ଭୂବନେଶ୍ବର:ହଟିଲା ନିଲମ୍ବନ ଆଦେଶ। ପ୍ରଫୁଲ୍ଲଙ୍କ ହେଲା ଘର ବାହୁଡା। ନିର୍ବାଚନକୁ ଆଖିଆଗରେ ରଖି ବିଜେଡି ସୁପ୍ରିମୋଙ୍କ ଆବଶ୍ୟକ ପଡିଲେ ଦଳର ପୁରୁଖା ନେତୃତ୍ବ। ୨୦୧୪ ମସିହାରେ ପ୍ରଫୁଲ୍ଲଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଯଦିଓ ଘଡାଇଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ସେ ତା ପରେ ମଧ୍ୟ ଦଳ ବିରୋଧି କୌଣସି ପଦକ୍ଷେପ ନେଇନଥିଲେ ଓ ସୁପ୍ରିମୋଙ୍କ ପ୍ରତି ଅସ୍ଥା ବଜାୟ ରଖିଥିଲେ। ରାଜନିତୀରେ ପ୍ରବିଣ ପ୍ରଫୁଲ୍ଲ ନବୀନଙ୍କ କ୍ୟାବିନେଟ୍ ରେ ବହୁ ଗୁରୁତ୍ୱପୂର୍ଣ ବିଭାଗରେ କାମ କରିସାରିଛନ୍ତି । ତେବେ ପ୍ରଫୁଲ୍ଲଙ୍କ ଘର ବାହୁଡା ନିଶ୍ଚିତରୂପେ ଦଳକୁ ଆହୁରି ମଜଭୁତ କରିବ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’