Breaking

ଚାମୁଣ୍ଡାଦେବୀ ମନ୍ଦିରରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ

ଦିଗପହଣ୍ଡି : ଦିଗପହଣ୍ଡି ସହର ଉକଣ୍ଠ ଚାଙ୍ଗୁଡିଦେଇ ପାହାଡ ପର୍ବତ ମାଳାରେ ଥିବା ମାଁ ଚାମୁଣ୍ଡେଶ୍ୱରୀ ଶକ୍ତି ପୀଠରେ ଗତ ୧ ତାରିଖରୁ ଆରମ୍ଭ ହୋଇଯାଇଥିବା ବିଶ୍ୱଶାନ୍ତି ମହାଯଜ୍ଞକୁ ନେଇ ମନ୍ଦିର ପରିସର ଚଳଚଞ୍ଚଳ ହୋଇ ଉଠିଛି । ଗମନାଗମନର ସୁବନ୍ଦୋବସ୍ତ ରହିଥିବା ପାହାଡ ଉପରେ ଏହି ମନ୍ଦିରରେ…
Read More...

ପରପାରିରେ ବାସୁଦେବ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ବିଶିଷ୍ଟ ସଂଗୀତଜ୍ଞ ବାସୁଦେବ ରଥଙ୍କ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବା କାରଣରୁ କଟକର ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ନିଧନ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ…
Read More...

ଆହାରକୁ କେନ୍ଦ୍ର କରି ପ୍ରହାର

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଗୁଣପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କର ଗରିବ ଲୋକଙ୍କ ପାଇଁ ଚିନ୍ତା ନାହିଁ ଓ ଗରୀବଙ୍କ ପାଇଁ ରାଜ୍ୟ ସରକାର ଆହାର ଯୋଜନା ଆରମ୍ଭ କରିଥିବାବେଳେ ଯୋଜନା ପାଇଁ…
Read More...

ଆଜିଠାରୁ ଯୁକ୍ତ ୨ ଖାତା ମୂଲ୍ୟାୟନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ଆଜିଠାରୁ ଯୁକ୍ତ ୨ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ। ଦୁଇଟି ପର୍ୟ୍ୟାୟରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତା ଇ-ମୂଲ୍ୟାୟନ ହେବା ସହ କଳା ବିଭାଗର ଅନ୍ୟାନ୍ୟ ବିଷୟ ମାନୁଆଲ୍ ପ୍ରକ୍ରିୟାରେ ମୂଲ୍ୟାୟନ ହେବ। ଏପ୍ରେଲ୍ ୮ରୁ ୨୨…
Read More...

ସଶକ୍ତ ହେବ ଭାରତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ ଭାରତର ପ୍ରାୟ ୧୦୦ଟି ଉପଗ୍ରହ ୨୦୨୫ ସୁଦ୍ଧା ମହାକାଶରେ ପୃଥିବୀ ପରିକ୍ରମା କରିବା ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର । ଏହାଦ୍ବାରା ଭାରତ ସାଟେଲାଇଟର ସୁରକ୍ଷା କରିବା କ୍ଷମତା ହାସଲ କରିବ। ରାଷ୍ଟ୍ରୀୟ ସୁରକ୍ଷା ଉପ-ପରାମର୍ଶଦାତା ପଙ୍କଜ ସରନ କହିଛନ୍ତି ଯେ…
Read More...

ସୂର୍ଯ୍ୟଙ୍କ ଗଡରେ ବାଲିଙ୍କ ରଣ ହୁଙ୍କାର : ରୋଡ୍ ଶୋରେ ସାମିଲ ହେଲେ ହଜାରେରୁ ଉଦ୍ଧ୍ୱର୍ ଯୁବକ

ଦିଗପହଣ୍ଡି:ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଗ୍ରହଣ ହେବାକୁ ରହିଛି । ଆସନ୍ତା ୯ ତାରିଖ ସନ୍ଧ୍ୟା ୬ ଘଣ୍ଟ ସମୟରେ ନିର୍ବାଚନୀ କମିଶନର୍ଙ୍କ ନିର୍ଦ୍ଦେଶାନୁଯାୟୀ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ ବନ୍ଦ…
Read More...

ଯୁଦ୍ଧ ପୂର୍ବରୁ ଯୋଦ୍ଧା ପ୍ରସ୍ତୁତ : ଭାଇରାଲ ହେଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାୟାମ ଭିଡିଓ

ଭୁବନେଶ୍ବର :ଭାଇରାଲ ହେଲା ବିଜେଡି ସୁପ୍ରିମୋଙ୍କ ବ୍ୟାୟାମ ଭିଡିଓ । ଗତ ୧୯ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହି ଆସିଥିବା ନବୀନ ପଟ୍ଟନାୟକଙ୍କ ଫିଟନେସ ଭିଡିଓ ଏବେ ସାମ୍ନାକୁ ଆସିଛି । ସେ ଏକ ଧୁଷର ରଙ୍ଗର ଟ୍ରାକ୍‌ ପ୍ୟାଣ୍ଟ୍‌ ସହ କଳା ବେନିୟନ୍‌ ପିନ୍ଧି ଏକଦମ ନିଆରି…
Read More...

ଦିଗପହଣ୍ଡିରେ ହେବ ମେଗା ଲିଫ୍ଟ୍ ଇରିଗେସନ୍ ପଏଣ୍ଟ – ସୂର୍ଯ୍ୟ

ଦିଗପହଣ୍ଡି:ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ତ ଗାଁ ଗଣ୍ଡାକୁ ଗମନାଗମନର ସଂଯୋଗ ରହିଛି । ସବୁ ଆଡକୁ ପକ୍କା ରାସ୍ତା ସଂଯୋଗ କରୁଛି । ଦ୍ୱୀପ ସଦୃଶ ରହିଥିବା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଗତ ଦୁଇ ଦଶନ୍ଧି ମଧ୍ୟରେ ସର୍ବାଙ୍ଗୀନ ବିକାଶ ହୋଇପାରିଛି । ଗମନାଗମନର ଏକ ପ୍ରମୁଖ ପେଣ୍ଠସ୍ଥଳୀ…
Read More...

ନାମାଙ୍କନ ଭରିଲେ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ଆଜି ତୃତୀୟ ପର୍ଯ୍ୟାୟ ନାମାଙ୍କନ ପାଇଁ ଶେଷ ଦିନ ହେଉଥିବା ବେଳେ ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ…
Read More...

ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ବର : ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ବାକି ରହିଯାଇଥିବା ଦୁଇ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡ଼ି । କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଢେଙ୍କାନାଳରୁ ମହେଶ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି ।…
Read More...