Breaking

ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ

ଘୋଷଣା ହେଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

0

ଭୂବନେଶ୍ୱର : ଘୋଷଣା ହେଲା ପ୍ରାର୍ଥୀ ତାଲାକା । ନେତାଙ୍କ ଠାରୁ ନେଇ କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିଥିଲେ ବିଜେଡ଼ି ସୁପ୍ରିମୋଙ୍କ ପ୍ରାର୍ଥୀ ତାଲିକା ଘୋଷଣାକୁ । ପ୍ରତିକ୍ଷାର ଅବସାନ ଘଟାଇ ବିଜେଡ଼ିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ସୂଚନାଯୋଗ୍ୟଯେ, ବିଜ୍ଞପ୍ତି ପ୍ରକାଶ ସହ ଅପ୍ରେଲ ୧୧ରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ।

ଆସନ୍ତୁ ଜାଣିବା କିଏ ଓହ୍ଲାଇବେ ନିର୍ବାଚନ ମଇଦାନକୁ

କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ
ଭବାନୀପାଟଣା : ଦୁଷ୍ମନ୍ତ ନାୟକ
ନର୍ଲା : ଭୂପିନ୍ଦର ସିଂହ
ଜୁନାଗଡ଼ : ଦିବ୍ୟଶଙ୍କର ମିଶ୍ର
ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ
ଖରିଆର : ଲମ୍ବୋଧର ନିହାଲ

ବ୍ରହ୍ମପୁର ସାଂସଦ ପ୍ରାର୍ଥୀ : ଚନ୍ଦ୍ରଶେଖର ସାହୁ
ହିଞ୍ଜିଳି : ନବୀନ ପଟ୍ଟନାୟକ

କନ୍ଧମାଳ ସାଂସଦ ପ୍ରାର୍ଥୀ: ଅଚୁ୍ୟତ ସାମନ୍ତ
ଜି ଉଦୟଗିରି : ସାଲୁଗା ପ୍ରଧାନ
ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ
ଦଶପଲା : ରମେଶ ବେହେରା
କନ୍ଧମାଳ : ଅଚ୍ୟୁତ ସାମନ୍ତ

ଅତାବିରା : ସ୍ନେହାଗିନୀ ଛୁରୀଆ
ବିଜେପୁର : ନବୀନ ପଟ୍ଟନାୟକ

କୋରାପୁଟ ସାଂସଦ ପ୍ରାର୍ଥୀ : କୌଶଲ୍ୟା ହିକକା
ବିଷମକଟକ : ଜଗନ୍ନାଥ ସାରକା
ରାୟଗଡ଼ା : ଲାଲବିହାରୀ ହିମିରିକା
କୋରାପୁଟ : ରଘୁରାମ ମାଛ
ଜୟପୁର : ରବି ନାରାୟଣ ନନ୍ଦ

loading...

Leave A Reply

Your email address will not be published.