Breaking

ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

ଗୋଆ : ଆରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ମନୋହର ପାରିକର ଆଜି ଗୋଆର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କର ବୟସ ୬୩ ବର୍ଷ ବୟସ ହୋଇଥିଲା । ମନୋହର ପାରିକର ଦୀର୍ଘଦିନ ଧରି ଆଗ୍ନାଶୟ ରୋଗରେ ପୀଡିତ ଥିଲେ…
Read More...

ହାତୀ ଚିହ୍ନରେ ନିର୍ବାଚନ ଲଢ଼ିବେ କିନ୍ନର କାଜଲ ନାୟକ

ଯାଜପୁର: କିନ୍ନର କାଜଲ ନାୟକ ହେବେ ବିଏସପିର କୋରେଇ ବିଧାୟକ ପ୍ରାର୍ଥୀ । ଗତକାଲି ଦଳ ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯାଇଛି । ଯାଜପୁର ଟ୍ରାନ୍ସଜେଣ୍ଡର ଆସୋସିଏସନର ସଭାପତି ଥିବା କାଜଲ ଟିକେଟ୍ ପାଇଁ ଲବି କରୁଥିବା ବେଳେ ବିଏସପି ତାଙ୍କ ଉପରେ ଭରସା କରିଛି । ବି.ଏସ.ପି ର ରାଜ୍ୟ ସମ୍ପାଦକ…
Read More...

ଶଙ୍ଖ ଧରିଲେ ମୀରା ପରିଡା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଘୋଷଣା ହେବାର କିଛି ଦିନପରେ ଗତ ୪ ଦିନ ଧରି ଲଗାତର ଭାବେ ନବୀନ ନିବାସ ଆଗରେ ଦେଖିବାକୁ ମିଳୁଛି ଭିଡ । ଶହ ଶହ ନେତାଙ୍କ ସହ କର୍ମୀଙ୍କ ଭିଡ ଦେଖିବାକୁ ମିଳୁଛି ନବୀନ ନିବାସ ଆଗରେ ।ଆଜି ବିଜେଡିରେ ସାମିଲ ହୋଇଛନ୍ତି ମୀରା ପରିଡା । ଆଜି ନବୀନ ନିବାସରେ…
Read More...

ରଣକ୍ଷେତ୍ର ବଦଳାଇବେ ବିଜେଡି ଦଳପତି

ଭୂବନେଶ୍ବର:ନିଜ ସ୍ବଛ ଭାବମୂର୍ତିକୁ ନେଇ ସବୁବେଳେ ଚର୍ଚାରେ ଥିବା ନବୀନ କରିଛନ୍ତି ରାଜନିତିକ ଗୋଟିଚାଳନା । ନବୀନ ନିଜ ନିର୍ବାଚନ ଆସନ ବଦଳାଇବା ନେଇ ଇଙ୍ଗିତ ଦେଇଛନ୍ତି । ପଶ୍ଚିମ ଓଡ଼ିଶା ନେତା, ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ମାନେ ମୋତେ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ନବୀନ…
Read More...

ବିଜେଡିରୁ ଇସ୍ତଫା ଦେଲେ ପ୍ରିତିନନ୍ଦା

ଭୁବନେଶ୍ୱର:ବରିଷ୍ଠ ନେତା ଡ଼ାକ୍ତର ଦାମୋଦର ରାଉତ ବିଜେପିରେ ଯୋଗଦେବା ପରେ ସକ୍ରୀୟ ରାଜନୀତିରେ ଥିବା ତାଙ୍କ ଝିଅ ପ୍ରିତିନନ୍ଦା ରାଉତରାୟ ବିଜେଡ଼ିରୁ ଇସ୍ତଫା ପ୍ରଦାନ କରିଛନ୍ତିି । ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ସେ ଦଳ ଛାଡ଼ିଥିବା ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି । ଦାମଙ୍କ ବଡ଼ଝିଅ…
Read More...

ହାତ ଛାଡ଼ିଦେଲେ ପ୍ରକାଶ

ଭୂବନେଶ୍ବର:କଂଗ୍ରେସକୁ ବାଏ ବାଏ କରିଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା । କଂଗ୍ରେସର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେବା ସହ କଂଗ୍ରେସ ସହ ୨୦ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି ପ୍ରକାଶ ବେହେରା । ପ୍ରକାଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇ ଏହା ସ୍ପଷ୍ଟ…
Read More...

ପଦ୍ମଶ୍ରୀରେ ସମ୍ମାନିତ ହେଲେ ୩ ଓଡିଆ

ନୂଆଦିଲ୍ଲୀ:ସମାଜସେବା ତଥା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ୩ ଓଡିଆଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି । ସେମାନେ ହେଲେ ଦୈତାରୀ ନାୟକ,…
Read More...

ନିର୍ବାଚନ କଣ୍ଟ୍ରୋଲ ପାଈ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଭୁବନେଶ୍ବର:ନିର୍ବାଚନ ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସମସ୍ତ ରାଜନିତିକ ଦଳ ରହିବେ ନିର୍ବାଚନ ଆୟୋଗଙ୍କ ସ୍କାନରରେ। ଏହାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଇଛି।୨୦୧୯ ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍…
Read More...

ଅର୍ବାନ ଲିଭିନ୍ ଠାରେ ଆଉଟ୍ଡୋର ବିଲ୍ଡିଂ ସୌନ୍ଦର୍ଯ୍ୟକରଣ ଦ୍ରବ୍ୟ

ଭୁବନେଶ୍ୱର:ସ୍ଥାନୀୟ ସହିଦନଗର, ୨୦୮ପ୍ଲଟରେ ଥିବା ଅର୍ବାନ ଲିଭିନ୍ଠାରେ ବିଭିନ୍ନ ପ୍ରକାରର ଆଉଟ୍ଡୋର ବିଲ୍ଡିଂ ସୌନ୍ଦର୍ଯ୍ୟ କରଣୀୟ ଦ୍ରବ୍ୟ ଉନ୍ମୋଚିତ ହୋଇଯାଇଛି । ଅର୍ବାନ୍ଲିଭିନ୍ ତରଫରୁ ତିମିର ରଂଜନ ପାତ୍ର,ଏମ୍ସିଏମ୍ର ପ୍ରମୋଦ କୁମାର ମହାପାତ୍ର, ଫିନେଷ୍ଟାର ପ୍ରବିର ପୋଦାର, ୟୁନିଷ୍ଟୋନର…
Read More...

ବିଜେବି କଲେଜ ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ୱଚ୍ଛତା ଅଭିଯାନ

ଭୁବନେଶ୍ୱର:ଓଡିଶାର ପୁରାତନ ଶିକ୍ଷା ଅନୁଷ୍ଠାନ ମାନଙ୍କ ମଧ୍ୟରେ ବକ୍ସି ଜଗବନ୍ଧୁ ସ୍ୱୟଂ ଶାସିତ ମହାବିଦ୍ୟାଳୟ।ଏହାର ଛାତ୍ରଛାତ୍ରୀ ମାନେ ପାଠ ପଢ଼ାରେ ଯେପରି ପାରଦର୍ଶିତା ଦେଖାଇଥାନ୍ତି ସେହିପରି ଭାବେ ସାମାଜିକ ସୁରକ୍ଷା ଉପରେ ମଧ୍ୟ କାର୍ଯ୍ୟ କରି ଆସିଛନ୍ତି। ସାରାଦେଶରେ ପରିବେଶ…
Read More...