ଭୁବନେଶ୍ବର : ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ବାକି ରହିଯାଇଥିବା ଦୁଇ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡ଼ି । କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଢେଙ୍କାନାଳରୁ ମହେଶ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ବିଧାନସଭା ଆସନ ପାଇଁ ମଧ୍ୟ ନବୀନ ପ୍ରାର୍ଥୀ ତଲିକା ଘୋଷଣା କରିଛନ୍ତି । ଭୁବନେଶ୍ବର ମଧ୍ୟରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ଖଣ୍ଡପଡାରୁ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, କୋରେଇରୁ ଅଶୋକ ବଳ, ଭୁବନେଶ୍ବର ଉତ୍ତରରୁ ସୁଶାନ୍ତ ରାଉତ, ଆଠମଲ୍ଲିକରୁ ରମେଶ ସାଏ, ପାଲଲହଡାରୁ ମକେଶ ପାଲ୍ଙ୍କୁ ପ୍ରାର୍ଥୀ କରାଯାଇଛି ।
Breaking
Galaxy Unpacked July 2025: How to Watch Live Streamରହସ୍ୟ ଉପରୁ ପରଦା ହଟିଲା ଅନୁପମ ପଟ୍ଟନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ଗ୍ରାଣ୍ଡ ଫାଇନାଲInternational Yoga Day is celebrated by the Bharatiya Yoga SansathanFrom Cities to Heartlands: Samsung Solve for Tomorrow Sparks Innovation in Bihar and Jharkhand