୂବନେଶ୍ବର:ହଟିଲା ନିଲମ୍ବନ ଆଦେଶ। ପ୍ରଫୁଲ୍ଲଙ୍କ ହେଲା ଘର ବାହୁଡା। ନିର୍ବାଚନକୁ ଆଖିଆଗରେ ରଖି ବିଜେଡି ସୁପ୍ରିମୋଙ୍କ ଆବଶ୍ୟକ ପଡିଲେ ଦଳର ପୁରୁଖା ନେତୃତ୍ବ। ୨୦୧୪ ମସିହାରେ ପ୍ରଫୁଲ୍ଲଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଯଦିଓ ଘଡାଇଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ସେ ତା ପରେ ମଧ୍ୟ…
Read More...

ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ

ଭୂବନେଶ୍ୱର : ଘୋଷଣା ହେଲା ପ୍ରାର୍ଥୀ ତାଲାକା । ନେତାଙ୍କ ଠାରୁ ନେଇ କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିଥିଲେ ବିଜେଡ଼ି ସୁପ୍ରିମୋଙ୍କ ପ୍ରାର୍ଥୀ ତାଲିକା ଘୋଷଣାକୁ । ପ୍ରତିକ୍ଷାର ଅବସାନ ଘଟାଇ ବିଜେଡ଼ିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ସୂଚନାଯୋଗ୍ୟଯେ, ବିଜ୍ଞପ୍ତି…
Read More...